ଟିକେଟ ପାଇଁ ମନ୍ଥନ – ବାରିପଦାରେ କଂଗ୍ରେସର ସ୍କ୍ରିନିଂ କମିଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଏ ପାଇବ କଂଗ୍ରେସ ଟିକେଟ? କାହାକୁ ପ୍ରାର୍ଥୀ କଲେ କଂଗ୍ରେସ ଓଡ଼ିଶାରେ ଶାସନ ଗାଦିକୁ ଫେରିବ? ଏନେଇ ଚାଲିଛି ମାନସମନ୍ଥନ। ଟିକେଟ ଫାଇନାଲ କରିବା ପାଇଁ ପୁଣି ଓଡ଼ିଶା ଆସିଛନ୍ତି କେନ୍ଦ୍ରୀୟ...

ଇଂରାଜୀ ପ୍ରଶ୍ନପତ୍ର ଭାଇରାଲକୁ ଗୁଜବ କହିଲେ ବୋର୍ଡ ସଭାପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭରୁ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଛି। ପ୍ରଥମ ଦିନ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହେବା ଅଭିଯୋଗ ଆସିବା ପରେ ଆଜି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ହେଲେ...

ଆଇଟମ୍ ଗର୍ଲ ରାନୀଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖଣ୍ଡଗିରି ଯାତ୍ରା ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରି ଚର୍ଚ୍ଚାରେ ରହିଥିବା ଆଇଟମ୍ ଗର୍ଲ ରାନୀଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା। ଏହି ଏତଲା ଦେଇଛି କଳିଙ୍ଗ ସେନା। ବଲିଉଡ ଆଇଟମ୍ ଗର୍ଲ...

୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ୧୭ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୭ଟି...

ପାଟଣାଗଡ଼ : ଜମିବ ଦେଢ଼ଶୂର-ଭାଇବୋହୂ ଲଢ଼େଇ!

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ୨୦୧୯ ନିର୍ବାଚନରେ ଅଗ୍ନି ପରୀକ୍ଷା ଦେବେ କନକ ବର୍ଦ୍ଧନ ସିଂହଦେଓ। ବଲାଙ୍ଗିର ଜିଲ୍ଲାର ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ପାଟଣାଗଡ଼। ଏହି ନିର୍ବାଚନମଣ୍ଡଳୀକୁ କବ୍‌ଜା କରିବା ପାଇଁ ବିଜେଡି ଏବଂ କଂଗ୍ରେସ...

ଆଜିର ବଡ଼ ଖବର (୨୫ ଫେବ୍ରୁଆରି, ୨୦୧୯)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ 'ଆଜିର ବଡ଼ ଖବର'। ଆଗାମୀ ୨୪ ଘଣ୍ଟା ବର୍ଷିବ, ୨୧ ଜିଲ୍ଲାକୁ ସତର୍କ ସୂଚନା ରାଜ୍ୟର କିଛି ଜିଲ୍ଲାରେ ବର୍ଷା...

ରେକର୍ଡ ଡ୍ୟାନ୍ସରେ ଅଶ୍ଳୀଳତାକୁ ନେଇ ଚର୍ଚ୍ଚା ଜୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିଛି ଖଣ୍ଡିଗିରିର ଯାତ୍ରା ମହାକୁମ୍ଭ ମାତ୍ର ଏହାକୁ ନେଇ ଏବେ ଚର୍ଚ୍ଚା ଜୋର। ଶେଷଦିନରେ ସଚ୍ଚିଦାନନ୍ଦର ନାଟକ ଆରମ୍ଭ ହେବା ପୂର୍ବରୁ ରେକର୍ଡ ଡ୍ୟାନ୍ସରେ ଆଇଟମ୍‌ ଗର୍ଲଙ୍କ କରିସ୍ମାକୁ ନେଇ ଏବେ...

କେନ୍ଦ୍ରାପଡ଼ାରେ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ଅପରାଧର କିଙ୍ଗପିନ୍‌ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲିଟୁ ଓରଫ ଦେବୀ ପ୍ରସାଦ ଦାସ ସୋମବାର ପୋଲିସ୍‌ ହାତରେ ଧରାପଡ଼ିଛି। ଫେବ୍ରୁଆରି ୨୨ ତାରିଖରେ ଲିଟୁ ତା'ର ପୁରୁଣା ଅପରାଧୀକ ସହଯୋଗୀ ମାର୍ଶାଘାଇ...

ମୟୂରଭଞ୍ଜରେ ସଡ଼କ ଦୁର୍ଘଟଣା, ୪ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଦହିକୋଠି ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୪ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକମାନଙ୍କ ମଧ୍ୟରୁ ୩ ଜଣ ବେତନଟୀ ଅଞ୍ଚଳର।...

ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇନି : ବୋର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋମବାର ଇଂରାଜୀ ପରୀକ୍ଷା ଦେଇଛନ୍ତି ପାଖାପାଖି ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ। ମାତ୍ର ପରୀକ୍ଷା ଆରମ୍ଭର ମାତ୍ର ୧୫ମିନିଟ୍‌ ପରେ ସେଟ୍‌(ଏ)ର ପ୍ରଶ୍ନ ଭାଇରାଲ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ମାଟ୍ରିକ...