କାଜୁ ଜଙ୍ଗଲରେ ବୋମା ମାଡ଼, ୨ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ ): ଖୋର୍ଦ୍ଧା ଆଦର୍ଶ ଥାନା ଅଧିନସ୍ଥ ଅର୍ଜୁନପୁର ଗ୍ରାମ ନିକଟ କାଜୁ ଜଙ୍ଗଲରେ ଗତକାଲି କେତେକ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଜଣାଯାଇଛି। ବୋମାମାଡରେ ୨ କାଜୁ ବଗିଚା ଜଗୁଆଳି ଗୁରୁତର...
ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ: କୁମରାଙ୍ଗ ପଞ୍ଚାୟତ ୭୨ ଘଣ୍ଟିଆ ସଟ୍ଡାଉନ୍ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ସେଥି ମଧ୍ୟରୁ ବାଣପୁର ବ୍ଲକ୍ ଦୁଇ ଜଣ। ଜଣେ ଯୁବକ କ୍ୱାରେଣ୍ଟିନରେ ଥିଲେ।...
କଣ୍ଟେନମେଣ୍ଟ ଜୋନ୍ରେ ଖୋର୍ଦ୍ଧା ପୌରାଞ୍ଚଳ ଓ କେଶପୁର ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ପୌରାଞ୍ଚଳର ନବୀନାବାଗ୍ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏହି ଆକ୍ରାନ୍ତ ଜଣକ...
ଖୋର୍ଦ୍ଧା ସବଡିଭିଜନକୁ ଛୁଇଁଲା କରୋନା – ଟାଙ୍ଗୀ ବ୍ଲକରେ ୨, ବାଣପୁର ବ୍ଲକରେ ଜଣେ ଆକ୍ରାନ୍ତ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ସବଡିଭିଜନକୁ ଛୁଇଁଲା କରୋନା ମହାମାରୀ। ସବଡିଭିଜନରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ ଟାଙ୍ଗୀ ଓ ବାଣପୁର ବ୍ଲକର।
ଟାଙ୍ଗୀ...
ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ – ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ ଘୋଷଣା କରିଛନ୍ତି ଜିଲ୍ଲାପାଳ। ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଏହି କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି।...
ପୁଣି ଓଲଟିଲା ପ୍ରବାସୀ ଓଡ଼ିଆଙ୍କ ବସ୍ – ଜଣେ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ବସ୍ଟି ହାଇଦ୍ରାବାଦରୁ ୪୦ ଜଣ...
ପଶ୍ଚିମବଙ୍ଗରୁ ଖୋର୍ଦ୍ଧାକୁ ଫେରିଛନ୍ତି ୨୫୦ ଲୋକ, ପ୍ରଶାସନର ଚିନ୍ତା ବଢ଼ିଲା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
(ଖୋର୍ଦ୍ଧାରୁ ଦିଲ୍ଲୀପ କୁମାର ନାଇଡୁ): ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିଧାର କାରଣ ପାଲଟିଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। କିଛି ସପ୍ତାହ ମଧ୍ୟରେ ଜିଲ୍ଲାକୁ ପ୍ରାୟ ୨୫୦ରୁ ଅଧିକ ଲୋକ ପଶ୍ଚିମବଙ୍ଗରୁ...
ରାଜ୍ୟ ବାହାରୁ ଖୋର୍ଦ୍ଧା ଜିଲ୍ଲାକୁ ଆସିବେ ୨୦ ହଜାର, ପଞ୍ଜୀକରଣ ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ଲକଡାଉନ୍ ଖୋଲିବା ପରେ ରାଜ୍ୟ ବାହାରୁ ପ୍ରାୟ ୨୦ ହଜାର ଲୋକ ଖୋର୍ଦ୍ଧା ଜିଲ୍ଲାକୁ ଫେରିବେ। ଅନଲାଇନ୍ ଜରିଆରେ ସେମାନେ ପଞ୍ଜୀକରଣ ନକଲେ ସେମାନଙ୍କୁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ...
କରୋନା ପରବର୍ତ୍ତୀ ପୃଥିବୀ ସମ୍ପର୍କରେ ଚିନ୍ତା କରିବାର ବେଳ ଆସିଛି – ଦିଲ୍ଲୀପ ଶ୍ରୀଚନ୍ଦନ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ବିଶ୍ୱ ପୃଥିବୀ ଦିବସ ଅବସରରେ ସୁରକ୍ଷିତ ପୃଥିବୀ ଗଢ଼ିବା ଓ କରୋନା ପରବର୍ତ୍ତୀ ପୃଥିବୀ ସମ୍ପର୍କରେ ଚିନ୍ତା କରିବା ଦରକାର ବୋଲି କହିଛନ୍ତି ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ସାମାଜିକ...
ଲକଡାଉନ୍ରେ ମୁଁ ଘରେ ଅଛି, ସାହିତ୍ୟ ସାଧନା କରୁଛି – ଦିଲ୍ଲୀପ ଶ୍ରୀଚନ୍ଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲକଡାଉନ୍ରେ କେମିତି କଟୁଛି ଖୋର୍ଦ୍ଧାର ପୂର୍ବତନ ବିଧାୟକ, ସାହିତ୍ୟିକ ତଥା ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ର ପ୍ରତିଷ୍ଠାତା ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସମୟ? ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ?
କରୋନାର ସଂକ୍ରମଣରୁ ରକ୍ଷା...





















