ବାଲେଶ୍ୱରରେ ବନ୍ଦର ପ୍ରଭାବ: କଂଗ୍ରେସର ରାସ୍ତା ଅବରୋଧ, ବିଜେପିର ହରତାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ବୁଧବାର ଓଡ଼ିଶା ବନ୍ଦ ଡାକରା ଦେଇଥିଲା। ବିଜେପି ହରତାଲ କରିଥିଲା। ଏହାର ପ୍ରଭାବ ବାଲେଶ୍ୱର ସହରରେ ମଧ୍ୟ ଦେଖିବାକୁ ମିଳିଛି। ବାଲେଶ୍ୱରରେ ସମ୍ପୂର୍ଣ୍ଣ...
ବାଲେଶ୍ୱରର ଗ୍ୟାଙ୍ଗଷ୍ଟର ପାପା ପଣ୍ଡାଙ୍କ ଭାଇଙ୍କୁ ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ବୁଧବାର ଦ୍ୱିପ୍ରହରରେ ବାଲେଶ୍ୱର ସହରରେ ଘଟିଥିବା ଏକ ଗୁଳିକାଣ୍ଡ ଘଟଣା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ବାଲେଶ୍ୱରର ଜଣାଶୁଣା ଗ୍ୟାଙ୍ଗଷ୍ଟାର ପାପା ପଣ୍ଡାଙ୍କ ଭାଇ ତନ୍ମୟ ପଣ୍ଡାଙ୍କ ଉପରକୁ ଦୁଇ...
ନବୀନଙ୍କ ଶକ୍ତ ପାହାର: ଟୁଇଟ୍ କରି ପ୍ରତିବାଦ ଜଣାଇଲେ ବୈଜୟନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦଳୀୟ ନିଷ୍ପତ୍ତିର ପ୍ରତିବାଦ କଲେ ବୈଜୟନ୍ତ
ଆଇ ଆମ୍ ସକ୍ଡ ଆଟ୍ ଦିସ୍ ନ୍ୟୁଜ୍: ବୈଜୟନ୍ତ
ପୁଣି ଉଠାଇଲେ ଆଇଏଏସ୍ ଅଫିସରଙ୍କ ନାଁ
"ଷଡ଼ଯନ୍ତ୍ର କରୁଛନ୍ତି ଏହି ଆଇଏଏସ୍ ଅଫିସର"
...
ବିଜେଡିରୁ ବିଦା ହେଲେ ବୈଜୟନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ନିଲମ୍ବିତ ହୋଇଛନ୍ତି ବୈଜୟନ୍ତ ପଣ୍ଡା। ଦଳ ବିରୋଧୀ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ବିଜେଡି ଉପ-ସଭାପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ସାଂସଦ ବୈଜୟନ୍ତ...
୧୮ ଜଣଙ୍କୁ ସାହସିକତା ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତନ୍ତ୍ର ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଅଛନ୍ତି ଦୁଇ ଜଣ।
ଓଡ଼ିଶାର ୨ ଜଣଙ୍କୁ ସାହସିକତା ପୁରସ୍କାର
...
ରାଜଧାନୀରେ କୁନ୍ଦୁଲି ତାତି: ରାସ୍ତା ଅବରୋଧ କରି ପ୍ରତିବାଦ କଲେ କଂଗ୍ରେସ-ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=vNnr3wiYTyQ]
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେପି ହରତାଲ୍ କରିଛି। ରାଜଧାନୀ ଭୁବନେଶ୍ଵରରେ...
ପୋଲ ତଳକୁ ଖସିପଡ଼ିଲା ଯାତ୍ରୀବାହୀ ବସ୍: ୪ ମୃତ, ୩୨ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରୁ ରାଇରଙ୍ଗପୁର ଯାଉଥିବା ଏକ ଘରୋଇ ବସ୍ ପଡ଼ିଆବାହାଲ ନିକଟସ୍ଥ ଗୌଡ଼ପାଲୀ ପୋଲରେ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିବାରୁ ୪ ଜଣ ପ୍ରାଣ ହରାଇଛନ୍ତି।
ମଙ୍ଗଳବାର ରାତିରେ ଘଟିଛି ଏହି ମର୍ମନ୍ତୁଦ...
କୁନ୍ଦୁଲି ନିଆଁ: ନ୍ୟାୟ ପାଇଁ ଓଡ଼ିଶା ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା
ବିଜେପିର ୧୨ ଘଣ୍ଟିଆ ହରତାଳ
ରେଳ ରୋକ୍ କଲେ କଂଗ୍ରେସ କର୍ମୀ
ବିଜେପି ସାରା ରାଜ୍ୟରେ କଲା ବିକ୍ଷୋଭ
ବନ୍ଦକୁ ମାଓବାଦୀଙ୍କ...
ବୁଧବାର ହରତାଲ୍: ସ୍କୁଲ, କଲେଜ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବୁଧବାର କଂଗ୍ରେସ ଓଡ଼ିଶା ବନ୍ଦ କରିବ। ବିଜେପି ମଧ୍ୟ ହରତାଲ୍ କରିବ। ଏହି ଦୁଇ ଦଳର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟର...
କୁନ୍ଦୁଲି ମୂଷାଗୁଡ଼ାରେ ପୀଡ଼ିତାଙ୍କୁ ଦିଆଗଲା କବର୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତିରେ ନିଆଁ ଲାଗିବା ପରେ ମଙ୍ଗଳବାର ସନ୍ଧ୍ୟାରେ ନିଜ ଗାଁ ମୂଷାଗୁଡ଼ା ଶ୍ମଶାନରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ...





















