ଫେବ୍ରୁଆରି ୪ରୁ ଗଞ୍ଜାମରେ ହେବ ବାୟୁସେନା ନିଯୁକ୍ତି ରାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମରେ ହେବ ବାୟୁସେନା ନିଯୁକ୍ତି ରାଲି। ଇଚ୍ଛୁକ ପ୍ରାର୍ଥୀମାନେ ଫେବ୍ରୁଆରି ୪ରେ ରାଲିରେ ଯୋଗ ଦେଇପାରିବେ। ବାୟୁସେନାରେ ନିଯୁକ୍ତି ପାଇଁ ବଡ଼ ସୁଯୋଗ। ଫେବ୍ରୁଆରି ୪ ତାରିଖରେ ଗଞ୍ଜାମରେ ନିଯୁକ୍ତି ରାଲି ଅନୁଷ୍ଠିତ...

ଯୁବକଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରୁ ଡାକିଆଣି ଯୁବକଙ୍କୁ ଜୀବନ୍ତ ଜାଳିଦେବାକୁ ଉଦ୍ୟମ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧୁମୁଛାଇ ଗାଁରେ। ନିଆଁ ଲଗାଇବା ପରେ ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ଘଟଣାସ୍ଥଳରେ...

୩ ପୌରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା ନେଇ ସମୀକ୍ଷା ବୈଠକ ଆୟୋଜିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ପୌରାଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଏହି ବୈଠକ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୃହ...

କୁହୁଡ଼ି ହେଲା କାଳ – ସମୁଦ୍ର ଭିତରେ ଦୁଇ ଡଙ୍ଗା ଧକ୍କା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କହୁଡ଼ି ହେଲା କାଳ। ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଘନ କୁହୁଡ଼ି ଯୋଗୁଁ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଛି। ସମୁଦ୍ର ଉପକୂଳୁ ପ୍ରାୟ ୫୦୦ ମିଟର ଦୂରରେ ଏହି ଦୁର୍ଘଟଣା...

ସେବା ସମବାୟ ସମିତି କାର୍ଯ୍ୟାଳୟରେ ଲାଗିଗଲା ନିଆଁ, ଜଳିଗଲେ ସମ୍ପାଦକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର ସଦର ଥାନା ଲୋଚାପଡ଼ା ସେବା ସମବାୟ ସମିତି କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଜଳିଗଲେ ସମିତି ସମ୍ପାଦକ ଜଗନ୍ନାଥ ପାତ୍ର। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ...

ବ୍ରହ୍ମପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଗଣଦୁଷ୍କର୍ମ। ବ୍ରହ୍ମପୁର ମେରାଇନ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଜାନୁଆରି ୧୦ ତାରିଖରୁ ନିଖୋଜ ଥିବା ନାବାଳିକାକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକାକୁ ଏମ୍‌କେସିଜି ହସ୍ପିଟାଲରେ ଭର୍ତ୍ତି...

ବ୍ରହ୍ମପୁର ବାଳାଶ୍ରମରୁ ନାବାଳିକା ନିଖୋଜ ଘଟଣା, ୭ ଉଦ୍ଧାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁରରୁ ଗୋଟେ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହେବା ଘଟଣା। ଏଥିରେ ୭ ଜଣ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୋଲିସ। ଉଦ୍ଧାର ହୋଇଥିବା ନାବାଳିକାଙ୍କ ଜରିଆରେ ଅନ୍ୟାମନଙ୍କୁ ଉଦ୍ଧାର ପାଇଁ...

ବିଷାକ୍ତ ଖାଦ୍ୟ ଖାଇ ଚାଲିଗଲା ୩ ଭଉଣୀଙ୍କ ଜୀବନ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଷାକ୍ତ ଖାଦ୍ୟ ଖାଇ ୩ ଭଉଣୀଙ୍କ ମୃତ୍ୟୁ ସନ୍ଦେହ। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ୩ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ମେଡିକାଲ...

ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଉଦଘାଟନ କରିବେ। ଉଦଘାଟନୀ ସମାରୋହରେ ବଲିଉଡ ଗାୟକ ସୋନୁ ନିଗମ...

ତପ୍ତପାଣି ଘାଟିରେ ଓଲଟି ପଡ଼ିଲା ରେଭେନ୍ସା ପିକ୍‌ନିକ୍‌ ବସ୍‌, ୩୫ ଛାତ୍ରଛାତ୍ରୀ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତପ୍ତପାଣି ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌। ଫଳରେ ବସ୍‌ରେ ଥିବା ୩୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ରେଭେନ୍ସା ବିଶ୍ଵବିଦ୍ୟାଳୟ ଏମ୍‌ସିଏ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ପିକ୍‌ନିକ ଯାଇଥିଲା। ଘଟଣାସ୍ଥଳରେ...