ଆଜିର ବଡ଼ ଖବର(୨୧ ଏପ୍ରିଲ, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ବାବା ନିରଞ୍ଜନ: ନେତା-କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି। ୧୯ ତାରିଖରେ ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ନିରଞ୍ଜନ...
କେନ୍ଦ୍ରାପଡ଼ାରେ ଭାଙ୍ଗିଲା ୪୦୦ ବର୍ଷର ପରମ୍ପରା: ମା’ ପଞ୍ଚୁବରାହୀଙ୍କ ମୂର୍ତ୍ତି ଛୁଇଁଲେ ପୁରୁଷ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳରେ ୪୦୦ ବର୍ଷର ପରମ୍ପରା ଭାଙ୍ଗିଛି। ପ୍ରଥମ ଥର ପାଇଁ ମା' ପଞ୍ଚୁବରାହୀଙ୍କ ମୂର୍ତ୍ତିକୁ ଗାଁର ପୁରୁଷମାନେ ସ୍ପର୍ଶ କରିଛନ୍ତି। ସମୁଦ୍ର ଗର୍ଭରେ ଲୀନ...
ଜେଲରୁ ବାହାରିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ, ମିଳିଲା ବେଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ ବର୍ଷ ପରେ ଜେଲ୍ରୁ ବାହାରିବେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ। ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଏବଂ ହତ୍ୟା ଧମକ ମାମଲାରେ ଓଡ଼ିଶା ହାଇକୋର୍ଟ ରାଜାଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି। ୫୦...
ନିରଞ୍ଜନଙ୍କ ପାଇଁ ବଡ଼ ଚାଲେଞ୍ଜ: ଦିନ କମ୍, କାମ ବହୁତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଅକ୍ଷୟ ତୃତୀୟାକୁ ସାଧାରଣତଃ କୃଷିକର୍ମ ଆରମ୍ଭର ସମୟ ବୋଲି ଧରାଯାଏ। ସେହି ଦୃଷ୍ଟିରୁ ଅଖିମୁଠି ଅନୁକୂଳ ପରେ ଯାଇ କଂଗ୍ରେସର ଭାଗ୍ୟ ଫିଟିଲା ବୋଲି ଧରିନେବାକୁ ପଡ଼ିବ। ପିସିସି ସଭାପତି...
ଖରାରେ ସିଝୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୦ଟି ସହର
ଓଡ଼ିଶାଲାଇଭ୍ ବ୍ୟୁରୋ
୪୦ ଡିଗ୍ରୀରୁ ତଳକୁ ଖସୁନି ପାରଦ
ସବୁଠୁ ଉତ୍ତପ୍ତ ଟିଟିଲାଗଡ଼
ଖରାରେ ସନ୍ତୁଳି ହେଉଛନ୍ତି ଲୋକେ
୨୪ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା
ସତର୍କ ସୂଚନା ଜାରି କଲା ପାଣିପାଗ...
ଉନ୍ମୋଚନ ହେଲା ସ୍କିଲ୍ଡସ ଇନ୍ ଓଡିଶା ଲୋଗୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉନ୍ମୋଚିତ ହୋଇଛି ସ୍କିଲଡ ଇନ୍ ଓଡ଼ିଶା ଲୋଗା ଏବଂ ଭୁବନେଶ୍ଵର ସ୍କିଲ୍ ସିଟି ମ୍ୟାପ୍। ସଚିବାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
“ରାଜ୍ୟ ସରକାରଙ୍କ ସ୍କିଲ୍ଡ ଇନ...
‘ଦି ହାର୍ଟଫୁଲନେସ୍ ୱେ’ ପୁସ୍ତକ ଉନ୍ମୋଚନ କଲେ ନାଲକୋ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରତ୍ନ କମ୍ପାନି ନାଲ୍କୋର ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ‘ଦି ହାର୍ଟଫୁଲ୍ନେସ୍ ୱେ’ ପୁସ୍ତକ ଉନ୍ମୋଚିତ କରିଛନ୍ତି। ଭୁବନେଶ୍ୱରସ୍ଥିତ ନାଲ୍କୋ ଭବନ ଅଡିଟୋରିୟମ୍ରେ ଶୁକ୍ରବାର ଦିନ ଆୟୋଜିତ ଏକ ସ୍ୱତନ୍ତ୍ର...
ଏଟିଏମରେ ଟଙ୍କା ନାହିଁ: ଶନିବାର ବିଜେଡି କରିବ ଶାନ୍ତିପୂର୍ଣ୍ଣ ପ୍ରତିବାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ଦେଶରେ ଏଟିଏମ୍ ଏବେ ଅଚଳ ହୋଇଯାଇଛି। ଟଙ୍କା ବାହାରୁ ନଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି। ଦେଶରେ ଦେଖାଦେଇଥିବା ଏଭଳି ପରିସ୍ଥିତିକୁ ବିରୋଧ କରି ବିଜେଡି ଶନିବାର ଧାରଣା ଦେବ ବୋଲି...
୧୭ ବର୍ଷରେ ୬ ପିସିସି ସଭାପତି: କେବେ ସୁଧୁରିବ ଓଡ଼ିଶା କଂଗ୍ରେସର ଭାଗ୍ୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କଂଗ୍ରେସକୁ ସଜାଡ଼ିବା ପାଇଁ ହାଇକମାଣ୍ଡ ୧୭ ବର୍ଷ ଭିତରେ ୬ ଥର ପିସିସି ସଭାପତି ବଦଳାଇ ସାରିଲେଣି। ହେଲେ କଂଗ୍ରେସ ସଙ୍ଗଠନ ସୁଧୁରିବା ବଦଳରେ ଭୁଶୁଡ଼ି ପଡ଼ୁଛି। ୨୦୧୯ ପୂର୍ବରୁ...
ଜମ୍ମୁ ବୈଷ୍ଣୋଦେବୀ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରୀ ଭାବେ ସମ୍ମାନିତ ହେଲେ ବାଲେଶ୍ଵର ଝିଅ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ପୁଣି ଜଣେ ଓଡ଼ିଆ ଝିଅ କମାଲ୍ କରିଛନ୍ତି। ଜମ୍ମୁ-କାଶ୍ମିରର କଟ୍ରା ନିକଟସ୍ଥ କାକ୍ରିଆଲଠାରେ ଥିବା ବୈଷ୍ଣୋଦେବୀ ବିଶ୍ୱବିଦ୍ୟାଳୟର ଆର୍କିଟେକଚର ବିଭାଗରେ ବାଲେଶ୍ୱର ଝିଅ ଚିଦାନନ୍ଦ ଅର୍ପିତା ଶ୍ରେଷ୍ଠ ଛାତ୍ରୀ ଭାବରେ...





















