ନିଆଁରେ ପୋଡ଼ି ହୋଇ ୩ଶିଶୁ ମୃତ୍ୟ ଘଟଣା, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଖଇରଛଟା ଗାଁରେ ପାଳ ଗଦାରେ ନିଅଁ ଲାଗି ୩ ଶିଶୁଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ...

ସିବିଆଇ ତଦନ୍ତ ଦାବି କଲେ ଅନୁପଙ୍କ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଡବଲ ମର୍ଡରରେ ଗିରଫ ହୋଇଥିବା ଅନୁପ ସାଏଙ୍କ ପରିବାର ଏହି ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାସହ ଶନିବାର ରାତିରୁ ଅନୁପ ସାଏଙ୍କ ପୂରା ପରିବାର ସୁରକ୍ଷା ଦାବି...

କଟକ ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୨୫ରେ ୱାକ୍ ଇନ୍ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ (NRRI)ରେ ରିସର୍ଚ୍ଚ ଆସୋସିଏଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀମାନେ ଫେବ୍ରୁଆରି ୨୫ରେ ଏଥିପାଇଁ ହେବାକୁ ଯାଉଥିବା ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁରେ...

କିଏ ହେବ ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୧ର ବିଜେତା? ଆଜି ଗ୍ରାଣ୍ଡ ଫିନାଲେ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ସୋନୀ ଟିଭି ପ୍ରସାରିତ ହେଉଥିବା ଲୋକପ୍ରିୟ ସିଙ୍ଗିଙ୍ଗ୍ ରିଆଲିଟି ସୋ’ ଇଣ୍ଡିଆନ୍ ଆଇଡଲର ଗ୍ରାଣ୍ଡ ଫିନାଲେ ଆଜି ପ୍ରସାରିତ ହେବ। ଏହି ଲୋକପ୍ରିୟ ରିଆଲିଟି ସୋ’ର ବିଜେତା କିଏ ହେବେ...

ରାୟଗଡ଼ାରେ ୧୨ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏସ୍‌ଟି, ଏସ୍‌ସି ଓ ଓବିସି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର...

ଟିମ୍ ଇଣ୍ଡିଆର ଦୟନୀୟ ବ୍ୟାଟିଂ, ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୧୪୪/୪

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଥମ ଇଂନିସ ଭଳି ଦ୍ୱିତୀୟ ଇଂନିସରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୟନୀୟ ବ୍ୟାଟିଂ ଜାରି ରଖିଛି ଟିମ୍ ଇଣ୍ଡିଆ। ଫଳରେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଟିମ୍ ଇଣ୍ଡିଆ ନିଜର...

ଖେଳ ହେଲା କାଳ – ନିଆଁରେ ଜଳି ୩ ଶିଶୁ ମୃତ, ଜଣେ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଳ ଗଦାରେ ଖେଳିବା ହେଲା କାଳ। ନିଆଁରେ ଜଳି ଚାଲିଗଲା ୩ଶିଶୁଙ୍କ ଜୀବନ। ଏଥିରେ ଅନ୍ୟ ଜଣେ ଶିଶୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ...

ନୌସେନାର ମିଗ୍-୨୯k ବିମାନ ଦୁର୍ଘଟଣାଗସ୍ତ, ପାଇଲଟ ସୁରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନୌସେନାର ମିଗ୍-୨୯k ବିମାନ ଦୁର୍ଘଟଣାଗସ୍ତ ହୋଇଛି। ରବିବାର ଗୋଆରେ ଟ୍ରେନିଂ ପାଇଁ ପ୍ରତିଦିନ ଭଳି ଉଡ଼ାଣ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କୌଣସି ଲୋକ ମୃତାହତ ହୋଇନାହାନ୍ତି।...

‘ମନ୍‌ କି ବାତ୍‌’ରେ ମୋଦୀଙ୍କ ଆହ୍ଵାନ – “ଦେଶକୁ ହିଟ୍‌ କରିବାକୁ ଫିଟ୍‌ ରହିବା ଜରୁରୀ”

ଓଡ଼ିଶାଲାଇଭ୍‌ ବ୍ୟୁରୋ “ଯେଉଁ ଦେଶ ଫିଟ୍‌ ସେ ସବୁବେଳେ ହିଟ୍‌ ରହିବ। ତେଣୁ ଆମ ଦେଶକୁ ହିଟ୍‌ ରଖିବାକୁ ଆମକୁ ଫିଟ୍‌ ରହିବା ଜରୁରୀ। ବିଜ୍ଞାନ ପ୍ରତି ଯୁବକଙ୍କ ଆକର୍ଷଣ ବଢ଼ିଛି, ଯାହା ସକାରାତ୍ମକ...

ପିପିଲିରେ ହାତୀ ଆକ୍ରମଣ, ଚାଲିଗଲା ୩ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଜିଲ୍ଲା ପିପିଲି ବ୍ଲକରେ ବଣୁଆ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିବାରକୁ ଜିଲ୍ଲା...