ଖୁବ୍‌ଶିଘ୍ର ସୋନମଙ୍କ ଘରେ ବାଜିବ ସାହାନାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ସୁନ୍ଦରୀ ସୋନମ କପୁରଙ୍କ ଘରେ ଖୁବ୍‌ଶିଘ୍ର ସାହାନାଇ ବାଜିବାକୁ ଯାଉଛି। ବୟଫ୍ରେଣ୍ଡ୍ ଆନନ୍ଦ ଆହୁଜାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ଅନୀଲ୍ କପୁରଙ୍କ ତନୟା ସୋନମ୍‌ କପୁର। ଅଭିନେତ୍ରୀ ଅନୁଷ୍କା ଶର୍ମା...

ବିବାହ କରିବେ କି ସଲମାନ୍? କହିଲେ ‘ମୋତେ ଝିଅ ମିଳିଗଲା’

ଓଡ଼ିଶାଲାଇଭ୍ ବ୍ୟୁରୋ ସଲମାନ୍‌ ଖାନ୍‌ ବିବାହ କରିବେ କି? ତାଙ୍କୁ ଝିଅ ମିଳିଯାଇଥିବା ଖବରକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ବଲିଉଡର ମୋଷ୍ଟ ଇଲିଜିବ୍‌ଲ ବ୍ୟାଚ୍‌ଲର ଭାବେ ଜଣାଶୁଣା ସଲମନ୍‌ ଖାନ୍‌ ବିବାହ କରିବାକୁ...

କାଟ୍ରିନା କାହିଁକି ସମସ୍ତଙ୍କର ପ୍ରିୟ?

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡ଼ର ଚୁଲବୁଲୀ ନାୟିକା ହେଉଛନ୍ତି କାଟ୍ରିନା କୈଫ୍। 'ବୁମ୍' ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରି ‘ଟାଇଗର୍‌ ଜିନ୍ଦା ହୈ’ ପର୍ଯ୍ୟନ୍ତ ପ୍ରତିଟି ଫିଲ୍ମରେ ଦର୍ଶକଙ୍କ ମନ ଜିଣିବାକୁ ଚେଷ୍ଟା କରିଛନ୍ତି...

ଫିଲ୍ମ ‘ପ୍ୟାଡମ୍ୟାନ୍’ ଦେଖିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅହମ୍ମଦାବାଦର ପିବିଆର୍‌ ଥିଏଟରରେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ 'ପ୍ୟାଡମ୍ୟାନ' ଦେଖିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ। ଶୁକ୍ରବାର ପରଦାକୁ ଆସୁଛି ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ପ୍ୟାଡ୍‌ମ୍ୟାନ୍‌'। ହେଲେ ପରଦାକୁ ଆସିବା...

‘ପ୍ୟାଡମ୍ୟାନ’ର ପ୍ରଚାର ପାଇଁ ଏକାଠି ହେଲା ବଲିଉଡ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳାଙ୍କ ସ୍ଵଚ୍ଛତାକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍’। ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଅଭିନୀତ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍‌’ ଫେବୃୟାରୀ ୯ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ଜୋର୍‌ସୋର୍‌ରେ...

ନିର୍ଦ୍ଦେଶକରୁ ଅଭିନେତା

ଓଡ଼ିଶାଲାଇଭ୍ ବ୍ୟୁରୋ ଫରାହ ଖାନ୍‌ଙ୍କଠାରୁ ଆରମ୍ଭ କରି ସୁଧୀର ମିଶ୍ରଙ୍କ ପର୍ଯ୍ୟନ୍ତ ଅନେକ ନିର୍ଦ୍ଦେଶକ ଫିଲ୍ମ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟରେ ମଧ୍ୟ ପାରଦର୍ଶିତା ଲାଭ କରିଛନ୍ତି। ବଲିଉଡରେ କେତେଜଣ ନିର୍ଦ୍ଦେଶକ ଅଭିନୟ କ୍ଷେତ୍ରରେ ସଫଳତା ହାସଲ...

କ୍ଲାସିକ୍ ଫିଲ୍ମ କୁଇନ୍ ଶବାନା ଆଜ୍‌ମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶବାନା ଆଜମୀ, ହିନ୍ଦୀ ସିନେମାର ଜଣେ ସୁପ୍ରତିଷ୍ଠିତ ଅଭିନେତ୍ରୀ। ପ୍ରତିଟି ଭୂମିକାରେ ନିଜ ଅଭିନୟ ଦକ୍ଷତା ଦେଖାଇ ଦର୍ଶକଙ୍କ ମନ ଜିଣିପାରିଥିଲେ ସେ। ୧୮ ସେପ୍ଟେମ୍ୱର ୧୯୫୦ରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ ଶବାନା...

ବିରାଟଙ୍କ ସହ ଭାଲେଣ୍ଟାଇନ୍ ଡେ ପାଳିବେନି ଅନୁଷ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟର୍ ସ୍ୱାମୀ ବିରାଟ କୋହଲିଙ୍କ ସହ ଭାଲେଣ୍ଟାଇନ୍‌ ଡେ ପାଳିବେନି ଅଭିନେତ୍ରୀ ଅନୁଷ୍କା ଶର୍ମା। ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ସହ ପାଳିବେନି ଭାଲେଣ୍ଟାଇନ୍ ଡେ। କାରଣ ଭାଲେଣ୍ଟାଇନ୍ ଡେରେ...

ବଢୁଛି ଜାହ୍ନବୀଙ୍କ କ୍ରେଜ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ଼ରେ ଶ୍ରୀଦେବୀଙ୍କ ଗେହ୍ଲି ଝିଅ ଜାହ୍ନବୀ କପୁରଙ୍କ କ୍ରେଜ୍ ଏବେ କାହିଁରେ କ’ଣ। ଏଯାବତ୍ ବଲିଉଡ଼ରେ ତାଙ୍କର ଗୋଟିଏ ବି ଫିଲ୍ମ ରିଲିଜ୍ ହୋଇନାହିଁ। କିନ୍ତୁ ପ୍ରଯୋଜକଙ୍କ ପ୍ରଥମ ପସନ୍ଦ ଏବେ...

ଏମିତି ହୋଇଥିଲା ପ୍ରେମ୍ ନାଥ ଓ ବୀଣାଙ୍କ ପ୍ରେମ ବିବାହ

ଓଡ଼ିଶାଲାଇଭ୍ ଏଣ୍ଟରଟେନ୍‌ମେଣ୍ଟ୍ ବ୍ୟୁରୋ ପଚାଶ ଦଶକର ଲୋକପ୍ରିୟ ନାୟିକା ବୀଣା ରାୟ ଓ ଅଭିନେତା ପ୍ରେମ୍ ନାଥଙ୍କ ପ୍ରେମ ସର୍ମ୍ପକ ଏକଦା ବଲିଉଡରେ ଖୁବ୍ ଚର୍ଚ୍ଚାରେ ଥିଲା। ଲାହୋର ଜଣେ ଯୁବତୀ ସେତେବେଳେ ଲକ୍ଷ୍ମୌର ଏକ...