ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଡିସେମ୍ବର ୧୦ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡିସେମ୍ବର ୧୦ରୁ ଭୁବନେଶ୍ୱରରୁ ସିଧାସଳଖ ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ। ଏହି ସୂଚନା ମିଳିବା ପରେ ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ ବିଭିନ୍ନ ମହଲରେ ଖେଳିଯାଇଛି ଉତ୍ସାହ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ଖୁସି...

ଶେଷ ହେଲା କୋଣାର୍କ ଉତ୍ସବ: ଓଡ଼ିଶୀ – ମୋହିନୀଆଟ୍ଟମ୍ ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହୋଇଛି କୋଣାର୍କ ଉତ୍ସବ-୨୦୧୭। ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ମୋହିନୀଆଟ୍ଟମ୍ ଏବଂ ଓଡ଼ିଶୀ ନୃତ୍ୟ। ମୋହିନୀଆଟ୍ଟମ୍‌ରେ ଗଣପତି -ଆବାହନୀ ସ୍ତବକ ପରିବେଷଣ ହୋଇଥିବା ବେଳେ ଓଡ଼ିଶୀରେ ନୃତ୍ୟନାଟିକା ରିପୁ...

ଭୁବନେଶ୍ୱର – ବ୍ୟାଙ୍କକ୍‌ ବିମାନସେବା ଆରମ୍ଭ: ୧୮ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ଏୟାର ଇଣ୍ଡିଆ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଙ୍କକ୍‌ରୁ ଭୁବନଶ୍ୱରରେ ପହଞ୍ଚିଲା ପ୍ରଥମ ଏୟାର ଇଣ୍ଡିଆ ବିମାନ ୧୮ ଯାତ୍ରୀଙ୍କୁ ନେଇ ସକାଳ ୭ଟାରେ ପହଞ୍ଚିଲା ବିମାନ ୧୮ ଯାତ୍ରୀଙ୍କ ମଧ୍ୟରେ ଥିଲେ ୬ ଓଡ଼ିଆ ଯାତ୍ରୀ ବ୍ୟାଙ୍କକ୍‌ରୁ...

ଡିସେମ୍ବର ୩୧ରେ ୩୮ ହଜାର ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୭ ଶେଷ ଦିନରେ ରେକର୍ଡ ଭାଙ୍ଗିଛି ନନ୍ଦନକାନନ। ଡସେମ୍ବର ୩୧ରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି ନନ୍ଦନକାନନ। ୨୦୧୫-୧୬ ଶେଷ ଦିନ ତୁଳନାରେ ଏହା ଅଧିକ ବୋଲି ଟିକେଟ ବିକ୍ରିରୁ ଜଣାପଡ଼ିଛି। ବିଦାୟ...

ପ୍ରତିଦିନ ତାଜମହଲ ପରିଦର୍ଶନ କରିବେ ୪୦ ହଜାର ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତାଜମହଲ ଆସୁଥିବା ପର୍ଯ୍ୟଟଙ୍କ ଉପରେ ରୋକ ଲଗାଇଛନ୍ତି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସ୍ଆଇ)ର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗର...

ଗହୀରମଥାରୁ ୧୬ ମତ୍ସ୍ୟଜୀବୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଆଇନଭାବେ ଗହୀରମଥାରେ ମାଛମାରୁଥିବା ଅଭିଯୋଗରେ ବନବିଭାଗ ୧୬ମତ୍ସ୍ୟଜୀବୀଙ୍କୁ ବାବୁବାଲି ଦୀପନିକଟରୁ ଗିରଫ କରିଛି। ଗିରଫ ମତ୍ସ୍ୟଜୀବୀମାନେ ପାରାଦୀପ ଓ ଜଗତସିଂହପୁର ଅଞ୍ଚଳର ବୋଲି ବନବିଭାଗ କହିଛି। ବିରଳ ଅଭିଲ ରିଡଲେ କଇଁଚ୍ଛଙ୍କ...

ବିପଦମୁକ୍ତ ହେବ ଶ୍ରୀମନ୍ଦିର ଜଗମୋହନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ଜଗମୋହନ ଛାତକୁ ଶହଶହ ବର୍ଷ ମଜବୁତ ରଖିବା ତଥା ଜଗମୋହନ ଛାତକୁ ସପୋର୍ଟ ଦେବା ପାଇଁ ବର୍ମା କାଠରେ ପ୍ରସ୍ତୁତ ଡିଜାଇନିଂ କାଠ ସିଲିଂ ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଏହାକୁ ୨ଟି...

ତାମିଲ୍ ମହାକବି ତିରୁଭଲ୍ଲୁଭରଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଲେ ଶ୍ରଦ୍ଧାଞ୍ଜଳି ପୁରୀରେ ବାଲୁକା କଳାକୁ ଲୋକାର୍ପିତ କରିଥିଲେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ ଆର୍.ଅମ୍ବଳଭନନ୍ ଓଡ଼ିଶା ବାହାରେ ପ୍ରଦର୍ଶିତ ହେବ ଏହି...

ଦେଶର ବିଭିନ୍ନ ବେଳାଭୂମିରେ ତିରୁଭଲ୍ଲୁଭରଙ୍କୁ ବାଲୁକା ଶ୍ରଦ୍ଧାଞ୍ଜଳି ଦେବେ ସୁଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୫ ତାରିଖରେ ତିରୁବନନ୍ତପୁରମ୍‌ ବେଳାଭୂମିରେ ଶ୍ରଦ୍ଧାଞ୍ଜଳି ୧୬ ତାରିଖରେ ଚେନ୍ନାଇର ପ୍ରସିଦ୍ଧ ମେରିନା ବିଚ୍‌ରେ ନିର୍ମାଣ ହେବ ବାଲୁକା କଳା ପୁରୀ ଏବଂ ବିଶାଖାପାଟଣା ପରେ ଏବେ ଦେଶର ଆଉ ତିନୋଟି...

ବିଶାଖାପାଟଣା ବେଳାଭୂମିର ସୌନ୍ଦର୍ଯ୍ୟ ବଢ଼ାଉଛି ୧୮ ଫୁଟର ପ୍ରସିଦ୍ଧ କୋଣାର୍କ ଚକ୍ର

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ବିଶାଖାପାଟଣା ସମୁଦ୍ର ବେଳାଭୂମିରେ ଦର୍ଶକଙ୍କୁ ଆକର୍ଷିତ କରୁଛି ୧୮ ଫୁଟ ଉଚ୍ଚର କୋଣାର୍କ ଚକ୍ର। ବିଶାଖାପାଟଣା ସମୁଦ୍ର ବେଳାଭୂମିର କୋଷ୍ଟାଲ ଵାଟେରି ନିକଟରେ ନିର୍ମାଣ କରାଯାଇଛି ପ୍ରସିଦ୍ଧ କୋଣାର୍କ ମନ୍ଦିରର...