କୋଣାର୍କ ଉତ୍ସବର ଉଦ୍‍ଯାପନୀ ସନ୍ଧ୍ୟା – ଓଡ଼ିଶୀରେ କୃଷ୍ଣଗାଥା, କଥକରେ ଶାସ୍ତ୍ରୀୟ ନୃତ୍ୟ ଦେଖି ବିଭୋର ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ ରମ୍ୟକଳାର କିର୍ତ୍ତୀସ୍ତମ୍ଭ ସୂର୍ଯ୍ୟମନ୍ଦିର ପାଦଦେଶରେ ଉଦଯାପିତ ହୋଇଯାଇଛି କୋଣାର୍କ ଉତ୍ସବ। ଶନିବାର ଶେଷ ଦିନରେ ଦର୍ଶକମାନେ ମୁକ୍ତାକାଶ ରଙ୍ଗମଞ୍ଚରୁ ଓଡ଼ିଶୀ ଓ କଥକ ନୃତ୍ୟକୁ ଦେଖି ବିଭୋର...

କୃଷକ ଆନ୍ଦୋଳନଙ୍କୁ ସମର୍ଥନ – ଟ୍ରାକ୍ଟରରେ ବସି ବାହାହେବାକୁ ଗଲା ବର

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ପଟେ କୃଷି ଆଇନକୁ ବିରୋଧ କରି ଚାଷୀମାନେ ରାଜରାସ୍ତାରେ ବସିଛନ୍ତି। ଅନ୍ୟପଟେ ଏବେ ଏହାକୁ ଦେଶର ବିଭିନ୍ନ ଅଞ୍ଚଳରୁ ସମର୍ଥନ ସୁଅ ବୋହିବା ଆରମ୍ଭ ହୋଇଛି। ଶୁକ୍ରବାର ଏହି ଚାଷୀ...
rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୦୬ ଡିସେମ୍ବର ୨୦୨୦, ରବିବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ରବିବାର ମାର୍ଗଶିର କୃଷ୍ଣ ଷଷ୍ଠୀ ରାତ୍ରି ୦୭:୪୫:୨୩ ଗତେ ସପ୍ତମୀ ତିଥି।...

ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦୀ, ଡିସେମ୍ବର ୧୦ରେ ଭୂମିପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୧୦ ତାରିଖରେ ନୂଆ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହିଦିନ ନୂଆ ସଂସଦ ଭବନର ଭୂମିପୂଜା ମଧ୍ୟ ହେବ। ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା...

କରୋନା ପାଇଁ ନଷ୍ଟ ହୋଇଥିଲା ରୋଗୀଙ୍କ ଫୁସ୍‌ଫୁସ୍‌, ଇକ୍‌ମୋ ପଦ୍ଧତିରେ ସୁସ୍ଥ କଲେ ସମ୍‌ ଡାକ୍ତର

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତେବେ ଇନ୍‌ଷ୍ଟିଚ୍ୟୁଟ୍...

ମାଗଣାରେ କେମିତି ଦେଖିବେ ନେଟପ୍ଲିକ୍ସ?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଆଜି ଓ କାଲି ଦୁଇ ଦିନ ପାଇଁ ମାଗଣା ସେବା ଯୋଗାଉଛି ଅନଲାଇନ୍ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ। ନେଟଫ୍ଲିକ୍ସରେ ଯେଉଁ ଫିଲ୍ମ କିମ୍ଵା ସୋ'ଗୁଡ଼ିକୁ ଆଗରୁ ଦେଖିବା ପାଇଁ ଟଙ୍କା...

ଆମେରିକାରେ ଲକଡାଉନ ବେଳେ ଲେମ୍ବୁ ଚାଷ କରୁଛନ୍ତି ଡିମ୍ପଲ ଗାର୍ଲ ପ୍ରୀତି ଜିଣ୍ଟା

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣ ବଢ଼ିବା ଯୋଗୁଁ କାଲିଫର୍ଣ୍ଣିଆର ଲସ୍‌ ଆଞ୍ଜେଲସରେ ପୁଣି ଲକଡାଉନ ଘୋଷଣା ହୋଇଛି। ଏହି ସମୟରେ ଲସ୍‌ ଆଞ୍ଜେଲସରେ ରହୁଥିବା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନିଜ ବଗିଚାରେ ଲେମ୍ବୁ...

ଓଲିଉଡରେ ବାପ-ପୁଅ ଯୋଡ଼ି, ଏକାଠି କାମ କରି ଫିଲ୍ମକୁ କରିଛନ୍ତି ହିଟ୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ଦୁଇ ଷ୍ଟାରସନ୍ ହେଲେ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ୍‌ ଓ ମିହିର ଦାସଙ୍କ ପୁଅ ଅମ୍ଳାନ। ଏହି ବାପା-ପୁଅଙ୍କ ଯୋଡ଼ି କିଛି ଫିଲ୍ମରେ ଏକାଠି ନଜର ଆସିଥିଲେ ଯାହା,...

ନ୍ୟୁଜିଲାଣ୍ଡ ଟିମକୁ ଅଲବିଦା, ଏବେ ଆମେରିକା ପାଇଁ କ୍ରିକେଟ୍ ଖେଳିବେ କୋରି ଆଣ୍ଡରସନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମକୁ ଅଲବିଦା କହିଛନ୍ତି ଅଲରାଉଣ୍ଡର କୋରି ଆଣ୍ଡରସନ। ଏଥିସହ ସେ ଆମେରିକା ତରଫରୁ କ୍ରିକେଟ୍ ଖେଳିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି। ୨୯ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ କ୍ରିକେଟର...

ତାମିଲନାଡୁ ରାଜନୀତିରେ ରଜନୀକାନ୍ତଙ୍କ ନୂଆ ଦଳ – କାହାକୁ ମିଳିବ ଫାଇଦା?

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁରେ ନୂଆ ରାଜନୈତିକ ଦଳ ଗଢ଼ିବାକୁ ଘୋଷଣା କରିଛନ୍ତି ରଜନୀକାନ୍ତ। ତାମିଲନାଡୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି। ଏହାପୂର୍ବରୁ କିନ୍ତୁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ନିଜର ନୂଆ ରାଜନୈତିକ...