ବାଲିମେଳା ଜଳଭଣ୍ଡାରରେ ଛଡ଼ାଗଲା କୁମ୍ଭୀର
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ମୁନ୍ତା ଗାଁରୁ ଉଦ୍ଧାର ହୋଇଥିବା ବିଶାଳ କୁମ୍ଭୀରକୁ ଆଜି ବାଲିମେଳା ଜଳଭଣ୍ଡାରରେ ଛଡ଼ାଯାଇଛି। ବନବିଭାଗ କୁମ୍ଭୀରଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ଡିଏଫ୍ଓଙ୍କ ଉପସ୍ଥିତିରେ ଜଳଭଣ୍ଡାରରେ ଛଡ଼ା ଯାଇଥିଲା। ମଙ୍ଗଳବାର...
“ଓଡ଼ିଶୀ ନୃତ୍ୟକୁ ବିଶ୍ୱରେ ଲୋକପ୍ରିୟ କରାଇବା ମୋର ଲକ୍ଷ୍ୟ”- ମାସାକୋ ଓନୋ
ଅନ୍ୟାନ୍ୟ ସମସ୍ତ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ତୁଳନାରେ ଓଡ଼ିଶୀର ମୁଦ୍ରା, ଭଙ୍ଗୀ ଓ ଅଙ୍ଗଚାଳନାକୁ ଆୟତ୍ତ କରିବା ସବୁଠାରୁ କଷ୍ଟସାଧ୍ୟ। ତଥାପି ଏହି ନୃତ୍ୟ ପ୍ରତି ତାଙ୍କର ଭଲପାଇବା ଯୋଗୁଁ ସାତଦରିଆ ପାରି...
ଚାଷୀଙ୍କୁ ଅସ୍ତ୍ର କଲା କଂଗ୍ରେସ: ୭ରେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସ ଘେରାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ସମସ୍ୟାକୁ ଅସ୍ତ୍ର କରିଛି ରାଜ୍ୟ କଂଗ୍ରେସ। ଚାଷୀଙ୍କ ହକ୍ ପାଇଁ କଂଗ୍ରେସ ଲଢ଼େଇ କରିବ ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ। ଶୁକ୍ରବାରଠାରୁ ଏହି ଆନ୍ଦୋଳନ ଆରମ୍ଭ ହେବ...
ଚେତିଲା ପ୍ରଶାସନ: ପୋକ ଲାଗିଥିବା ଫସଲ ଦେଖିଲେ ବୈଷୟିକ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଶାସନକୁ ଚକଡ଼ା ପୋକ ଚିନ୍ତା
କୀଟନାଶକ ଦୋକାନରେ ରେଡ୍ କଲା ଟିମ୍
ଫସଲ ନଜାଳିବାକୁ ସମ୍ବଲପୁର ଜିଲ୍ଲାପାଳଙ୍କ ପରାମର୍ଶ
ମୃତ ଚାଷୀଙ୍କ ପରିବାରକୁ ଭେଟିଲା ପ୍ରଶାସନ
ଚାଷୀଙ୍କ ମୁଣ୍ଡ ବିନ୍ଧାଇଲାଣି ଚକଡ଼ା...
ଅନୁଭା ଓ ଅମ୍ଳାନଙ୍କ ‘ବଜରଙ୍ଗୀ’ ଆସନ୍ତା କାଲି ପରଦା ଉପରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁନ୍ ମୁଭିସ୍ ବ୍ୟାନର ଓ ସାର୍ଥକ ମ୍ୟୁଜିକର ମିଳିତ ଆନୁକୁଲ୍ୟରେ ନିର୍ମିତ ସିନେମା ‘ବଜରଙ୍ଗୀ’ର ଅଡ଼ିଓ ନିକଟରେ ରିଲିଜ୍ ହୋଇଛି। ଷ୍ଟାର୍ କିଡ୍ ଅନୁଭା ଓ ଅମ୍ଳାନଙ୍କ ପୋଲିସ୍-ଚୋର ଚରିତ୍ର ଦର୍ଶକଙ୍କୁ...
‘ମେଡ୍ ଇନ ଓଡ଼ିଶା’ ପାଇଁ ଦୁଇ ଭଉଣୀଙ୍କ ଲଢ଼େଇ
ଅନୁଜ ଦାସ
ପିଲାବେଳେ ପାରମ୍ପରିକ ପୋଷାକ ପିନ୍ଧୁଥିବା ଦୁଇ ଭଉଣୀ ଅନୀତା-ଅମ୍ବ୍ରିତା ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା। 'ମେଡ୍ ଇନ୍ ଓଡ଼ିଶା' ପ୍ରଡକ୍ଟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହି ଦୁଇ ଭଉଣୀ...
ସଙ୍ଗୀତରେ ‘ମାନ୍ନା ଦେ’ଙ୍କୁ ଶ୍ରଦ୍ଧାଞ୍ଜଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ବିଶିଷ୍ଟ କଣ୍ଠଶିଳ୍ପୀ 'ମାନ୍ନା ଦେ'ଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଭୁବନେଶ୍ବରରେ ଆୟୋଜିତ ହୋଇଛି 'ମାନ୍ନା ଦେ ନାଇଟ୍'। ସୁଷମା ସଙ୍ଗୀତ ସଦନ ପକ୍ଷରୁ ଏହି କାର୍ଯ୍ୟକ୍ରମ ରବିନ୍ଦ୍ର ମଣ୍ଡପଠାରେ...
ଦିନ ସାରା ଥାନାରେ ବସିଲେ ଗୋଲକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦିନ ତମାମ୍ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଛତ୍ରପୁର ଥାନାରେ ରହିବାକୁ ପଡ଼ିଛି। ମାରାଥନ୍ ଜେରା କରି ପୋଲିସ କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡର ଲିଙ୍କ୍ ଖୋଜିଛି।
ଛତ୍ରପୁର ପୋଲିସ ଆଜି...
ଭେଣ୍ଟିଲେଟରରୁ ବାହାରିଲା ଜଗା, କାଳିଆର ସ୍ବାସ୍ଥ୍ୟାବସ୍ଥା ମାନ୍ଦା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଗା-କାଳିଆଙ୍କୁ ଏମ୍ସରେ ଦେଖି କାନ୍ଦି ପକାଇଲେ ମାଆ
ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବି ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା
କାଳିଆକୁ ଦିଆଯାଉଛି ନିଦ ଔଷଧ
"ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଜଗା...
ଶିଶୁମେଳା ଟୁମ୍ପୁଲୁ ଟୁମ୍ପା-୨୦୧୭: ୯ ଜଣଙ୍କୁ ମିଳିଲା ଶ୍ରେଷ୍ଠ କୁନି ଚିତ୍ରକର ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲିପାଟଣା ବ୍ଲକ୍ର ବିଶ୍ୱନାଥପୁର ଗାଁରେ ଆୟୋଜିତ ହୋଇଯାଇଛି ଟୁମ୍ପୁଲୁ ଟୁମ୍ପା ୨୦୧୭। ଏଥିରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୩୦ଟି ସ୍କୁଲର ପ୍ରାୟ ୪୦୦ରୁ ଅଧିକ ପିଲା ଭାଗ ନେଇଥିଲେ। କୁନିକୁନି...





















