ବର୍ଷାରେ ଭିଜିବ ଓଡ଼ିଶା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଲଘୁଚାପ ଆସୁଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ସାଙ୍ଗକୁ...

ମୁମ୍ବାଇ ପହଞ୍ଚିଲେ କଙ୍ଗନା, କଳାପତାକା ଦେଖାଇ ଏୟାରପୋର୍ଟରେ ବିରୋଧ କଲା ଶିବସେନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇରେ ପହଞ୍ଚିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ।  ମୁମ୍ବାଇରେ କଙ୍ଗନାଙ୍କ ବିରୋଧରେ ଶିବସେନା ବିକ୍ଷୋଭ ପ୍ରଦର୍ଶନ କରିଛି। ଏୟାରପୋର୍ଟରେ କଳାପତାକା ଦେଖାଇ କଙ୍ଗନାଙ୍କୁ ବିରୋଧ କରିଛନ୍ତି ଶିବସେନା...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ଅଙ୍କକଷା ଆରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନଡିଏ ଓ ବିରୋଧୀ ମେଣ୍ଟ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହ ଏନଡିଏର ପ୍ରାର୍ଥୀ...

ଖୁବଶୀଘ୍ର ଜିଓ ଆଣୁଛି ଶସ୍ତା ସ୍ମାର୍ଟଫୋନ୍!

ଓଡ଼ିଶାଲାଇଭ୍ ବ୍ୟୁରୋ ଖୁବଶୀଘ୍ର ବଜାରକୁ ଆସିପାରେ ଜିଓ ସ୍ମାର୍ଟଫୋନ୍। କମ ଦାମରେ ଲୋକମାନଙ୍କୁ ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ ସେବା ଯୋଗାଇଦେବାକୁ ଯାଉଛି ଜିଓ କମ୍ପାନି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଚଳିତବର୍ଷ ଶେଷ କିମ୍ବା...
chakiri 3

ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗରେ ଫିଲ୍‌ଡ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ହସ୍ତତନ୍ତ ଏବଂ ବୟନଶିଳ୍ପ ବିଭାଗ ଅଧୀନରେ ୨୨ଟି ଫିଲ୍‌ଡ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ସେପ୍ଟେମ୍ଵର ୨୮ ତାରିଖ ପୂର୍ବରୁ ଅନଲାଇନ୍ ମାଧ୍ୟମରେ...

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଓଡ଼ିଶାଲାଇଭ ବ୍ୟୁରୋ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଲଘୁଚାପ ଆସୁଥିବା ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ଲଘୁଚାପ ଆସନ୍ତା ୧୩ ତାରିଖ ସୁଦ୍ଧା...

ଲକଡାଉନ୍ ଭାରତର ଗରିବ ଲୋକଙ୍କ ଉପରେ ଏକ ଆକ୍ରମଣ ଥିଲା – ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଲକଡାଉନ୍ ଯୋଗୁ କରୋନା ଉପରେ ଆକ୍ରମଣ ହୋଇନଥିଲା। ଲକଡାଉନ୍ ଭାରତର ଗରିବଙ୍କ ଉପରେ ଏକ ଆକ୍ରମଣ ଥିଲା। ଆମ ଯୁବପିଢ଼ିଙ୍କ ଭବିଷ୍ୟତ ଓ ଆମର ଅସଙ୍ଗଠିତ ଅର୍ଥବ୍ୟବସ୍ଥା ଉପରେ ଆକ୍ରମଣ ଥିଲା।...

ଶିକ୍ଷକଙ୍କ ବିୟୋଗରେ ନୟାଗଡ଼ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଜଣ ଶିକ୍ଷକ ଓ ଜଣେ ଶିକ୍ଷାକର୍ମଚାରୀଙ୍କ ଦେହାନ୍ତରେ ନୟାଗଡ଼ ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସ୍ଥାନୀୟ ବ୍ଲକର କାର୍ଯ୍ୟରତ ଶିକ୍ଷକ ଅକ୍ଷୟ ଦଳବେହରା, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ଦେବୀ ଏବଂ...

ବାଏକୁଲ୍ଲା ଜେଲରେ ରିୟା – ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ଭଉଣୀ ହସିନା ବି ଏଠି କାଟିଛନ୍ତି ସଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ ଲିଙ୍କ୍‌କୁ ନେଇ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଆଜି ତାଙ୍କୁ ବାଏକୁଲ୍ଲା ଜେଲ୍‌ ନିଆଯାଇଛି। ନ୍ୟାୟିକ ହେପାଜତରେ ରିୟା ଚକ୍ରବର୍ତ୍ତୀ ଜେଲରେ...

ମୁମ୍ବାଇ ମ୍ୟୁନିସିପାଲଟି ଉପରେ ବର୍ଷିଲେ କଙ୍ଗନା – “ମନେରଖ ବାବର, ମନ୍ଦିର ପୁଣି ତିଆରି ହେବ, ଜୟ ଶ୍ରୀରାମ”

ଓଡ଼ିଶାଲାଇଭ୍ ବ୍ୟୁରୋ କଙ୍ଗନାଙ୍କ ଅଫିସକୁ ଭାଙ୍ଗିଲା ମୁମ୍ବାଇ ମ୍ୟୁନିସିପାଲଟି ଅଫିସ ଭାଙ୍ଗିବା ପରେ ବର୍ଷିଲେ କଙ୍ଗନା ରଣାୱତ ମହାରାଷ୍ଟ୍ରରେ ଚାଲିଛି ବାବରରାଜ - କଙ୍ଗନା ମୁମ୍ବାଇସ୍ଥିତ ନିଜ ଅଫିସ୍ ଭଙ୍ଗାଯିବା ପରେ ମହାରାଷ୍ଟ୍ର ସରକାର...