ରାୟଗଡ଼ା ମୁକୁନ୍ଦପୁର ଘାଟିରେ ବସ୍ ଓଲଟି ୭ ଗୁରୁତର
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍। ସେହି ଦୁର୍ଘଟଣାରେ ୭ ଯାତ୍ରୀ ଗୁରୁତର ଆହତ ହୋଇ ରାୟଗଡ଼ା ମୁଖ୍ୟ...
ରାୟଗଡ଼ା: କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ଆତ୍ମହତ୍ୟା କଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ରିପୋର୍ଟ ପଜିଟିଭ୍ ଆସିବାରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଯୁବକ। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ। ଆତ୍ମହତ୍ୟା କରିଥିବା ବ୍ୟକ୍ତି...
କରୋନା ନିୟମ ଉଲ୍ଲଙ୍ଘନ – ରାୟଗଡାରେ ସିଲ୍ ହେଲା ସିନେମା ହଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହରର ଅଶୋକ ସିନେମା ହଲକୁ ଶୁକ୍ରବାର ଜିଲ୍ଲା ପ୍ରଶାସନ ସିଲ୍ କରିଛି। କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଏହି ହଲ୍କୁ ସିଲ୍ କରାଯାଇଛି। କରୋନା...
ରାୟଗଡ଼ାରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଥମେ ଟିକା ନେଲେ ଜିଲ୍ଲାପାଳ ଓ ଏସ୍ପି
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ଓଡ଼ିଶାର କରୋନା ବିରୋଧୀ ଲଢ଼େଇରେ ପ୍ରାଥମିକ ପର୍ଯ୍ୟାୟରେ ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯିବା ପରେ ଏବେ ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ...
ସଚେତନତା ଅଭାବ – ପିଏମ୍ ଏସ୍ଭିଏ ନିଧି ଯୋଜନାର ଲାଭ ଉଠାଇ ପାରୁନାହାଁନ୍ତି ଉଠା ଦୋକାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ପିଏମ୍ ଏସଭିଏ ନିଧି ଯୋଜନା ସମ୍ପର୍କରେ ଜାଣି ପାରୁ ନାହାନ୍ତଁ ରାୟଗଡ଼ା ଜିଲ୍ଲାର ଉଠା ଦୋକାନୀ। ଫଳରେ ଏହି ଯୋଜନାର ଲାଭ ଉଠାଇ ପାରୁନାହାଁନ୍ତି।
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା...
ରାୟଗଡ଼ା – ୟୁନିସେଫ୍ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦଶଟି ବିଦ୍ୟାଳୟରେ ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରୀକରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫ୍ ସହଯୋଗରେ ଭାରତ...
ରାୟଗଡ଼ାରେ ବସ୍ ଦୁର୍ଘଟଣା – ୧ ମୃତ, ୭ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାସ୍ତା କଡ଼ରେ ଓଲଟି ପଡ଼ିଲା ବସ୍। ନୟାଗଡ଼ରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ରଘୁନାଥ ନାମକ ଏକ ଯାତ୍ରିବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ଘଟିଛି। ରାୟଗଡ଼ା ଜିଲ୍ଲା...
ରାୟଗଡ଼ା ମିଲର୍ସ ସଂଘ ପକ୍ଷରୁ ଗରିବ ଲୋକଙ୍କୁ ରିଲିଫ ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ମହାମାରୀ ଯୋଗୁଁ ଦୁର୍ଗମ ଗ୍ରାମାଞ୍ଚଳରେ ଦୁର୍ଦ୍ଦଶା ଭୋଗୁଥିବା ଗରିବ ପରିବାରକୁ ସହାୟତାର ହାତ ବଢାଇଛନ୍ତି ରାୟଗଡା ମିଲର୍ସ ସଂଘ। ୧୨୯ଟି ରାଇସ ମିଲ୍ସକୁ ନେଇ...
କୋଭିଡ ଟିକା ନେଲେ ରାୟଗଡ଼ା ସିଡିଏମଓ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କୋଭିଡ ବିରୋଧରେ ଚାଲିଥିବା ଟିକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତ୍ତବନ୍ଧୁ ନାୟକ। ନିଜେ ଟିକା ନେଇ...
ରାୟଗଡ଼ାରେ ସଡ଼କ ସୁରକ୍ଷା ସପ୍ତାହ ଉଦଘାଟିତ, ସବୁ ବ୍ଲକରେ ବୁଲିବ ସଚେତନତା ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ସହରରେ ସୋମବାର ୩୨ମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଘାଟିତ ହୋଇଛି। ନୂତନ ବସଷ୍ଟାଣ୍ଡ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ...