ଜୟପୁର: ଓଡ଼ିଶା ସୀମାନ୍ତରୁ ୭୦ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସୀମା ନିକଟସ୍ଥ ଆନ୍ଧ୍ରପ୍ରଦେଶ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ମାଛକୁଣ୍ଡ ପୋଲିସ। ଏହି ଗଞ୍ଜେଇ ଛତିଶଗଡ଼କୁ ଚାଲାଣ ହେଉଥିବା ସୂଚନା ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ...

ଜୟପୁର: କୋଭିଡ୍ କଟକଣାରେ ଦୁର୍ଗା ପୂଜା କରିବାକୁ ରାଜନଅର ପୂଜାକମିଟିର ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ରାଜନଅର ନିକଟରେ ହୋଉଥିବା ଦୁର୍ଗା ପୂଜାକୁ ପ୍ରତିବର୍ଷ ବେଶ୍ ଜାକଜମକରେ ପାଳନ କରାଯାଏ। କିନ୍ତୁ ଚଳିତବର୍ଷ ସମ୍ପୂର୍ଣ୍ଣ କୋଭିଡ୍ ନିୟମ ଅନୁଯାୟୀ ଏଠାରେ ଦୁର୍ଗା ପୂଜା ହେବ। ପୂଜାର ନୀତିକାନ୍ତିଠାରୁ...

କରୋନାକୁ ଜିତିଲେ ୯୧ ବର୍ଷୀୟ କୋଭିଡ୍‌ ହିରୋ କାଶୀନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବୟସ ୯୧ ବର୍ଷ। କିନ୍ତୁ ସେ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି। ଆଉ କରୋନା ଭଳି ଭୟଙ୍କର ମହାମାରୀକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦୃଢ଼ ଇଚ୍ଛାଶକ୍ତି ଓ...

ଜୟପୁରରରେ ଐତିହାସିକ ଦଶହରାକୁ ନେଇ ପ୍ରସ୍ତୁତି ବୈଠକ, କୋଭିଡ କଟକଣାରେ ହେବ ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ଐତିହାସିକ ଦଶହରା ଆୟୋଜନକୁ ନେଇ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଆଇଟିଡିଏ କନଫରେନ୍ସ ହଲ୍‌ଠାରେ ଜୟପୁର ପୂଜାକମିଟିର ସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନୀପତି...

ଫୋନକରି ଝଗଡ଼ା କରୁଥିଲେ ସ୍ତ୍ରୀ, କେନାଲକୁ ଡେଇଁ ପଡ଼ିଲେ ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ  ଜୟପୁର ମୁଖ୍ୟ କେନାଲରେ ସୋମବାର ଜଣେ ଡ୍ରାଇଭର କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ଏହା ପଛର କାରଣ ହେଉଛି ସ୍ତ୍ରୀ ତାଙ୍କୁ ଫୋନ କରି ଝଗଡ଼ା କରୁଥିଲେ। ଏହି ସାମାନ୍ୟ କଥାକୁ...

ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ, ଏବେବି ଆବାସ ଯୋଜନାରୁ ବଞ୍ଚିତ କଦଳୀପଦର ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରାମାଞ୍ଚଳରେ ଗରିବଙ୍କୁ ଆବାସ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ଯୋଜନା, ବିଜୁ ପକ୍କା ଘର ପରି ଯୋଜନା ରହିଛି l ସରକାର ଯୋଜନା ପରେ...

କୁମ୍ଭାରଶାଳ ନିର୍ମାଣ ନହେଲେ ହେବ ଆନ୍ଦୋଳନ, ଚେତାବନୀ ଦେଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୁମ୍ଭାର କାର୍ଯ୍ୟ କରି ପେଟ ପୋଷିଥାନ୍ତି ପୁରା ୪୫ ପରିବାର। ୩୦ ବର୍ଷ ତଳେ ସରକାର ଯେଉଁ କୁମ୍ଭାରଶାଳା କରିଥିଲେ ତାହା ଏବେ ଅକାମୀ। ମରାମତି ପାଇଁ ସରକାରଙ୍କ ପାଖରେ ଗ୍ରାମବାସୀ...

ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବିରେ ଜୟପୁର କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା

ଓଡ଼ିଶାଲାଇଭ୍ ବ୍ୟୁରୋ ହାଥରସ୍ ଗଣଦୁଷ୍କର୍ମ ଘଟଣାରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ହାଥରସ୍ ଯାତ୍ରା ସମୟରେ ତାଙ୍କୁ କରାଯାଇଥିବା ଦୁର୍ବ୍ୟବହାରକୁ ଜୟପୁର କଂଗ୍ରେସ ତୀବ୍ର ନିନ୍ଦା କରିଛି। ସୋମବାର ଏଥିପାଇଁ ଜୟପୁର କଂଗ୍ରେସ...

ଜୟପୁର: ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର କୋଟପାଡ଼ ସହରର କୁସୁମୀ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ସହ ଗୋଟିଏ ବାଇକ୍ ଧକ୍କା ହେବା ଫଳରେ...
chakiri 4

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ, ଅକ୍ଟୋବର ୧୪ ସୁଦ୍ଧା କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧିନରେ କୋରାପୁଟ ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ୧୦ଟି ଜୁନିଅର କ୍ଲର୍କ କମ୍ ଆକାଉଣ୍ଟାଣ୍ଟ ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର...