ଅଣସର ନୀତି – ଚକାବିଜେ ହେଲେ ଚତୁର୍ଦ୍ଧା ମୂରତି, ସୁସ୍ଥ ହେବା ନେଇ ମିଳିଲା ସଙ୍କେତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଣସର ପିଣ୍ଡିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ
ଶୟନ ଅବସ୍ଥାରୁ ଚକାବିଜେ କଲେ ଚତୁର୍ଦ୍ଧା ମୂରତି
ଆଜି ଲାଗି ହେବ ଦଶମୂଳ ମହୌଷଧୀ
ରଥଯାତ୍ରାକୁ ଆଉ ୬ ଦିନ ବାକି
ସ୍ନାନ...
ଖାଁ ଖାଁ ବଡ଼ଦାଣ୍ଡ, ବିନା ଭକ୍ତରେ ହେଲା ମହାପ୍ରଭୁଙ୍କ ସ୍ନାନନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା କଟକଣା ପାଇଁ ବିନା ଭକ୍ତରେ ଆଜି ମହାପ୍ରଭୁଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଛି।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଏହା ଆଦ୍ୟପର୍ବ। ଏହି ଦିନରେ ଚତୁର୍ଦ୍ଧା ମୂର୍ତ୍ତି ବଡ଼ ଦେଉଳୁ ବାହାରି...
କରୋନା କଟକଣା – ଏଥର ବି ବିନା ଭକ୍ତରେ ହେବ ରଥଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୁଲାଇ ୧୨ରେ ମହାପ୍ରଭୁଙ୍କ ରଥଯାତ୍ରା
କରୋନା ପାଇଁ ଏଥର ବିନା ଭକ୍ତରେ ହେବ ରଥଯାତ୍ରା
କେବଳ ପୁରୀକୁ ଛାଡ଼ି ବାକି ସବୁଠି ରଥଯାତ୍ରା ବନ୍ଦ
ଦୁଇ ଡୋଜ୍ ଟିକା ନେଇଥିବା...
ଆଜି ମହାପ୍ରଭୁଙ୍କ ଭଉଁରୀ ଉତ୍ସବ – ତିନି ରଥରେ ଚାଲିଛି ଚକ ଅଖ ଡେରା ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ। ପରମ୍ପରା ଅନୁଯାୟୀ ଆଜି ତିନି ରଥର ଚକ, ଅଖ ଡେରା ନୀତି ସମ୍ପନ୍ନ ହେବ। ମହାପ୍ରଭୁଙ୍କର ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରାର ଅନ୍ତିମ...
ମହାପ୍ରଭୁଙ୍କ ଭଉଁରୀ ଉତ୍ସବକୁ ନେଇ ରଥଖଳାରେ ଚାଲିଛି ଚକ ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋର୍ସୋରରେ ପ୍ରସ୍ତୁତି ଚାଲିଛି। କରୋନା ସଙ୍କଟ କାଳରେ ବାୟୋ ବବଲ୍ ପରିସରରେ ସେବାୟତମାନେ ରଥ ନିର୍ମାଣ କରୁଛନ୍ତି। ସମସ୍ତ ସେବାୟତଙ୍କର କରୋନା ଟେଷ୍ଟ କରାଯାଇ, ସେମାନଙ୍କୁ...
ରଥ ନିର୍ମାଣ କାର୍ଯ୍ୟରେ କରୋନା ବାଧକ – ରଥଖଳାରୁ ପୁଣି ବାହାରିଲେ ୧୦ପଜିଟିଭ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ରଥଖଳାରୁ ବାହାରିଲେ ୧୦ପଜିଟିଭ୍। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ, ରଥ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି କରୋନା। ଗୁରୁବାର ରଥଖଳାରୁ ୮ଜଣ ସେବାୟତ କରୋନା ପଜିଟିଭ୍ ଚିହ୍ନଟ...
ଆଜିଠୁ ଆରମ୍ଭ ହେଲା ରଥ ନିର୍ମାଣ – ବିନା ଭକ୍ତରେ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କଲେ ମହାପ୍ରଭୁ ଶ୍ରୀଜଗନ୍ନାଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆଜିଠାରୁ ରଥ ନିର୍ମାଣ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ସମ୍ମୁଖରେ ଶନିବାର ରଥକାଠ ଅନୁକୂଳ କରାଯାଇଛି। ରଥଖଳାରେ ଆଜ୍ଞାମାଳ...
ପିପିଲିରେ କଡ଼ା ଟକ୍କର ଦେବ କଂଗ୍ରେସ – ସୁର ରାଉତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲି ଉପନିର୍ବାଚନରେ କଂଗ୍ରେସ ଅନ୍ୟ ଦଳର ପ୍ରାର୍ଥୀମାନଙ୍କୁ କଡ଼ା ଟକ୍କର ଦେବ। ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ ଏ କଥା କହିଛନ୍ତି।
‘‘ବିଶ୍ୱକେଶନ ଠିକ ପ୍ରାର୍ଥୀ ଯାହାଙ୍କୁ ଦଳ ବାଚିଛି। ଆମେ...
କରୋନା କଟକଣା – ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ରବିବାର ବନ୍ଦ ରହିବ ଜଗା ଦର୍ଶନ। କିଛି ଦିନର ବ୍ୟବଧାନପରେ ପୁଣିଥରେ ରାଜ୍ୟରେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏଭଳି ବନ୍ଦ ନିଷ୍ପତ୍ତି ନେଇଛି ମନ୍ଦିର ପ୍ରଶାସନ।...
ଜଗା ଦର୍ଶନ ଉପରେ ଲାଗିବ କଟକଣା – ରବିବାର ବନ୍ଦ ହେବ ଶ୍ରୀମନ୍ଦିର!
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଲେଉଟାଣି ଏବେ ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇଛି। କିଛି ଦିନର ବ୍ୟବଧାନପରେ ପୁଣିଥରେ ରାଜ୍ୟରେ ଦୈନିକ ଚିହ୍ନଟ ହେଉଛନ୍ତି ୧୦୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ। ଏସବୁକ ଦୃଷ୍ଟିରେ ରଖି, ଶ୍ରୀମନ୍ଦିରରେ ଜଗା...




















