ଆଦିବାସୀ ଜନନାୟକ ଥିଲେ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିର୍ସା ମୁଣ୍ଡା ଭାରତର ଜଣେ ଦେଶପ୍ରେମୀ ସଂଗ୍ରାମୀ ଭାବରେ ଇତିହାସରେ ବିଖ୍ୟାତ। ଆଜି ସେହି ବୀରପୁତ୍ରଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି। ବିର୍ସା ମୁଣ୍ଡା, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ ଏକ ପ୍ରମୁଖ...

ରାଜ୍ୟରେ ୧୨ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ୧୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀଙ୍କୁ କରୋନା ସଂକ୍ରମଣ ନେଇ ଅଗ୍ନିଶମ ଡିଜି ଟୁଇଟ କରି ସୂଚନା ଦେଇଛନ୍ତି। କୋଲକାତାରୁ ବାତ୍ୟା ପୁନରୁଦ୍ଧାର...
Coronavirus - Elmshorn

ରାଜ୍ୟରେ ୧୪୬ ପଜିଟିଭ୍‌ ଚିହ୍ନଟ, ୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଆଜି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩, ୧୪୦କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ...

ଜୟଲଳିତାଙ୍କ ଜୀବନ ଉପରେ ୱେବସିରିଜ ‘କୁଇନ୍’ – ଜାଣନ୍ତୁ, କେମିତି ଦେଖିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଛି ୱେବସିରିଜ୍। ଯାହାର ନାଁ ରହିଛି ‘କୁଇନ୍’। ତାମିଲ ଭାଷାରେ ନିର୍ମିତ ହୋଇଥିବା ଏହି ୱେବସିରିଜଟି ଆପଣଙ୍କୁ ହିନ୍ଦୀରେ ମଧ୍ୟ ମିଳିପାରିବ। ଏହି...

ଆଜି ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ ଜନ୍ମ ଜୟନ୍ତୀ। ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ। ସେ ଓଡ଼ିଶାରେ ଲୌହମାନବୀ ଭାବେ ବେଶ ପରିଚିତ।...

ନୟାଗଡ଼ ବାଲିକୁଦିଆ ଗାଁ କଣ୍ଟେନମେଣ୍ଟ – ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ପ୍ରଶାସନ ଫେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଅତ୍ୟାବଶ୍ୟକ ସାମଗ୍ରୀ ବାଲିକୁଦିଆ ଗାଁରେ ପହଞ୍ଚାଇବାକୁ ଭିଡିଓ ଜାରି କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ପ୍ରକୃତିବନ୍ଧୁ ମାନସରଞ୍ଜନ ବଳବନ୍ତରା। ନୟାଗଡ଼ ସଦର ବ୍ଲକର ଗଦାଧର ପ୍ରସାଦ ପଞ୍ଚାୟତର ବାଲିକୁଦିଆ ଗାଁରୁ ଜଣେ...

କଟକ: ୫୦ ଏନଡିଆର୍‌ଏଫ୍‌ ଯବାନଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫୦ ଜଣ ଏନ୍‌ଡିଆର୍‌ଏଫ୍‌ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମୁଣ୍ଡଳୀସ୍ଥିତ ଏନଡିଆର୍‌ଏଫ୍‌ ୟୁନିଟରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬୭ ଜଣ ଯବାନ ମୁଣ୍ଡଳି କ୍ୟାମ୍ପରୁ ଅମ୍ପନ ବାତ୍ୟା ବେଳେ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା...

ପୁଣି ଦିଲ୍ଲୀରେ ଜଣେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କରୋନାରେ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ଚତୁର୍ଥ ପ୍ରବାସୀଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବଡ଼ଆଙ୍କୋ ଗାଁର ନରେନ୍ଦ୍ର ସ୍ଵାଇଁ। ଗତ ୫ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ...

ଡିଜିଟାଲ ରାଲିରେ କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପରେ ଆଜି ସିଧାସଳଖ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ଭର୍ଚୁଆଲ ରାଲି ‘ଓଡ଼ିଶା ଜନ ସମ୍ବାଦ’ରେ ଯୋଗଦେଇ ଧର୍ମେନ୍ଦ୍ର କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ ସରକାର ଅମଳରେ ଓଡ଼ିଶା...