ବିଷାକ୍ତ ଖାଦ୍ୟ ଖାଇ ଚାଲିଗଲା ୩ ଭଉଣୀଙ୍କ ଜୀବନ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଷାକ୍ତ ଖାଦ୍ୟ ଖାଇ ୩ ଭଉଣୀଙ୍କ ମୃତ୍ୟୁ ସନ୍ଦେହ। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ୩ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ମେଡିକାଲ...

ଆଜିଠୁ ଗୋପାଳପୁର ବେଳାଭୂମି ମହୋତ୍ସବ, ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବର ଉଦଘାଟନ କରିବେ। ଉଦଘାଟନୀ ସମାରୋହରେ ବଲିଉଡ ଗାୟକ ସୋନୁ ନିଗମ...

ତପ୍ତପାଣି ଘାଟିରେ ଓଲଟି ପଡ଼ିଲା ରେଭେନ୍ସା ପିକ୍‌ନିକ୍‌ ବସ୍‌, ୩୫ ଛାତ୍ରଛାତ୍ରୀ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତପ୍ତପାଣି ଘାଟିରେ ଓଲଟି ପଡ଼ିଲା ପିକ୍‌ନିକ୍‌ ବସ୍‌। ଫଳରେ ବସ୍‌ରେ ଥିବା ୩୫ ଜଣ ଆହତ ହୋଇଛନ୍ତି। ବସ୍‌ଟି ରେଭେନ୍ସା ବିଶ୍ଵବିଦ୍ୟାଳୟ ଏମ୍‌ସିଏ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ପିକ୍‌ନିକ ଯାଇଥିଲା। ଘଟଣାସ୍ଥଳରେ...

୩୦ ବଖରା ଘର ପୋଡ଼ି ପାଉଁଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଡ଼ି ପାଉଁଶ ହୋଇଗଲା ୩୦ ବଖରା ଘର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ। ଆଜି ସକାଳେ ଗାଁର ନୂଆ ସାହିରେ କୌଣସି...

ଆରମ୍ଭ ହେଲା ‘ମଧୁ ଆପ୍’, ଅନ୍‌ଲାଇନରେ ପାଠ ପଢ଼ିପାରିବେ ସ୍କୁଲ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ମୋବାଇଲ୍ ଆପରେ ଭିଡିଓ ମାଧ୍ୟମରେ ପାଠ ପଢ଼ିପାରିବେ ସ୍କୁଲ ଛାତ୍ରଛାତ୍ରୀ। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେଲା ‘ମଧୁ ଆପ୍‌’। ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ...

ଆଜିଠୁ ଗଞ୍ଜାମରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍‌ ଚଳାଚଳ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ଗଞ୍ଜାମ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍‌ ଚଳାଚଳ ବନ୍ଦ। ବ୍ରହ୍ମପୁର ବସଷ୍ଟାଣ୍ଡର ଉନ୍ନତିକରଣ କାମ ଯୋଗୁଁ ହଳଦିଆପଦରରୁ ବସ ଚଳାଚଳ କରିବା ପାଇଁ ପ୍ରଶାସନ ନିଷ୍ପତି ନେଇଥିବା ବେଳେ...

ଆସନ୍ତାକାଲି ଗଞ୍ଜାମରେ ବନ୍ଦ ରହିବ ବିଦ୍ୟୁତ୍ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଧବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ କାମ ମରାମତି ହେବା ପାଇଁ ଜିଲ୍ଲାର ଅଧିକାଂଶ ସ୍ଥାନରେ ୯ଘଣ୍ଟା ଧରି ବିଦ୍ୟୁତ ସେବା ବ୍ୟାହତ ହେବ। ସୂଚନା...

ମଙ୍ଗଳବାର ବ୍ରହ୍ମପୁରକୁ ବସ୍‌ ଚଳାଚଳ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡ ବନ୍ଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଗଞ୍ଜାମ ବସ୍‌ ମାଲିକ ସଂଘ। ଏନେଇ ମଙ୍ଗଳବାର ବ୍ରହ୍ମପୁରକୁ କୌଣସି ବସ୍‌ ଗଡ଼ିବା ନାହିଁ ବୋଲି ଧମକ ଦେଇଛି ବସ୍‌ ମାଲିକ...

ନୂଆ ନିୟମ – ସ୍କୁଲରେ ଓ୍ୱାଟର ବେଲ୍‌ ବାଜିଲେ ପାଣି ପିଇବେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛାତ୍ରଛାତ୍ରୀଙ୍କୁ ପାଣି ପିଇବା ପ୍ରତି ସଚେତନ କରିବାକୁ ସ୍କୁଲରେ ବାଜିବ ପାଣିପିଆ ଘଣ୍ଟା। ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲରେ ସୋମବାରଠାରୁ  ‘ପାଣି ପିଅନ୍ତୁ ସୁସ୍ଥ ରହନ୍ତୁ’ ଭଳି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ...

ଢାବାରୁ ମିଳିଲା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢାବାରୁ ମିଳିଲା ଜଣେ ଅଚିହ୍ନା ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳରେ। ମୃତ ଯୁବକଙ୍କ ପରିଚୟ ମିଳି...