କରୋନା କଟକଣାରେ ଓଡ଼ିଶା ଭିତରେ ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ କଟକଣାରେ ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ। ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର-କେନ୍ଦୁଝର-ଭୁବନେଶ୍ୱର ଓ ପୁରୀ-ଅନୁଗୁଳ-ପୁରୀ ମଧ୍ୟରେ ଚାଲିବ ମେମୁ ଟ୍ରେନ।...
ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ରଥକାଠ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ରଥକାଠ। ପରମ୍ପରା ଅନୁସାରେ ସବୁବର୍ଷ ଭଳି ଏବର୍ଷ ମଧ୍ୟ ନୟାଗଡ଼ରୁ ପୁରୀ ଅଭିମୁଖେ ବାହାରିଥିଲା କାଠ। ୨ଟି ଟ୍ରକରେ ନୟାଗଡ଼ ବନଖଣ୍ଡରୁ...
ନାବାଳକ ସ୍କୁଟି ଚାଳକଙ୍କୁ ୩୫ ହଜାର ଜରିମାନା
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ସ୍କୁଟି ଚଳାଇ ଟ୍ରାଫିକ ପୋଲିସ ହାତରେ ଧରାପଡ଼ିଲେ ନାବାଳକ। ଫଳରେ ତାଙ୍କ ନାଁରେ ୩୫ ହଜାର ଟଙ୍କାର ଚାଲାଣ କଟାଯାଇଛି। ପୁରୀ ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି...
ଆଜିଠୁ ବିନା କରୋନା ରିପୋର୍ଟରେ ଜଗା ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୨୧ରୁ ଶ୍ରୀମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ
ଦୈନିକ ୩୦ ହଜାର ଭକ୍ତଙ୍କୁ ଦର୍ଶନ ଅନୁମତି
ସକାଳ ୭ଟାରୁ ଦର୍ଶନ ଆରମ୍ଭ, ପୁରୀବାସୀଙ୍କ ପାଇଁ ୬ଟା
ବୟସ୍କଙ୍କ ପାଇଁ...
ପର୍ଯ୍ୟଟକଙ୍କ ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଅସ୍ତରଙ୍ଗର କେଳୁଣୀ ମୁହାଣ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପର୍ଯ୍ୟଟକଙ୍କ ମନ ମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶିଶୁଅ ପଞ୍ଚାୟତର କେଳୁଣୀ ମୁହାଣ। ଚଳିତ ପର୍ଯ୍ୟଟନ ଋତୁରେ ଏହି ମୁହାଣ...
ଆଗାମୀ ଦିନରେ ପୁରୀ ହେବ ଓଡ଼ିଶାର ମୁଖ୍ୟ ବିମାନ ବନ୍ଦର!
ଓଡ଼ିଶାଲାଇଭ୍ ବ୍ୟୁରୋ
ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଚିଠି ଲେଖି ପୁରୀରେ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ଆଗାମୀ...
କାଲିଠୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ – ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ବୁଧବାରଠାରୁ ଖୋଲିଛି ଶ୍ରୀମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଶନିବାରଠାରୁ ପୁରୀ ସହରବାସୀ ଶ୍ରୀଜୀଉଙ୍କୁ ଦର୍ଶନ...
କଟକଣା ମଧ୍ୟରେ ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ବୁଧବାରଠାରୁ ଖୋଲିଛି କାକଟପୁର ମା’ ମଙ୍ଗଳା ମନ୍ଦିର। ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କୁ...
ଶ୍ରୀମନ୍ଦିର ଯିବାକୁ ହେଲେ କେଉଁ ନିୟମ ମାନିବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକ ପରେ ଖୋଲିବ ଶ୍ରୀମନ୍ଦିର। ୨୩ ତାରିଖରୁ ୨୫ ତାରିଖ ଯାଏଁ ସେବାୟତ ଓ ତାଙ୍କ ପରିବାର, ୨୬ରୁ ୩୧ ଯାଏଁ ପୁରୀ ସହର ବାସିନ୍ଦା, ୩ ତାରିଖରେ ରାଜ୍ୟ ବାହାରର...
ଡିସେମ୍ବର ୨୩ରୁ ଆରମ୍ଭ ହେବ ଜଗା ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୯ ମାସରୁ ଅଧିକ ସମୟ ବନ୍ଦ ରହିବା ପରେ ଶେଷରେ ଡିସେମ୍ବର ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର। ଏନେଇ କିଛି ଦିନ ତଳେ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଥିଲା,...



















