କେନ୍ଦ୍ରାପଡା ଜିଲ୍ଲାର କୋଲକାତା ଲିଙ୍କ୍, ଚିନ୍ତାରେ ଜିଲ୍ଲାବାସୀ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜ୍ୟରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଏବେ ପଶ୍ଚିମବଙ୍ଗ ଫେରନ୍ତା। ଟ୍ରାଭେଲ ହିଷ୍ଟ୍ରିରୁ ସେମାନେ କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସ୍ପଷ୍ଟ ହେବାରେ ଲାଗିଛି। ତେବେ କେନ୍ଦ୍ରାପଡ଼ା...

ଲକ୍‌ଡାଉନ୍‌ରେ ଗରିବ ଆଦିବାସୀଙ୍କୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ରାପଡ଼ା ଏସପି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କରୋନାକୁ ନେଇ ସାରା ବିଶ୍ଵ ଏବେ ଚିନ୍ତାରେ। ଏହି କରୋନା ଏବେ ଗରିବ ଆଦିବାସୀ ପରିବାରକୁ ମଧ୍ୟ ଚିନ୍ତାରେ ପକାଇଛି। ଏଡେ ଏଡେ ବଡ ଲୋକେ କରୋନା ଆଗରେ ଟଳିପଡୁଥିବା...

ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ଅପପ୍ରଚାର କରି ଯୁବକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକରି ବନ୍ଧା ହେଲେ ଜଣେ ଯୁବକ। କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ...

କେନ୍ଦ୍ରାପଡ଼ାରେ ଦ୍ଵିତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ନମୁନା ନେଗେଟିଭ୍‌

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅଞ୍ଚଳରେ ମିଳିଥିବା କରୋନା ପଜିଟିଭ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୬ ଜଣଙ୍କ ରକ୍ତ ନମୁନା ନେଗେଟିଭ୍। ଏନେଇ ରିପୋର୍ଟ ମିଳିବା ପରେ ସମ୍ପୃକ୍ତ ଅଞ୍ଚଳର...

କେନ୍ଦ୍ରାପଡ଼ାରେ ବାର୍‌ହା ଶିକାର କରି ୫ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକଡାଉନର ନିରୋଳା ସୁଯୋଗରେ ଭିତରକନିକା ଜଙ୍ଗଲରୁ ବାର୍‌ହା ଓ ହରିଣ ଶିକାର ବଢିଚାଲିଛି। ଗତ ୭  ଦିନ ତଳେ ହରିଣ ଶିକାରକରୀଙ୍କଠାରୁ ୪୦ କେଜି ହରିଣ ମାଂସ ଜବତ କରି ଜଙ୍ଗଲ...

କେନ୍ଦ୍ରପଡ଼ାରେ ଜିଲ୍ଲାରେ ସ୍ୱତନ୍ତ୍ର କରୋନା ହସ୍ପିଟାଲ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲାରେ ଖୋଲିଲା ସ୍ୱତନ୍ତ୍ର କରୋନା ହସ୍ପିଟାଲ। ୧୦୦ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ କେନ୍ଦ୍ରାପଡ଼ା ଜିଲ୍ଲାର କରୋନା ଆକ୍ରାନ୍ତମାନେ ଚିକିତ୍ସିତ ହୋଇପାରିବେ। ଏନେଇ ସୋମବାର ଭୂବନେଶ୍ୱରର...

କେନ୍ଦ୍ରାପଡ଼ା ପ୍ରସିଦ୍ଧ ରସାବଳୀ ଉପରେ କରୋନା ମାଡ଼ – ବଜାରକୁ ଆସୁନି କ୍ଷୀର ଓ ଛେନା, ତିଆରି ହେଉନି...

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରା ରାଜ୍ୟ ଲକ୍‌ଡାଉନ ରହିଛି। ଲକ୍‌ଡାଉନର ପ୍ରଭାବ ସମସ୍ତ ଛୋଟ ବଡ଼ ବ୍ୟବସାୟ ଉପରେ ପଡ଼ିଛି। ଦୋକାନ ବଜାର ବନ୍ଦ...

ବସ୍ତିବାସିନ୍ଦାଙ୍କ ପାଖରେ ପହଞ୍ଚିଲା କେନ୍ଦ୍ରାପଡ଼ା ପୋଲିସ – ମାସ୍କ ଓ ସୁଖିଲା ଖାଦ୍ୟ ପୁଡ଼ିଆ ବାଣ୍ଟିଲେ କେନ୍ଦ୍ରାପଡା ଏସ୍‌ପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହରର ମୁଖ୍ୟ ରାସ୍ତା ଏବଂ ଛକରେ ରହୁଥିବା କେନ୍ଦ୍ରାପଡ଼ା ପୋଲିସ କରୋନା ସଚେତନତା ପାଇଁ ଆଜି ଗାଁ ଗହଳିରେ ପହଞ୍ଚିଛି। ସହରର ବିଭିନ୍ନ ସାହି ବସ୍ତିରେ ରହୁଥିବା ଗରିବ ଲୋକଙ୍କ ନିକଟତର...

କେନ୍ଦ୍ରାପଡ଼ାରେ କରୋନା ପରିଚାଳନାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ୫ଟି...

କେନ୍ଦ୍ରାପଡ଼ା କରୋନା ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ନମୁନା ରିପୋର୍ଟ ଆସିଲା ନେଗେଟିଭ୍

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଞ୍ଚଳରେ ଜଣେ ଦୁବାଇ ଫେରନ୍ତା ଯୁବକଙ୍କ ଦେହରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସାରା ଜିଲ୍ଲାରେ ଚହଳ ପଡ଼ିଯାଇଥିଲା। ଜିଲ୍ଲା ପ୍ରଶାସନ ତାଙ୍କୁ...