ଏଣିକି ସମସ୍ତ ଦୋକାନରେ ରହିବ ଓଡ଼ିଆ ଫଳକ, ନ ମାନିଲେ ଗଣିବେ ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ଫଳକ। ଯଦି ଏହାକୁ କେହି ନ ମାନନ୍ତି ତେବେ ପ୍ରସ୍ତୁତ ହୋଇଯାଆନ୍ତୁ ମୋଟା ଅଙ୍କର ଜରିମାନା ଦେବାକୁ। ଏହାକୁ କଡ଼ାକଡ଼ି...
ଭୁବନେଶ୍ୱର ଷ୍ଟେସନକୁ ଆସିଲା ସେଗ୍ ଓ୍ୱେ ସ୍କୁଟର – କମ୍ ସମୟରେ ପ୍ଲାଟଫର୍ମରେ ପାଟ୍ରୋଲିଂ କରିପାରିବେ ଆରପିଏଫ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଷ୍ଟେସନକୁ ମଙ୍ଗଳବାର ଆସିଛି ସେଗ୍ ଓ୍ୱେ ସ୍କୁଟର। ଏହି ଅତ୍ୟାଧୁନିକ ସ୍କୁଟର ସିଷ୍ଟମକୁ ଭୁବନେଶ୍ୱର ଷ୍ଟେସନରେ ବ୍ୟବହାର କରିବେ ଆରପିଏଫ୍। ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନରେ ଏହି...
ଏଣିକି ଭୁବନେଶ୍ୱରରେ ଖୋଲାରେ ମଳତ୍ୟାଗ କଲେ ୨୦୦ଟଙ୍କା ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରକୁ ଖୋଲା ଶୌଚମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ବିଏମସି। ଏଣିକି ଯଦି କୌଣସି ଲୋକ ଭୁବନେଶ୍ୱରରେ ଖୋଲାରେ ପରିଶ୍ରା କିମ୍ବା ମଳତ୍ୟାଗ କରନ୍ତି ତେବେ ସେମାନଙ୍କୁ ଫାଇନ୍ ଗଣିବାକୁ ପଡ଼ିବ।...
ଗେଟ୍ମ୍ୟାନଙ୍କ ପାଇଁ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ଵର-ଆନନ୍ଦ ବିହାର ଏକ୍ସପ୍ରେସ। ଭିଏସ୍ଏସ୍ ନଗର ଲେଭଲକ୍ରସିଂ ଗେଟ୍ମ୍ୟାନଙ୍କ ପାଇଁ ଦୁର୍ଘଟଣାରୁ ବର୍ତ୍ତିଲା ଏକ୍ସପ୍ରେସ। ଟ୍ରେନ ଆସୁଥିବା ବେଳେ ମଇଁଷି ପଶିଆସିବାରୁ ଦ୍ରୁତଗତିରେ ଆସୁଥିବା ଟ୍ରେନକୁ ସିଗନାଲ...
ଭୁବନେଶ୍ଵର ବିମାନବନ୍ଦରରେ ଲାଗିଲା ନୂଆ ରାଡାର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲାଗିଲା ଏକ ନୂଆ ରାଡାର୍। ଏହାକୁ ଉଦ୍ଘାଟନ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ଅମିତ ବାନାର୍ଜୀ। ଏହି ଅବସରରେ ବିମାନବନ୍ଦରର ଅନ୍ୟ କର୍ମଚାରୀମାନେ ମଧ୍ୟ...
ଦ୍ଵିତୀୟ ଦିନରେ ‘ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ’ – ପ୍ରତିଯୋଗୀଙ୍କୁ ଉତ୍ସାହିତ କଲେ ଓଲିଉଡ୍ ଷ୍ଟାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ଵିତୀୟ ଦିନରେ ପହଞ୍ଚିଛି ‘ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ’। ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଉଦ୍ୟୋଗପତି ଦେବାଶିଷ ପଟ୍ଟନାୟକ। ସମ୍ମାନିତ ଅତିଥି ଭାବେ ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ, ସିନେ...
ବୁଲ୍ବୁଲ୍ କ୍ଷୟକ୍ଷତି ସମୀକ୍ଷା ବୈଠକ, ଆସନ୍ତା ସପ୍ତାହରେ କେନ୍ଦ୍ରକୁ ରିପୋର୍ଟ ଦେବ ଏସ୍ଆରସି
ଓଡ଼ିଶାଲାଇଭ୍ ବ୍ୟୁରୋ
୪ ଜିଲ୍ଲା ବୁଲି କଲେ ସମୀକ୍ଷା
ଅଧିକ ଫସଲ ପ୍ରଭାବିତ
ଆସନ୍ତା ସପ୍ତାହରେ ଏସ୍ଆରସି ଦେବ ରିପୋର୍ଟ
ତାଲିକା ପ୍ରସ୍ତୁତ ପରେ ୭ ଦିନ ପଞ୍ଚାୟତରେ ଲାଗିବ
ରାଜ୍ୟରେ ବୁଲ୍ବୁଲ୍ କ୍ଷୟକ୍ଷତିର...
ବିଜେପି ଜିଲ୍ଲା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଭୁବନେଶ୍ଵର ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କୁ ମାରାଣାନ୍ତକ ଆକ୍ରମଣ। ଏକାମ୍ର ହାଟ ନିକଟରେ କିଛି ଦୁର୍ବୃତ୍ତ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି...
ଆରମ୍ଭ ହେଲା ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ଗୁରୁବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମେଜର ଜେନେରାଲ ବସନ୍ତ...
ପେଶା ପୋଲିସ ଚାକିରି ନିଶା ବ୍ରାଉନସୁଗାର ବିକ୍ରି – ଧରା ପଡ଼ିଲେ, ଜେଲ୍ ଗଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଦ୍ଦି ହେଲା ବଦନାମ। ଅପରାଧୀକୁ ଗିରଫ କରିବା ବଦଳରେ ନିଜେ ଅପରାଧୀ ହେଲା ପୋଲିସ। ଗୋଟିଏ ପଟରେ କମିସନରେଟ ପୋଲିସ ରାଜଧାନୀକୁ ନିଶାମୁକ୍ତ କରିବାକୁ ଯୋଜନା କରୁଥିବା ବେଳେ ଅନ୍ୟ ପଟରେ...





















