କୋରୋନା ଭୟ – କୋଣାର୍କରେ ହେଉନି ଯାଞ୍ଚ, ଲୋକେ ଭୟଭୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ସଂକ୍ରମଣରେ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ତାହାର ପ୍ରଭାବ ଓଡିଶାରେ ଦେଖିବାକୁ ମିଳିଛି। ହେଲେ କୋଣାର୍କକୁ ପ୍ରତ୍ୟକ ଦିନ ଦେଶ ବିଦେଶରୁ ହଜାର ହଜାର...

ୟେସ୍ ବ୍ୟାଙ୍କରୁ ମିଳିବ ତ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା?

ଓଡ଼ିଶାଲାଇଭ ବ୍ୟୁରୋ ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ଜମା ଅଛି ୫୯୨ କୋଟି ଟଙ୍କା। ସରକାରଙ୍କୁ ଘେରିଲେ ବିରୋଧୀ। ଶହେ ନୁହେଁ କି ଲକ୍ଷେ ନୁହେଁ, ପୁରୀ ଶ୍ରୀମନ୍ଦିରର ପୂରା ୫୯୨ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ...

ପୁରୀକୁ କୋରୋନା ଡର – ଆଗୁଆ ପ୍ରସ୍ତୁତି କଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପୁରୀ ବ୍ୟାପକ ବ୍ୟବସ୍ଥା କରାଯାଉଛି। ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।...

ଏଣିକି ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ଶ୍ରୀମନ୍ଦିର ପରିସରରେ ପାନ ଛେପ ପକାଇଲେ ଦେବାକୁ ପଡ଼ିବ ୫୦୦ ଟଙ୍କା ଜରିମାନା। ଏହାସହ ଏପ୍ରିଲ ୧ ତାରିଖରୁ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର...

ମଦର୍ସ ପବ୍ଲିକ୍‌ ସ୍କୁଲ୍‌ରେ ଶିକ୍ଷକ ପଦବୀ ଲାଗି ନିଯୁକ୍ତି: ୭ ଦିନ ମଧ୍ୟରେ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ଭୁବନେଶ୍ଵର ଏବଂ ପୁରୀ ବ୍ରାଞ୍ଚରେ ବିଭିନ୍ନ ବିଷୟରେ ଶିକ୍ଷକଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପ୍ରାର୍ଥୀମାନେ ଆସନ୍ତା ୭ ଦିନ ମଧ୍ୟରେ ଆବେଦନ କରିପାରିବେ। ...

ପୁରୀରେ ହେଲେମେଟ୍ ନାହିଁ ତ ପେଟ୍ରୋଲ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହେଲମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ। ଏହି ନିୟମ ଆରମ୍ଭ ହୋଇଛି ପୁରୀରେ। ବାଇକ୍‌ ଚାଳକ ହେଲମେଟ୍‌ ପିନ୍ଧି ନଥିଲେ ଏବଂ କାର୍‌ ଚାଳକ ସିଟ୍‌ ବେଲ୍ଟ ବାନ୍ଧି ନଥିଲେ ତେଲ...
job

ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରରେ ନିଯୁକ୍ତି: ମାର୍ଚ୍ଚ ୮ରେ ଓ୍ୱାକ୍‌ ଇନ୍‌ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରରେ ବିଭିନ୍ନ ବିଷୟରେ ପିଜିଟି, ଟିଜିଟି, ପିଆର୍‌ଟି ଏବଂ ଏନ୍‌ଟିଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ...

ଗବେଷଣା ପାଇଁ ଅସ୍ତରଙ୍ଗ ଦେବୀ ମୁହାଣରେ ପହଞ୍ଚିଲା ଜାହାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟବିଶ୍ଵାଳ): ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ ଗବେଷଣା ପ୍ରତିଷ୍ଠାନର ଏକ ଜାହାଜ ଶନିବାର ଅସ୍ତରଙ୍ଗ ଉପକୂଳ ଦେବୀ ମୁହାଣରେ ପହଞ୍ଚିଛି। ଏହି ଜାହାଜ ମାର୍ଚ୍ଚ ୨୫ ତାରିଖ...

ପୁରୀର ଆସାମ ଭବନ ମାଟିରେ ମିଶିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ସହରରେ ଥିବା ଆସାମ ଭବନକୁ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଆସାମ ସରକାରଙ୍କ ଏହି ଭବନ ମେଘନାଦ ପାଚେରୀର ୭୫ ମିଟର ଭିତରେ ଥିଲା। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ...

କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି। ସୂର୍ଯ୍ୟମନ୍ଦିର ସୁରକ୍ଷା ନେଇ ଆୟୋଜିତ ଜାତୀୟ କର୍ମଶାଳାର ଆଜି ଦ୍ଵିତୀୟ ଦିନରେ ଏଭଳି ନିଷ୍ପତ୍ତି ନିଆଯାଇଛି। କର୍ମଶାଳା ପରେ ଏନେଇ ସୂଚନା ଦେଇଛନ୍ତି...