ଗୋପ୍ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଜିଲ୍ଲା ଗୋପ କଲେଜରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲି ପଡ଼ିଥିବା ୫ଟି ପଦବୀ ପାଇଁ ଏହି ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ଏନେଇ...
ନୂଆବର୍ଷଠୁ ସବୁଜ ଦିଶିବ ଶ୍ରୀମନ୍ଦିର, ଚାରିପଟେ ଲାଗୁଛି ୧୫୦୦ ଗଛ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ନୂଆବର୍ଷଠୁ ସବୁଜ ଦିଶିବ ପୁରୀ ଶ୍ରୀମନ୍ଦିର। ମନ୍ଦିରକୁ ସବୁଜ ସୁନ୍ଦର କରିବା ପାଇଁ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର, ଯେଉଁଥିରେ ଶ୍ରୀମନ୍ଦିର ଚାରିପାଖରେ ପ୍ରାୟ ୧୫୦୦ ବୃକ୍ଷରୋପଣ କରାଯାଉଛି।ଗୁରୁବାରଠାରୁ ଶ୍ରୀମନ୍ଦିର...
ବଡ଼ଦିନରେ ସାରା ରାତି ଖୋଲା ରହିବ ଶ୍ରୀମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଡ଼ଦିନରେ ରାତିସାରା ଖୋଲା ରହିବ ଶ୍ରୀମନ୍ଦିର। ମହାପ୍ରଭୁ ରତ୍ନସିଂହାସନରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ୨୬ ତାରିଖ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟପରାଗ ଆରମ୍ଭ ହେବ। ଏଥିପାଇଁ ୨୫...
ପୁରୀ: ବଦଳୁଛି ବଡ଼ଦାଣ୍ଡ ରୂପରେଖ, ନୂଆବର୍ଷରେ ନୂଆ ଅନୁଭୂତି ପାଇବେ ଭକ୍ତ
ଓଡ଼ିଶାଲାଇଭ ବ୍ୟୁରୋ
ସାଢେ ଚାରିକୋଟି ଓଡ଼ିଆଙ୍କ ଭାବର ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନୂଆ ବର୍ଷରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଚାଲି ଆସନ୍ତି କାହିଁ କୁଆଡୁ ଭକ୍ତ। ଏଥର ଶ୍ରୀମନ୍ଦିର ୭୫ ମିଟର...
ସମୁଦ୍ରର ସୁ ସୁ ଶବ୍ଦରେ, ଥଣ୍ଡା ପବନରେ, ବେଳାଭୂମି ଟେଣ୍ଟରେ ବିତାନ୍ତୁ ଗୋଟିଏ ରାତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/NuxZ1L5BBb4
କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୂଳରେ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ର ବିଳାସପୂର୍ଣ୍ଣ ଟେଣ୍ଟରେ ବିତାନ୍ତୁ ଗୋଟିଏ ରାତି।
ସମୁଦ୍ରର ସୁ ସୁ ଶବ୍ଦରେ, ଶୀତଳ ବାଲିରେ, ଥଣ୍ଡା ପବନରେ ଓ ପ୍ରକୃତିର କୋଳରେ କିଏ...
ବେଳାଭୂମିରେ ମରି ପଡ଼ିଛନ୍ତି ଅନେକ କଇଁଛ: କାରଣ ଖୋଜୁଛି ବନବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦେବୀ ନଦୀ ମୁହାଣଠାରୁ କେଳୁଣି ମୁହାଣ ପର୍ଯ୍ୟନ୍ତ ଅନେକ କଇଁଛ ମରି ପଡ଼ିଛନ୍ତି। ମୃତ କଇଁଛଗୁଡ଼ିକକୁ କୁକୁର ଓ କାଉ ଖାଉଥିବା...
ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଲାଗି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ମହାପ୍ରଭୁଙ୍କ...
ପୁରୀରେ ପୁଣି ବୁଲିଲା ବୁଲଡୋଜର, ଭାଙ୍ଗିଲା ବେସରକାରୀ ଘର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଚାରିପଟରେ ମଙ୍ଗଳବାର ପୁଣି ବୁଲିଛି ବୁଲଡୋଜର। ପୂର୍ବରୁ ସରକାରୀ ଘରକୁ ଭାଙ୍ଗୁଥିବା ପ୍ରଶାସନ ଏବେ ବେସରକାରୀ ଘରଗୁଡ଼ିକୁ ଭାଙ୍ଗିବା ଆରମ୍ଭ କରିଛି।ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପରିଧି ମଧ୍ୟରେ...
‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍’ – ରଙ୍ଗୀନ ଆଲୋକମାଳାରେ ଝଲସୁଛି ଚନ୍ଦ୍ରଭାଗା ବେଳାଭୂମି
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): ରାଜ୍ୟ ପର୍ଯ୍ୟଟନରେ ସାମିଲ ହୋଇଛି ଆଉ ଏକ ବୃହତ ଉତ୍ସବ। ଦୀର୍ଘ ୪୯ ଦିନ ଧରି ହେବାକୁ ଥିବା ‘ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍’ର ପ୍ରଥମ ଦିନରେ...
‘ନନ୍ ଓଭେନ୍ ବ୍ୟାଗ’ ଦୁଇ ଭାଇଙ୍କୁ କରିଛି ସଫଳ ବ୍ୟବସାୟୀ, ମାସକୁ ରୋଜଗାର କରୁଛନ୍ତି ୧୦ ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବେଶ ଉପଯୋଗୀ ପଲିଥିନ୍ ବ୍ୟାଗ୍ ନିର୍ମାଣ କରୁଛନ୍ତି ଦୁଇ ଭାଇ
କାକଟପୁର ଅଞ୍ଚଳରେ ନିର୍ମାଣ କରିଛନ୍ତି ପିକେ ଇଣ୍ଟରପ୍ରାଇଜେସ୍
କଟକ, ଭୁବନେଶ୍ୱରକୁ ଯୋଗାଉଛନ୍ତି କ୍ୟାରି ବାଗ୍
ମାସକୁ ବ୍ୟବସାୟ କରୁଛନ୍ତି...





















