ବସ୍ତିବାସିନ୍ଦାଙ୍କ ପାଖରେ ପହଞ୍ଚିଲା କେନ୍ଦ୍ରାପଡ଼ା ପୋଲିସ – ମାସ୍କ ଓ ସୁଖିଲା ଖାଦ୍ୟ ପୁଡ଼ିଆ ବାଣ୍ଟିଲେ କେନ୍ଦ୍ରାପଡା ଏସ୍‌ପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହରର ମୁଖ୍ୟ ରାସ୍ତା ଏବଂ ଛକରେ ରହୁଥିବା କେନ୍ଦ୍ରାପଡ଼ା ପୋଲିସ କରୋନା ସଚେତନତା ପାଇଁ ଆଜି ଗାଁ ଗହଳିରେ ପହଞ୍ଚିଛି। ସହରର ବିଭିନ୍ନ ସାହି ବସ୍ତିରେ ରହୁଥିବା ଗରିବ ଲୋକଙ୍କ ନିକଟତର...

କେନ୍ଦ୍ରାପଡ଼ାରେ କରୋନା ପରିଚାଳନାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ୫ଟି...

କେନ୍ଦ୍ରାପଡ଼ା କରୋନା ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ନମୁନା ରିପୋର୍ଟ ଆସିଲା ନେଗେଟିଭ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଞ୍ଚଳରେ ଜଣେ ଦୁବାଇ ଫେରନ୍ତା ଯୁବକଙ୍କ ଦେହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ ଚହଳ ପଡ଼ିଯାଇଥିଲା। ଜିଲ୍ଲା ପ୍ରଶାସନ ତାଙ୍କୁ...

କେନ୍ଦ୍ରାପଡ଼ା: ଏପ୍ରିଲ ୯ରୁ ମାସ୍କ ପିନ୍ଧିବା ଜରୁରୀ, ନହେଲେ ଗଣିବେ ୫୦୦ ଟଙ୍କା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣୀ ସାହାଣୀ): କରୋନା ମୁକାବିଲା ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ଏପ୍ରିଲ ୯ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାର ଜିଲ୍ଲାପାଳ...

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ଏଥର କେନ୍ଦ୍ରାପଡ଼ା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ୪୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ। ସେ ଗତ ୨୪ ତାରିଖରେ ଦୁବାଇରୁ ଫେରିଥିବା...

କେନ୍ଦ୍ରାପଡ଼ାରେ ସ୍ଥିତି ପରଖିଲେ ପୋଲିସ ଡିଜି ଅଭୟ, ଏସପିଙ୍କ ସହ କଲେ ଆଲୋଚନା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ):ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର ମଧ୍ୟାହ୍ନରେ କେନ୍ଦ୍ରାପଡା ଜିଲା ଗସ୍ତ କରିଛନ୍ତି।  ଏହି ଅବସରରେ ସେ ଜିଲ୍ଲାରେ କରୋନାର ସ୍ଥିତି ସମ୍ପର୍କରେ ବୁଝାସୁଝା କରିବା ସହିତ...

କରୋନା ପରୀକ୍ଷା – କେନ୍ଦ୍ରାପଡ଼ା ଜିଲ୍ଲାରୁ ଗଲା ୩୪ ଜଣଙ୍କ ରକ୍ତ ନମୁନା ଓ ସ୍ୱାବ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ନିଜାମୁଦ୍ଦିନ ଫେରନ୍ତା ମୌଲବୀଙ୍କର ନମୁନା ପଠାଗଲା। ୩୪ ନମୁନାରୁ ୨ ରିପୋର୍ଟ ନେଗେଟିଭ୍। କେନ୍ଦ୍ରାପଡ଼ା: ଦିଲ୍ଲୀର ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରୁ ଫେରିଥିବା କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ମୌଲବୀଙ୍କ ରକ୍ତ...

ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀକୁ ନେଇ ବଢ଼ିଲା ଚିନ୍ତା – ଓଡ଼ିଶାରୁ ଆଉ ତିନି ଠାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ଦ୍ୱିତୀୟ ସପ୍ତାରେ ଦିଲ୍ଲୀର ନିଜାମୁଦ୍ଦିନଠାରେ ହୋଇଥିବା ଧର୍ମସମ୍ମିଳନୀକୁ ନେଇ ଚିନ୍ତା ବଢ଼ିଛି। ଏହି ସମ୍ମିଳନୀରେ କେଉଁ ରାଜ୍ୟରୁ କିଏ ଯୋଗ ଦେଇଥିଲେ ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଗତକାଲି...

ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରେ କେନ୍ଦ୍ରାପଡ଼ାର ଦୁଇ ଜଣ – ଜଣେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ, ଆଉ ଜଣେ ନିଜ ଘରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଦିଲ୍ଲୀର ନିଜାମୁଦ୍ଦିନଠାରେ ହେଉଥିବା ମୁସଲମାନମାନଙ୍କ ଧର୍ମ ସମ୍ମିଳନୀରେ ଯୋଗଦେଇଥିବା ଅନେକ ଭକ୍ତ ଏବେ କରୋନାରେ ଆକ୍ରାନ୍ତ। ଏହାର ଚେର ଦେଶରୁ ବିଦେଶ ଯାଏଁ ବ୍ୟାପିଛି। ଏହି ସମ୍ମିଳନୀରେ...

କରୋନା ପାଇଁ ପ୍ରସ୍ତୁତ କେନ୍ଦ୍ରାପଡ଼ା – ୯୪୬୫ଟି ଶଯ୍ୟା ପ୍ରସ୍ତୁତ କଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନାକୁ ପରାସ୍ତ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ। ଜିଲ୍ଲାର ବିଭିନ୍ନ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଏଥିପାଇଁ ୯୪୬୫ଟି...