ଖୋର୍ଦ୍ଧାରେ ଯୁବକଙ୍କ ହତ୍ୟାକୁ ନେଇ ଉତ୍ତେଜନା: ସହରରେ ହାଇଆଲର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ସହରର ମୁକୁନ୍ଦପ୍ରସାଦରେ ରବିବାର ଦିନ ହୋଇଥିବା ଜଣେ ଯୁବକଙ୍କ ହତ୍ୟା ଅଞ୍ଚଳରେ ଉତ୍ତେଜନାମୂଳକ ପରିବେଶ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ମୁକୁନ୍ଦପ୍ରସାଦ ମୌଜାରେ ବିଏନଏସ ୧୬୩ ଧାରା ଲାଗୁ...

କାଳ ହେଲା ରିଲ୍ସ ନିଶା: ୪ ଦିନ ହେଲା ତାପଙ୍ଗ ଖଣି ପୋଖରୀରେ ବୁଡ଼ିଥିବା ଯୁବକଙ୍କ ପତ୍ତା ମିଳୁନି

ଓଡ଼ିଶାଲାଇଭ୍ ବ୍ୟୁରୋ ରିଲ୍ସ ନିଶା ଏବେ ସମସ୍ତଙ୍କୁ ବାୟା କରିଛି। ଏ ନିଶା ଏପରି ଘାରିଛି ଯେ, ନିଜ ଜୀବନକୁ ବିପଦରେ ପକାଇବାକୁ ପଛାଉ ନାହାନ୍ତି ଯୁବପିଢ଼ି। ଏହି ରିଲ୍ସ ନିଶା ଓମ ପ୍ରକାଶ...

କାଲିଠୁ ଆରମ୍ଭ ହେବ ଖେଳ – ପ୍ରଶାନ୍ତ ଜଗଦ୍ଦେବ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Hcsa30SAdcg ଓଡ଼ିଶାରେ ବିଜେପିର ନୂଆ ସରକାର ଗଠନ ହେବା କ୍ଷଣି ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ନୂଆ ସରକାର ରାଜ୍ୟରେ ଦୁର୍ନୀତି କରିଥିବା ସବୁ ଲୋକଙ୍କ ହିସାବ...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ୩ ଦିନ ପାଇଁ ମିଳିଲା ଅନ୍ତରୀଣ ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ। ପ୍ରଶାନ୍ତ ଜଗଦ୍ଦେବଙ୍କୁ ତିନିଦିନ ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଏଡିଜେ କୋର୍ଟ । ନିର୍ବାଚନ ବେଳେ ବୁଥ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇ...

ଅସୁସ୍ଥତା କାରଣରୁ ପ୍ରଶାନ୍ତ ଜଗଦ୍ଦେବ ଏସସିବି ମେଡିକାଲରେ ଭର୍ତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧାରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଧବାର ସକାଳେ ତାଙ୍କୁ ଖୋର୍ଦ୍ଧା ଜେଲରୁ ଅଣାଯାଇ ଏସସିବିର ମେଡିସିନ୍ ୱାର୍ଡ ଆଇସିୟୁରେ ଭର୍ତ୍ତି କରାଯାଇଛି।...

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ବିରୋଧ: ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଭୋଟ ଗ୍ରହଣବେଳେ ବୁଥରେ ଗଣ୍ଡଗୋଳ ଓ ଇଭିଏମ୍ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ। ତାଙ୍କ ଗିରଫଦାରୀକୁ...

ଖୋର୍ଦ୍ଧା ରାଜନୀତିରେ ରୋଚକ ମୋଡ଼: ବିଜେପିର ରାଲି ବେଳେ ମିଶିଲେ ବିଜେଡି ବିଧାୟକ ଜିତୁ ମିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ରାଜନୀତିରେ ଆଜି ଦେଖିବାକୁ ମିଳିଛି ରୋଚକ ଚିତ୍ର। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ବିଧାୟକ ଜିତୁ ମିତ୍ର। ଗୁରୁବାର ଦିନ ବିଜେପିର ରାଲି ଚାଲିଥିଲା ବେଳେ ଖୋର୍ଦ୍ଧା ବିଧାୟକ...

ବିରୋଧୀମାନେ ରାଜ୍ୟର ବିକାଶ ଦେଖିପାରୁ ନାହାନ୍ତି – ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ନିର୍ବାଚନ ପାଇଁ ମାରାଥନ୍ ପ୍ରଚାର କ୍ରମରେ ବୁଧବାର ଖୋର୍ଦ୍ଧାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ଭୁବନେଶ୍ୱର ଲୋକସଭା ଆସନ ଏବଂ ଏହା...

ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ପ୍ରାର୍ଥୀ କ୍ୟାପଟେନ ମନ୍ମଥ ରାଉତରାୟ। ଗୁରୁବାର ଉଭୟ ନେତା ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର...

ବିଜେପିରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ: ଖୋର୍ଦ୍ଧାରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିରୁ ଇସ୍ତଫା ଦେଇଛନ୍ତି ଖୋର୍ଦ୍ଧାର ବରିଷ୍ଠ ନେତା କାଳୁଚରଣ ଖଣ୍ଡାୟତରାୟ। ମଙ୍ଗଳବାର ସେ ତାଙ୍କ ଅନେକ ସମର୍ଥକଙ୍କ ସହ ବିଜେପିର ପ୍ରାଥମିକ ସଦସ୍ୟତା ଛାଡ଼ିଛନ୍ତି। ଖୋର୍ଦ୍ଧା ବିଧାନସଭା ଆସନରୁ ତାଙ୍କୁ ଟିକେଟ...