ନିର୍ବାଚନ ପରେ ନେତାଙ୍କ ମଉଜ – ଶିବରାଜ ତିଆରି କଲେ ପରଟା, ରମଣ ଦେଖିଲେ ଫିଲ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିର୍ବାଚନ ଶେଷ ହେବା ପରେ ପରିବାର ସହ ନେତା କରୁଛନ୍ତି ମଉଜ। ଶେଷ ହୋଇଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ। କିଏ ଜିତିବ ଏବଂ କିଏ ହାରିବ ତା' ଉପରେ ସମସ୍ତଙ୍କ ନଜର...

ସେଲଟର ହୋମ୍ ଯୌନ ନିର୍ଯାତନା – ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ ବେଲଟିକରିସ୍ଥିତ ସେଲଟର ହୋମ୍ ଯୌନ ନିର୍ଯାତନା ଘଟଣାରେ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦ୍ର ମହିଳା ଓ...

ଏକ୍‌ଜିଟ୍ ପୋଲ୍ ବଜାଇଲା ସତର୍କ ଘଣ୍ଟି! ବିଜେପି ଶିବିର ନିରାଶ, କଂଗ୍ରେସ ଉତ୍ସାହିତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୋଦି ସରକାରଙ୍କ ଚିନ୍ତା ବଢ଼ାଇପାରେ ୫ଟି ରାଜ୍ୟର ବିଧାନସଭା ଫଳାଫଳ। ବିଜେପି ପାଇଁ କୁଆଡୁ କିଛି ଭଲ ଖବର ଆସୁନି। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ ବାହାରିବା ପାଇଁ ଆଉ...

ବଲିଉଡର ଭିଲେନ୍ ପ୍ରକାଶ ରାଜ୍‌ କହିଲେ, “ମୋଦି ଗଣତନ୍ତ୍ର ପାଇଁ ବଡ଼ ଭିଲେନ୍”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=6vq3ytwhYtU] "ମୋଦି ଗଣତନ୍ତ୍ର ପାଇଁ ଭିଲେନ୍" - କହିଲେ ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ଅଭିନେତା ପ୍ରକାଶ ରାଜ୍‌। ଓଡ଼ିଶା ଜନଚେତନା ମଞ୍ଚ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ 'ସମ୍ବିଧାନ ବଞ୍ଚାଅ', 'ଦେଶ...

ମୋଦି ସବୁଠାରୁ ବଡ଼ ମିଛୁଆ – ପ୍ରକାଶ ରାଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=6vq3ytwhYtU] "ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ଼ ମିଛୁଆ, ସେ ଦେଶବାସୀଙ୍କୁ ପ୍ରତ୍ୟେକ ଦିନ ମିଛ କହୁଛନ୍ତି। ସେ ଦେଶବାସୀଙ୍କ ସମ୍ମୁଖରେ ଅଭିନୟ କରୁଛନ୍ତି। କଳାକାରମାନଙ୍କଠୁ ବଳି ସେ ଅଭିନୟ...

ଜିଲ୍ଲାପରିଷଦ ଉପ-ନିର୍ବାଚନରେ ବିଜେଡିର ବାଜିମାତ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜର ବିଜାତଳା ୩୨ ନମ୍ବର ଜୋନ ଜିଲ୍ଲାପରିଷଦ ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ବିଜେଡି ବାଜିମାତ କରିଛି। ବିଜେଡିର ରଘୁନାଥ ମାଝି ୮୮୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ୫ଟି ପଞ୍ଚାୟତ...

ନବୀନଙ୍କୁ ନିରଞ୍ଜନଙ୍କ ପ୍ରଶ୍ନ – ୧୮ ବର୍ଷ ଶାସନରେ ଓଡ଼ିଶା ଗରିବ କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମହାକାଳପଡ଼ାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ। ବିଜେପି କଲା ଜନପରାମର୍ଶ ପଦଯାତ୍ରା। କେନ୍ଦ୍ରାପଡ଼ା: "ବିଜେଡି ସରକାର ରାଜ୍ୟକୁ ଦରିଦ୍ରରୁ ଦରିଦ୍ର କରିବାରେ ଲାଗିଛି। ଲକ୍ଷ ଲକ୍ଷ ଯୁବକମାନେ ରୋଜଗାର ନପାଇ...

ମଧ୍ୟପ୍ରଦେଶରେ ବିଜେପି, ରାଜସ୍ଥାନ-ଛତିଶଗଡ଼ରେ ସରକାର ଗଢ଼ିବ କଂଗ୍ରେସ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫ଟି ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଏଗ୍‌ଜିଟ୍ ପୋଲରୁ ଆସିଲା ବଡ଼ ରାୟ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ।...

କଂଗ୍ରେସରେ ଶ୍ରୀକାନ୍ତ ଝଡ଼ – ପଟ୍ଟନାୟକ ପରିବାରକୁ ଟାର୍ଗେଟ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ତାହାର କମିଟିରୁ ଶ୍ରୀକାନ୍ତ ଜେନା ହଟିବା ପରେ କଂଗ୍ରେସରେ କମ୍ପନ। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ଆଶା କରାଯାଉଥିଲା କଂଗ୍ରେସରେ କନ୍ଦଳ କମିବ। ବିଶୃଙ୍ଖଳା ଛାଡ଼ି ଶୃଙ୍ଖଳିତ ହେବେ କଂଗ୍ରେସ...

ଚଣ୍ଡିଖୋଲ ପେଟ୍ରୋଲ ରିଜର୍ଭ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ପେଟ୍ରୋଲିୟମ ରିଜର୍ଭ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬ ହଜାର ୫୦୦ କୋଟି...