Krushi Odisha 2020

ସାଓମୀ ଭାରତରେ ଲଞ୍ଚ କରିବ ‘ଏମ୍‌ଆଇ ୱାଟର ପ୍ୟୁରିଫାୟର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି 'ସାଓମୀ' ଆସନ୍ତା ସେପ୍ଟେମ୍ବର ୧୭ରେ ଭାରତରେ 'ସ୍ମାର୍ଟ ଲିଭିଙ୍ଗ୍‌ ୨୦୨୦' ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି ଅବସରରେ କମ୍ପାନି ପକ୍ଷରୁ ଭାରତରେ...

ଆଲିବାବା ଛାଡ଼ିଲେ ଜ୍ୟାକ୍‌ ମା, ଡାନିଏଲ୍‌ ଝାଙ୍ଗ ହେଲେ ନୂଆ ମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନର ଇ-କମର୍ସ କମ୍ପାନି ଆଲିବାବା ଅଧ୍ୟକ୍ଷ ଜ୍ୟାକ୍‌ ମା ମଙ୍ଗଳବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଜନ୍ମଦିନରେ ହିଁ ସେ ଏହି ପଦବୀରୁ ଓହରିଛନ୍ତି। ୫୫ ବର୍ଷୀୟ ଜ୍ୟାକ୍‌ ମା...

ବୁଡ଼ିଗଲା ନିବେଶକାରୀଙ୍କ ୧୪ ଲକ୍ଷ କୋଟି ଟଙ୍କା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦୦ ଦିନର ମୋଦି-୨ ସରକାର ସଫଳତା ବଖାଣୁଥିବା ବେଳେ ଆର୍ଥିକ ମାନ୍ଦାବସ୍ଥାରେ ୧୪ ଲକ୍ଷ କୋଟି ହରାଇ ଧୈର୍ଯ୍ୟହରା ହେଉଛନ୍ତି ନିବେଶକାରୀ। ମୋଦି ସରକାରଙ୍କର ଦ୍ୱିତୀୟ ପାଳିକୁ ପୂରଣ ହୋଇଛି ୧୦୦ ଦିନ।...

ସୀତାରମଣ କହିଲେ – ଓଲା, ଉବର ପାଇଁ କାର ବେପାର ମାନ୍ଦା

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ଚାରି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାର କାରଣ ଓଲା ଏବଂ ଉବର ଭଳି କାର ଏଗ୍ରିଗେଟରଙ୍କ ପ୍ରଭାବ। ତାଛଡ଼ା ବିଏସ -୬ ନିୟମ ମଧ୍ୟ...

ନିବେଶକମାନଙ୍କୁ ସଚେତନ କରିବାର ବେଳ ଆସିଛି : ଅସିତ ତ୍ରିପାଠୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ‘ନିବେଶକ ଶିକ୍ଷା ଓ ସଚେତନତା’ ଉପରେ ରାଜ୍ୟସ୍ତରୀୟ ସମ୍ମିଳନୀ। ‘‘କ୍ଷୁଦ୍ର ନିବେଶକମାନଙ୍କ ପାଖରେ ପୁଞ୍ଜି ନିବେଶ ସମ୍ବନ୍ଧୀୟ ସବିଶେଷ ଜ୍ଞାନ ନାହିଁ। ବିଶେଷକରି ଗ୍ରାମାଞ୍ଚଳରେ ବ୍ୟବସାୟ କରୁଥିବା ଅଧିକାଂଶ ଲୋକେ ପୁଞ୍ଜି...

ସେପ୍ଟେମ୍ବର ୨୦ରେ ଲଞ୍ଚ ହେବ Vivo V17 Pro ସ୍ମାର୍ଟଫୋନ, ରହିଛି ୬ଟି କ୍ୟାମେରା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି 'ଭିଭୋ' ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ। ଯାହାର ନାଁ ରହିଛି ଭିଭୋ ଭି୧୭ ପ୍ରୋ। ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ଏହାକୁ...

ଅଟୋମୋବାଇଲ ଶିଳ୍ପ ଉପରେ ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ – କମିଲା ଗାଡ଼ି ବିକ୍ରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ବିଶ୍ୱରେ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ତେବେ ଏହା ଦେଶର ଅଟୋମୋବାଇଲ ଶିଳ୍ପକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହି...

ଟ୍ୱିଟର୍‌ରେ ୫୦ କୋଟି ଟପିଲା ମୋଦୀଙ୍କ ଫଲୋର୍ସ, ବିଶ୍ୱରେ ତୃତୀୟ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଲଗାତାର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ମଧ୍ୟ କମାଲ...

ଆସନ୍ତାକାଲି ଲଞ୍ଚ ହେବ Apple iPhone 11

ଓଡ଼ିଶାଲାଇଭ୍‌ ବ୍ୟୁରୋ ବହୁ ଦିନର ବ୍ୟବଧାନ ପରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୧୦ରେ ଲଞ୍ଚ ହେବାକୁ ଯାଉଛି ଆପଲ୍‌ ଆଇଫୋନ୍‌-୧୧ ସିରିଜ୍‌। କାଲିଫର୍ଣ୍ଣିଆରେ ଆୟୋଜିତ ଆପଲ୍‌ କମ୍ପାନିର ବାର୍ଷିକ ଆଇ ଫୋନ୍‌ ଇଭେଣ୍ଟ-୨୦୧୯ରେ ଆଇଫୋନ୍‌-୧୧...

SBIରେ ଶସ୍ତା ହେବ ଗୃହୠଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି SBIରେ ଶସ୍ତା ହେବ ଗୃହୠଣ। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଆଉଥରେ ପୁଣି ୠଣ ସୁଧହାର ହ୍ରାସ କରିଛି। ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି ଏସ୍‌ବିଆଇ। ଏହି ନୂଆ...