‘ଦ ଟଲ୍ ମ୍ୟାନ୍’ ପୁସ୍ତକ ଉନ୍ମୋଚନ ଉତ୍ସବ: ବିଜୟଙ୍କ ଉପସ୍ଥିତିକୁ ନେଇ ରାଜନୀତି ଗରମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ଦ ଟଲ୍ ମ୍ୟାନ୍'ର ଉନ୍ମୋଚନ ଉତ୍ସବରେ ବିଜୟ ମହାପାତ୍ରଙ୍କ ଉପସ୍ଥିତିକୁ ନେଇ ସୃଷ୍ଟି ହୋଇଛି କଳ୍ପନା ଜଳ୍ପନା। ବିଜୟଙ୍କ ଉପସ୍ଥିତିକୁ ନେଇ ରାଜ୍ୟ...

କୁନ୍ଦୁଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ପ୍ରଭାରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ପ୍ରଭାରି ଅରୁଣ ସିଂ। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ବୋଲି ସେ କହିବା ସହ ଓଡ଼ିଶାରେ ଜଙ୍ଗଲରାଜ ଚାଲିଛି ବୋଲି ବହିକୁ...

ପୁଣି ଦିଲ୍ଲୀରେ କଂଗ୍ରେସ ମେଳି: ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ପ୍ରଦେଶ କଂଗେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ପୁଣି ଦିଲ୍ଲୀ ଯାଇଛନ୍ତି ୪ଜଣିଆ କଂଗେସ୍ ଟିମ୍। ନିରଞ୍ଜନ ପଟ୍ଟାନୟଙ୍କ ନେତୃତ୍ଵରେ ୪ଜଣିଆ ଟିମରେ ସାମିଲ ହୋଇଛନ୍ତି...

ଜନରାଜ୍ୟ ଦିବସ ଅବସରରେ ୫୬ ଜଣ ପୋଲିସକୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଜୟଦେବ ଭବନରେ ଜନରାଜ୍ୟ ଦିବସ ଅବସରରେ ଓଡ଼ିଶା ପୋଲିସ ପକ୍ଷରୁ ସାହସିକତା ଓ ଉଲ୍ଲେଖନୀୟ ସେବା ଲାଗି ୫୬ ଜଣ ପୋଲିସକୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ଏହି ସଭାରେ ରାଜ୍ୟପାଳ ଏସ୍.ସି....

ରାଜଧାନୀ ଗ୍ରାହକଙ୍କୁ ଆକର୍ଷିତ କରୁଛି ଅନ୍ନପୂର୍ଣ୍ଣାଙ୍କ ହାତ ତିଆରି ଆରିଷା ପିଠା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀରେ ଆରିଷା ପିଠାର ମହକ। ଏହି ମହକ ଛୁଟାଉଛନ୍ତି ଅନ୍ନପୂର୍ଣ୍ଣା ଦାସ। ଭୁବନେଶ୍ୱର ସଚିବାଳୟ ମାର୍ଗସ୍ଥିତ ୟୁନିଟ୍-୪ ଭେଣ୍ଡିଂ ଜୋନରେ ଅନ୍ନପୂର୍ଣ୍ଣାଙ୍କ ଆରିଷା ଖାଇବା ପାଇଁ ଗ୍ରାହକଙ୍କ ଲାଗୁଛି ଭିଡ଼। ଓଡ଼ିଆ...

ପାଳିତ ହେଲା ୬୯ତମ ସାଧାରଣତନ୍ତ୍ର ଦିବସ ଉତ୍ସବ

ଓଡ଼ିଶାଲାଇଭ୍‍ ବ୍ୟୁରୋ ସାରା ଦେଶରେ ପାଳିତ ହୋଇଛି ୬୯ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ଏସ ସି ଜମିର ଜାତୀୟ...

ଓଡ଼ିଶାଲାଇଭ୍‍ ୟୁଟ୍ୟୁବ୍‍ ଚ୍ୟାନେଲ୍‌ରେ ୨୧ ଲକ୍ଷ ଟପିଲା ବର୍ଣ୍ଣାଳି ହୋତା ଗାଇଥିବା ଦେଶାତ୍ମବୋଧ ଗୀତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=yeD3ztuW4ho] ସାଧାରଣତନ୍ତ୍ର ଦିବସ ଅବସରରେ ଦେଶାତ୍ମବୋଧ ଗୀତଗୁଡ଼ିକର କ୍ରେଜ ବଢ଼ିବାରେ ଲାଗିଛି। ବିଶେଷକରି ଡିଜିଟାଲ ମିଡିଆରେ ଏହି ଗୀତକୁ ଶୁଣିବା ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଡିଜିଟାଲ୍‍ ମିଡିଆରେ ଓଡ଼ିଆ...

କୋଟିଏ ଟଙ୍କା ପାଇଁ ଭାଙ୍ଗିଲା ବାହାଘର, ଥାନାରେ ଫେରାଦ ହେଲେ ମଙ୍ଗୁଳା କନ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର। ଲଗ୍ନ ସମୟ ଗଡ଼ିଗଲା ପଛେ ବର କି ବରଯାତ୍ରୀ ଆସିଲେ ନାହିଁ। ଶେଷରେ ମଙ୍ଗୁଳା କନ୍ୟା ସ୍ୱର୍ଣ୍ଣମୟୀଙ୍କ ସୁନେଲି ସ୍ୱପ୍ନ ହୋଇଯାଇଛି ଚୁର୍‌ମାର୍‌। ବାହାଘର ପାଇଁ...

ଆରମ୍ଭ ହେଲା ଖଣ୍ଡଗିରି-ଉଦୟଗିରି ମହୋତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରେ ଆରମ୍ଭ ହୋଇଛି ଖଣ୍ଡଗିରି-ଉଦୟଗିରି  ମହୋତ୍ସବ। ଗୁରୁବାର ଆରମ୍ଭ ହୋଇଥିବା ଏହି ମହୋତ୍ସବ ୪ ଦିନ ଧରି ଚାଲିବ। ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଭାରତର ପ୍ରାଚୀନ...

ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ନେତାଙ୍କୁ ଲହୁଲୁହାଣ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଏବଂ ତାଙ୍କ ପୁଅ ପ୍ରିୟବୟତ। ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଗିରଫ ହୋଇଛନ୍ତି। ତାଙ୍କ...