ଭିଜିଲାନ୍ସ ଜାଲରେ ନୂଆପଡ଼ା ଡିଏସ୍ପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ନୂଆପଡ଼ା ପୋଲିସ୍ ଅଧିକାରୀ। ନୂଆପଡ଼ା ଡିଏସ୍ପି ରବୀନ୍ଦ୍ର କୁମାର ସେଠି ଭିଜିଲାନ୍ସ ଜାଲରେ ଚନ୍ଦି ହୋଇଛନ୍ତି।
ଖଡ଼ିଆଳ ଥାନା ନରସିଂପୁର ଗ୍ରାମର ଜଗଦୀଶ ଛୁରାଙ୍କଠାରୁ ଏକ ମାମଲା ପାଇଁ ସହାୟତା...
୨୧ ମିନିଟର ଅପରେସନ୍ – ସର୍ଜିକାଲ ଷ୍ଟ୍ରାଇକରେ ୧୨ ମିରାଜ, ୧୦୦୦ କେଜି ବୋମା
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଲୱାମା ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି ଭାରତ। ପାକିସ୍ତାନ ସୀମାରେ ଭାରତୀୟ ବାୟୁସେନା ବଡ଼ ଧରଣର ସର୍ଜିକାଲ ଷ୍ଟ୍ରାଇକ କରିଥିବା ଦାବି କରୁଛି। ଏଥିରେ ୩୦୦ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି।
ତେବେ...
ସିଙ୍ଗାପୁର ଗଲେ ବିଜୁ ଯୁବ ବାହିନୀର ୮୮ ଜଣ ସଦସ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶ ଗଲେ ବିଜୁ ଯୁବ ବାହିନୀର ସଦସ୍ୟ। ବିଜୁ ଯୁବ ବାହିନୀର ୮୮ ଜଣ ସ୍ୱେଚ୍ଛାସେବୀ ଆଜି ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ସେମାନେ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ସିଙ୍ଗାପୁର ଗସ୍ତରେ...
ନିରଞ୍ଜନଙ୍କ ଘରେ ଟିକେଟ ଆଶାୟୀଙ୍କ ଭିଡ଼
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଂଗ୍ରେସ ଟିକେଟ ଆଶାୟୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଯଦିଓ ଦଳର...
ଆଜିର ବଡ଼ ଖବର (ଫେବ୍ରୁଆରି ୨୬, ୨୦୧୯)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ 'ଆଜିର ବଡ଼ ଖବର'।
ପାକ ଅଧିକୃତ କଶ୍ମୀର ଉପରେ ବାୟୁସେନାର ଆକ୍ରମଣ, ୩୦୦ ଆତଙ୍କବାଦୀ ମୃତ!
ଆଜି ବଡ଼ି ଭୋରରରୁ...
ରାଜ୍ୟ ଫିଲ୍ମ ଓ ଟେଲି ପୁରସ୍କାର ଘୋଷଣା, ରବି ପଟ୍ଟନାୟକଙ୍କୁ ଜୟଦେବ ସମ୍ମାନ
ଓଡ଼ିଶାଲଇଭ୍ ବ୍ୟୁରୋ
ଷଷ୍ଠ ରାଜ୍ୟ ଓ ଫିଲ୍ମ ଓ ଟେଲି ପୁରସ୍କାର ଘୋଷଣା କରାଯାଇଛି। ୨୦୧୭ ବର୍ଷ ଲାଗି ରାଜ୍ୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି।
ରବି ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର ଲାଗି ମନୋନୀତ କରାଯାଇଛି।...
ଗୀତ ଗାଇ ନଚଉଥିଲେ, ଏବେ ଫିଲ୍ମ ପରଦାରେ ଧମାଲ କରିବେ ଅସୀମା ପଣ୍ଡା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଦୁଇଟି ଓଡ଼ିଆ ଫିଲ୍ମରେ ଅସୀମା ପଣ୍ଡାଙ୍କୁ ଦେଖିବାକୁ ପାଇବେ ଦର୍ଶକ।
ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇ ଓଡ଼ିଆ ଦର୍ଶକମାନଙ୍କୁ ନଚେଇଥିବା ଅସୀମା ପଣ୍ଡା ଏବେ ଅଭିନୟ ଦୁନିଆରେ ପାଦ...
ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ବ୍ୟାଡମିଣ୍ଟନର ବିକାଶ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗୋପୀଚାନ୍ଦ ବ୍ୟାଡମିଣ୍ଟନ ଏକାଡେମୀର ଶିଳାନ୍ୟାସ କରିଛନ୍ତି। ଓଡ଼ିଶା ସରକାର କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ପୁଲେଲା...
ନୂଆ ଓଡ଼ିଶା- ଧର୍ମପଦ ଡାଇଲଗ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍କିଲ ଇଣ୍ଡିଆ ମିଶନ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟ (ଏମ୍ଏସ୍ଡିଇ) ଅଧିନସ୍ଥ ନ୍ୟାସନାଲ ସ୍କିଲଡେଭେଲପମେଣ୍ଟସ କର୍ପୋରେସନ ଆଜି ଭୁବନେଶ୍ୱରସ୍ଥିତ ରେଲୱେ...
ଗୋଟିଏ ମଞ୍ଚରେ ଖାରବେଳ ଓ ବ୍ରଜ – ତୁଳସୀକ୍ଷେତ୍ରରୁ ଆରମ୍ଭ ହେଲା ନିର୍ବାଚନୀ ଅଭିଯାନ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେନ୍ଦ୍ରାପଡ଼ାର ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ପୀଠରୁ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ୨୦୧୯ ନିର୍ବାଚନ ପାଇଁ ରାଜନୈତିକ ଅଭିଯାନ ଆରମ୍ଭ କରିଛି। ଏହି ଦଳର ନେତା ଓ କର୍ମୀମାନେ ଆଜି ବଳଦେବଜୀୟୁଙ୍କ...





















