ନୟାଗଡ଼: ନୂଆବର୍ଷରେ ସରକାରୀ ଅଧିକାରୀ ଗ୍ରହଣ କରିବେନି ବଡ଼ ଉପହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆବର୍ଷରେ ନୟାଗଡ଼ର ସରକାରୀ ଅଧିକାରୀଙ୍କୁ ଉପହାରରେ ପୁଷ୍ପଗୁଚ୍ଛ, ଡାଏରୀ, ମିଠା ବଦଳରେ ପେନ, ପେନସିଲ ଓ ଖାତା ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।
ନୟାଗଡ଼ର ସରକାରୀ ଅଧିକାରୀଙ୍କୁ ନୂଆବର୍ଷରେ ଲୋକଙ୍କଠାରୁ ବଡ଼ ଉପହାର...
ନୟାଗଡ଼ରେ ଗଛକୁ ପିଛି ଓଲଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୮ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲା ନୂଆଁ ଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକଠାରେ ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ...
ନୟାଗଡ଼ରେ ଅଘଟଣ: ନଦୀରେ ବୁଡ଼ି ଭାଇ ଭାଉଣୀଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ବାଉଁଶିଆପଡ଼ା ଗାଁରେ ଗୁରୁବାର ଦିନ ଘଟିଛି ବଡ଼ ଅଘଟଣ। ଗାଧୋଇବାକୁ ଯିବା ବେଳେ ନଦୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦ୍ୱିତୀକୃଷ୍ଣ ସେଠୀଙ୍କ ୮ ବର୍ଷର...
ନୟାଗଡ଼: ଭାପୁର ବ୍ଲକର ମତଦାନ କେନ୍ଦ୍ରରେ ବୟସ୍କ ମହିଳା ଭୋଟରଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବଳଦିଆନୂଆଗାଁ ମତଦାନ କେନ୍ଦ୍ରରେ ଜଣେ ବୟୋଜ୍ୟେଷ୍ଠ ମହିଳା ଭୋଟରଙ୍କ ମୃତ୍ୟୁ ହୋଇଛି। ଖଣ୍ଡପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ବଳଦିଆନୂଆଗାଁ ୧୬୮ ନମ୍ବର ବୁଥ...
ନୟାଗଡ଼ ସଭାମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଚଳିତ ନିର୍ବାଚନ ପାଇଁ ବୁଧବାର ନୟାଗଡ଼ରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଏଠାରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଧାନସଭା ଆସନ...
ନୟାଗଡ଼ ଜିଲ୍ଲାର ୪ ବିଧାନସଭା ଆସନରେ ଲଢ଼ିବେ ୩୨ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଜିଲ୍ଲାରେ ନିର୍ବାଚନ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାର ୪ଟି ବିଧାନସଭା ଆସନରେ ମୋଟ ୩୨ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ଭୋଟ ଗ୍ରହଣ ପାଇଁ ନୟାଗଡ଼ରେ ୯୩୭ଟି...
ନୟାଗଡ଼ରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ନିର୍ବାଚନ ଆଚରଣ ବିଧି ନିରୀକ୍ଷଣ ଲାଗି ୯ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ୩ଟି ଲୋକସଭା...
ବିରାଟ ଶୋଭାଯାତ୍ରାରେ ଆସି ନୟାଗଡ଼ ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ଅରୁଣ କୁମାର ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଡକ୍ଟର ଅରୁଣ କୁମାର ସାହୁ। ସୋମବାର ବିରାଟ ଶୋଭାଯାତ୍ରାରେ ଆସି ସେ ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।...
ଖଣ୍ଡପଡ଼ାରେ ବିଗୁଡ଼ୁଛି ବିଜେଡିର ସ୍ଥିତି: ଦଳ ଛାଡ଼ିଲେ, ଅସନ୍ତୋଷ ଝାଡ଼ିଲେ ଅନୁଭବ ପଟ୍ଟନାୟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡିର ଗଡ଼ କୁହାଯାଉଥିବା ଖଣ୍ଡପଡ଼ାରେ ଏବେ ବିଗିଡ଼ିବାରେ ଲାଗିଛି ଦଳର ସ୍ଥିତି। ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହେବା ପରେ ଦଳ ଛାଡ଼ିଛନ୍ତି ବିଜେଡିର ଟାଣୁଆ ନେତା...
ବିଜେଡ଼ି ଛାଡ଼ିଲେ ପୂର୍ବତନ ସାଂସଦ ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ରଣପୁର ବିଧାୟକ ରବିନାରାୟଣ ମହାପାତ୍ର। ମେ’ ୧ ତାରିଖରେ ସେ ଦଳର ପ୍ରାଥମିକ ସଦସ୍ୟତା ସମେତ ସବୁ...