କେନ୍ଦ୍ରାପଡ଼ା: ଫୋନ୍ କଲରେ ଲୋକଙ୍କୁ ଖାଇବା ଯୋଗାଉଛି ଜିଲ୍ଲା ପ୍ରଶାସନ, ଦାମ୍ ମାତ୍ର ୨୫ ଟଙ୍କା

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଗୋଟିଏ ଫୋନ୍ କଲରେ ଆପଣଙ୍କ ପାଖରେ ପହଞ୍ଚିଯିବ ଖାଦ୍ୟ ପ୍ୟାକେଟ୍। ଲକଡାଉନ୍ ସମୟରେ ଏଣିକି କେନ୍ଦ୍ରାପଡ଼ାବାସୀଙ୍କୁ ଖାଇବା ଖୋଜିବା ପାଇଁ ଆଉ ଏଣେତେଣେ ବୁଲିବାକୁ ପଡ଼ିବ...

କରୋନା ରୋକିବାକୁ କେନ୍ଦ୍ରାପଡ଼ାରେ ଗ୍ରାମବାସୀଙ୍କ ପଦକ୍ଷେପ – ଗାଁକୁ ଗାଁ ନାକାବନ୍ଦୀ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଗାଁ କୁ ଗାଁ ନାକାବନ୍ଦୀ ହେବାରେ ଲାଗିଛି। ବୁଧବାର ପଟ୍ଟାମୁଣ୍ଡାଇ ବ୍ଲକର ଗୁଣୁପୁରପଟଣା ଗାଁକୁ ଲୋକେ ନାକାବନ୍ଦୀ କରିଥିଲା ବେଳେ ଗୁରୁବାର ଡଅଁରମୁଣ୍ଡ ଗାଁକୁ ଗ୍ରାମବାସୀ...

‘ଆମ ଗାଁକୁ କରୋନା ମନା’ – କରୋନା ମୁକାବିଲା ପାଇଁ ଗାଁକୁ ନାକାବନ୍ଦୀ କଲେ ଗୁଣୁପୁର ପାଟଣା ଗ୍ରାମବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଡରରେ ସାରା ବିଶ୍ୱ। ସାମାଜିକ ଦୂରତା ଅଭାବରୁ ଦେଶ ବିଦେଶରେ କରୋନା କାୟା ମେଲାଇଲାଣି। ଅଣାୟତ ହେଉଛି ଗାଁରୁ ସହର। ତଥାପି ସାମାଜିକ ଦୂରତା ରକ୍ଷା...

ବାହାର ରାଜ୍ୟରୁ ଫେରି କରୁଥିଲେ ଖଟି, ପୋଲିସ ଉଠାଇନେଇ ରଖିଲା ଆଇସୋଲେସନ୍‌ରେ  

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ଵ। ଏନେଇ ସାରା ଓଡ଼ିଶାରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ, ଦେଶର କରୋନା ପ୍ରଭାବିତ ରାଜ୍ୟମାନଙ୍କରୁ କେନ୍ଦ୍ରାପଡ଼ା ଫେରିଥିବା ଯୁବକମାନେ କିନ୍ତୁ ଏହାକୁ ଉଲ୍ଲଘଂନ କରିଛନ୍ତି।...

କେନ୍ଦ୍ରାପଡ଼ା ଲକ୍‌ଡାଉନ୍‌ – ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ସ୍ଥାନୀୟ ଯୁବକ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଲକ୍‌ଡାଉନ୍‌ ବେଳେ ବାହାରେ ବୁଲୁଥିବା ମାନସିକ ବିକୃତ ଲୋକଙ୍କୁ ଖାଦ୍ୟ ଯୋଗାଇଲେ ସ୍ଥାନୀୟ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ। ଲକ୍‌ଡାଉନ୍‌ ଯୋଗୁଁ...

ଲକଡାଉନର ଦ୍ୱିତୀୟ ଦିନରେ ଠପ୍ ହେଲା କେନ୍ଦ୍ରାପଡ଼ା, ବ୍ୟବସାୟୀଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲକଡାଉନ୍ ଘୋଷଣା କରିଛନ୍ତି। ଏହାର ପ୍ରଭାବ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଉପରେ ପଡ଼ିଥିବା ନଜର ଆସିଛି। ସୋମବାର ଲକଡାଉନର ଦ୍ୱିତୀୟ...

କେନ୍ଦ୍ରାପଡ଼ାରେ ଲକ୍‌ ଡାଉନ୍‌କୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ  

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଦେଶ ପାଇଁ ଏବେ ଚିନ୍ତା ପାଲଟିଛି କରୋନା। ବିଦେଶରେ ରହୁଥିବା ଅନେକ ଲୋକ ଏବେ କରୋନା ପ୍ରଭାବିତ ଦେଶରୁ ଓଡିଶା ଫେରିଛନ୍ତି। ରାଜ୍ୟର ୫ଟି ଜିଲ୍ଲାକୁ ଆସିଥିବା ଏହି ୩ହଜାର...

ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଖୋଲିଲା ଆଇସୋଲେସନ୍ ଓ୍ଵାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନାରେ ଖୋଲିଲା ଆଇସୋଲେସନ ଓ୍ଵାର୍ଡ। କରୋନା ସନ୍ଦିଗ୍ଧମାନଙ୍କ ପାଇଁ ଏହି ଓ୍ଵାର୍ଡ ଖୋଲାଯାଇଛି। ଏହି ଓ୍ଵାର୍ଡ ୪ ଶଯ୍ୟା ବିଶିଷ୍ଟ ରହିଛି। ଏହି ଅଞ୍ଚଳରେ ଅନେକ...

କେନ୍ଦ୍ରାପଡ଼ାରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା – ଜଣେ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଳି ସ୍ଵାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ଜଣେ ଗିରଫ। ବୁଧବାର ବିଳମ୍ବିତ ରାତିରେ କେତେକ ଯୁବକ ଦଳବଦ୍ଧ ଭାବେ ଆଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼...

କରୋନା ଡର – କେନ୍ଦ୍ରାପଡ଼ା ବଳଦେବଜୀୟୁଙ୍କ ଦର୍ଶନ ଉପରେ ଲାଗିଲା କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ପାଇଁ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବ ଜୀଉ ମନ୍ଦିରରେ କଟକଣା। ଶ୍ରଦ୍ଧାଳୁଙ୍କ ଠାକୁର ଦର୍ଶନ ଉପରେ ଏହି କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ଭୟରେ ଏହି କଟକଣା କରିବାକୁ...