ସୁନ୍ଦରଗଡ଼ରେ ଗର୍ଭବତୀ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ବଳିଷ୍ଠ ପଦକ୍ଷେପ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ଗର୍ଭାବସ୍ଥାରେ ମାଗଣାରେ ଚାରିଥର ଅଲଟ୍ରାସାଉଣ୍ଡ ପରୀକ୍ଷା
୨୫୦୦ରୁ ଅଧିକ ଅଙ୍ଗନବାଡ଼ିର ଆଧୁନିକୀକରଣ ଏବଂ ୭୦୦ରୁ ଅଧିକ ଆଦର୍ଶ ଅଙ୍ଗନବାଡ଼ି ନିର୍ମାଣ
ଜିଲ୍ଲାର କିଶୋରୀ...
ସୁନ୍ଦରଗଡ଼ର ବିଷ୍ଣୁ ମୁଣ୍ଡାଙ୍କୁ ନୂଆ ପରିଚୟ ଦେଲା ‘ଟସର ଚାଷ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ‘‘ଟସର ଚାଷ କରି ମୁଁ ଖୁସିରେ ମୋ’ ପରିବାର ଚଳାଉଛି। ଏହି ଚାଷରୁ ଯାହା ରୋଜଗାର ହେଉଛି ସେଥିରେ ପିଲାମାନଙ୍କ ପାଠପଢ଼ା ସହିତ ଘର ଖର୍ଚ୍ଚ ମଧ୍ୟ କରୁଛି’’, ନିଜର...
ଆଖିରେ ଜଟିଳ ଅସ୍ତ୍ରୋପଚାର ପରେ ଦୁନିଆ ଦେଖିଲା ତିନି ମାସର ଶିଶୁକନ୍ୟା, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଲେ...
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ‘‘ଜନ୍ମ ହେଲା ବେଳେ ମୋ’ ଝିଅର ଓଜନ ମାତ୍ର ୭୦୦ ଗ୍ରାମ ଥିଲା। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଝିଅ ଅଢ଼େଇ ମାସ ରହିଲା। ପରୀକ୍ଷା ହେଲାରୁ ଜଣାପଡ଼ିଲା...
ଆସ କିଏ ଖାଇବ ହୋ ମାଣ୍ଡିଆରୁ ପ୍ରସ୍ତୁତ ସୁଆଦିଆ ଖାନା…
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଣ୍ଡିଆରୁ ପ୍ରସ୍ତୁତ ହୋଇପାରିବ ଭଳିକି ଭଳି ସୁଆଦିଆ ଆଧୁନିକ ଖାଦ୍ୟ। ସେଥିମଧ୍ୟରେ ରହିଛି ମାଣ୍ଡିଆ କେକ୍, ମାଣ୍ଡିଆ ଲଡୁ, ହାଲୱା, ଖିରି, ଉପମା, ଖେଚୁଡି ଏବଂ ପକଡ଼ି। ମାଣ୍ଡିଆରୁ ଏହି ସୁଆଦିଆ...
ସୁନ୍ଦରଗଡ଼ ଜିଲ୍ଲାରେ ମା’ ଓ ଶିଶୁର ସୁରକ୍ଷା ପାଇଁ ପ୍ରତିଷ୍ଠା ହେବ ଆଉ ୯ ‘ମା’ ଗୃହ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ...
ରାଉଲକେଲାରେ କୋଭିଡ୍ ଚିକିତ୍ସା ପାଇଁ ବଢ଼ିଲା ବେଡ୍ ସଂଖ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଏବେ ମହାନଗର ଅଞ୍ଚଳର ୩୦ ବେଡ୍ରୁ ଅଧିକ ଥିବା ସମସ୍ତ ଘରୋଇ ଡାକ୍ତରଖାନାରେ ସରକାରୀ ଦେୟରେ ହେବ କୋଭିଡ୍ ଚିକିତ୍ସା।
ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଚିକିତ୍ସାକୁ ସୁଦୃଢ଼ କରିବା ପାଇଁ ସ୍ଵାସ୍ଥ୍ୟ ବିଭାଗର...
କୋଭିଡ୍ କଟକଣା ଭିତରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ‘ମୋତିଆ ବିନ୍ଦୁ’ ଅପରେସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: କୋଭିଡ୍ କଟକଣାକୁ ପାଳନ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଆରମ୍ଭ ହୋଇଛି ମାଗଣା ‘ମୋତିଆ ବିନ୍ଦୁ’ ଅପରେସନ। କରୋନା ସଂକ୍ରମଣ ପାଇଁ ଏହି ଚିକିତ୍ସା ଗତ କିଛି...
ସୁନ୍ଦରଗଡ଼: ବାଲିଶଙ୍କରା ବ୍ଲକର ୧୦୦ ଏକରରୁ ଅଧିକ ଜମିରେ ମାଣ୍ଡିଆ ଚାଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ବ୍ୟାପକ ଭାବରେ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଛି। ବ୍ଲକର ୧୦୦ ଏକରରୁ ଅଧିକ ଜମିରେ ୩୦୨...
ସୁନ୍ଦରଗଡ଼ ଜିଲ୍ଲାରେ ମାଣ୍ଡିଆରୁ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି ପାଇଁ ମହିଳାଙ୍କୁ ଦିଆଯାଉଛି ତାଲିମ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଆଦିଆ ମାଣ୍ଡିଆ ଲଡୁ ଏବଂ ମୁସୁମୁସିଆ ପକଡ଼ି ଓ ବରା ଖାଇଲେ ଜାଣିବେ ଏହାର ପୁଷ୍ଟିକର ଗୁଣ!
ସୁନ୍ଦରଗଡ଼: ମାଣ୍ଡିଆରୁ ଜାଉ ପ୍ରସ୍ତୁତି ବାବଦରେ ଆଗରୁ ହୁଏତ ଆପଣ ପରିଚିତ ଥିବେ। କାରଣ...
ସୁନ୍ଦରଗଡ଼: ନିର୍ମାଣାଧୀନ ବୃଦ୍ଧାଶ୍ରମ ଏବଂ ମାନସିକ ରୋଗୀଙ୍କ ଆଶ୍ରୟସ୍ଥଳ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁନ୍ଦରଗଡ଼: ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଶନିବାର ଦିନ ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଙ୍ଗଠାରେ ନିର୍ମାଣାଧୀନ ୨୦୦ ଶଯ୍ୟାବିଶିଷ୍ଟ ବୃଦ୍ଧାଶ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସେହିପରି କର୍ଲାଖମନଠାରେ ତିଆରି ଚାଲିଥିବା ୧୦୦...





















