ଯାଜପୁରକୁ ଡାଇରିଆ ଡର
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁରକୁ ଡାଇରିଆ ଡର। ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସିପାରୁ ନାହିଁ। ଆଜି ପୁଣି ଯାଜପୁରକୁ ଯାଇ ଗ୍ରାଉଣ୍ଡ ଜିରୋରେ ହଇଜାର ସ୍ଥିତି ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍।
ବର୍ତ୍ତମାନ ଜିଲ୍ଲାରେ ସ୍ଥିତି...
ଯାଜପୁରରେ କଲେରା ଚିହ୍ନଟ: ରଜରେ ଭୋଜି ଉପରେ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତି ଉଦବେଗ ଜନକ ରହିଥିବାବେଳେ କଲେରା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରଜ ପର୍ବରେ ସାମୁହିକ ସମାବେଶରେ ଭୋଜି ନକରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ...
ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ: ୪ ଜଣଙ୍କର ଜୀବନ ଗଲାଣି!
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ପରିସ୍ଥିତି ଅଣାୟତ ହେଲାଣି। ଗତ ୪ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୪ ଜଣଙ୍କର ଜୀବନ ଗଲାଣି। ୬ ଶହରୁ ଅଧିକ ଝାଡ଼ାବାନ୍ତିରେ...
ଓମ୍ବାଡସି ସହାୟତାରେ ଯାଜପୁରର ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ପାଇଛି ନୂଆ ରୂପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁରର ଏନ୍ ସି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣାରେ ବିଶେଷ ସହାୟକ ହେଉଛି ନୂତନ କ୍ଲାସରୁମ୍, ଆଧୁନିକ ଲାବୋରେଟୋରି, ଲାଇବ୍ରେରି ଓ କମ୍ପ୍ୟୁଟର ଲ୍ୟାବ୍
(ଯାଜପୁର): ଛାତ୍ରଛାତ୍ରୀମାନଙ୍କ କ୍ୟାରିୟରକୁ...
ବିଜେପି-ବିଜେଡି ବିବାଦରେ ଫସିଛି ଯାଜପୁରର ମା’ ବିରଜା ହାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି-ବିଜେଡି ବିବାଦ ଭିତରେ ଛନ୍ଦି ହୋଇଛି ଯାଜପୁରର ମା’ ବିରଜା ହାଟ, ଚାଷୀ ପରିବା କେଉଁଠି ବିକିବେ ଫିଟୁନି ବାଟ।
ଯାଜପୁର ଜିଲ୍ଲାର ମା’ ବିରଜା ହାଟକୁ ନେଇ ଦୁଇ ରାଜନୈତିକ...
ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଛାଡ଼ିଲେ ଯାଜପୁର ଜିଲ୍ଲା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ବୁଧବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ...
ଯାଜପୁର: ବାରବାଟୀ ନିକଟରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୫ ଜଣ ମୃତ ଓ ୪୫ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବାରବାଟୀ ନିକଟରେ ସୋମବାର ରାତିରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୪୫ ଜଣ ଆହତ...
ବିଜେଡି ଛାଡ଼ିଲେ କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଛାଡ଼ିଲେ ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ। ଶନିବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ବିଜେଡି...
ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ଵାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ଇସ୍ତଫା ଦେଲେ ଯାଜପୁରର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସତୀଶ ବିଶ୍ଵାଳ। ଚଳିତ ନିର୍ବାଚନରେ ଯାଜପୁର ଧର୍ମଶାଳା ବିଧାନସଭା କ୍ଷେତ୍ରରୁ ଟିକେଟ ଆଶାୟୀ ଥିଲେ ସତୀଶ।
ଆଗାମୀ ଲୋକସଭା ଏବଂ ବିଧାନସଭା...
ଯାଜପୁର: ଟ୍ରକ୍ ପଛରେ ପିଟିହେଲା ବାଇକ୍, ଚାଲିଗଲା ୩ ଜଣଙ୍କର ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳନ୍ତା ଟ୍ରକ୍ ପଛପଟେ ଗୋଟିଏ ବାଇକ୍ ପିଟି ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ଜୀବନ ଚାଲିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା...



















