National

ପଶ୍ଚିମବଙ୍ଗରେ କୋହଳ ହେଲା ପାର୍ବଣ କଟକଣା, ମଣ୍ଡପ ଭିତରକୁ ଯାଇପାରିବେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ସମସ୍ତ ପୂଜା ମଣ୍ଡପକୁ ‘ନୋ ଏଣ୍ଟ୍ରି ଜୋନ୍’ ଭାବେ ଘୋଷଣା କରିବାର କିଛି ଦିନ ପରେ ଆଜି ଏହି ନିୟମକୁ ସାମାନ୍ୟ କୋହଳ କରିଛନ୍ତି। ପଶ୍ଚିମବଙ୍ଗର ଦଶହରା...

ପାକିସ୍ତାନର କରାଚିରେ ବଡ଼ ଧରଣର ବିସ୍ଫୋରଣ – ଭାଙ୍ଗିଲା କୋଠାଘର, ୩ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ପାକିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟି ବୁଧବାର ତିନି ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୫ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣର...
corona test

କରୋନାରେ ସର୍ବାଧିକ ପ୍ରଭାବିତ ୫ ରାଜ୍ୟରେ କମୁଛି ସକ୍ରିୟ ସଂଖ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବ ଅପେକ୍ଷା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଦେଶରେ ସର୍ବାଧିକ ପ୍ରଭାବିତ ୫ଟି ରାଜ୍ୟରେ ମଧ୍ୟ ସକ୍ରିୟ ମାମଲା ତଳକୁ ଖସିଛି। ଗତ କିଛି ଦିନ ଧରି...

ପୋଲିସ ସ୍ମୃତି ଦିବସ : ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦୀ, ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାରାଦେଶରେ ଆଜି ପୋଲିସ ସ୍ମୃତି ଦିବସ ପାଳିତ ହେଉଛି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଦେଶସେବାରେ ବଳିଦାନ ଦେଇଥିବା ସହିଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଟୁଇଟ...

୨୦୨୧ ଫେବୃଆରି ବେଳକୁ ଅଧା ଅଧି ଭାରତୀୟ କରୋନା ସଂକ୍ରମିତ ହୋଇ ସାରିଥିବେ

ଓଡ଼ିଶାଲାଇଭ୍ ବ୍ୟୁୁରୋ ଦେଶର ମୋଟ ଜନସଂଖ୍ୟା ଅର୍ଥାତ ୧୩୦ କୋଟି ଲୋକଙ୍କ ଭିତରୁ ଅଧା ଅଧି ଲୋକ ୨୦୨୧ ଫେବୃଆରି ବେଳକୁ କରୋନା ସଂକ୍ରମିତ ହୋଇ ସାରିଥିବେ ବୋଲି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ...

ଫେସବୁକରେ ଏଣୁତେଣୁ ପୋଷ୍ଟ ସେଆର୍ କରୁଛନ୍ତି କି! ବ୍ଲକ୍ ହୋଇପାରେ ଆପଣଙ୍କ ଆକାଉଣ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ଇଣ୍ଟରନେଟ୍ ଯୁଗରେ ଅଧିକାଂଶ ଯୁବପିଢ଼ି ନିଜକୁ ଫେସବୁକ୍ ଓ ସୋସିଆଲ୍ ମିଡିଆ ସହ ଯୋଡ଼ି ରଖିଛନ୍ତି। ପ୍ରତିଦିନ ସେମାନେ କିଛି ନା କିଛି ପୋଷ୍ଟକୁ ଲାଇକ୍ କରିବା ସହିତ କିଛି...

କାହା ସ୍ୱାର୍ଥ ପାଇଁ ହାତ ମିଳାଇଛନ୍ତି ମେହବୁବା-ଅବଦୁଲ୍ଲା!

କମଳାକାନ୍ତ ପତି ଧାରା ୩୭୦ ପୁନଃ ପ୍ରତିଷ୍ଠା, ବିଭାଜିତ ଜମ୍ମୁ-କଶ୍ମୀରକୁ ପୁନର୍ବାର ଏକତ୍ରିତ କରି ରାଜ୍ୟର ମାନ୍ୟତା ପ୍ରଦାନ, ପୂର୍ବ ପରି ଏହି ରାଜ୍ୟର ସ୍ୱାତନ୍ତ୍ର୍ୟ ବଜାୟ ରଖିବାର ଦାବି ଉଠିଛି। ଅହି-ନକୁଳ ସମ୍ପର୍କ...

ଲକଡାଉନ୍ ଯାଇଛି ହେଲେ କରୋନା ଭାଇରସ୍ ନୁହେଁ, ଟିକା ନ ଆସିବା ପର୍ଯ୍ୟନ୍ତ ସତର୍କ ରୁହନ୍ତୁ – ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=5h1oB-nBU8s]ଦେଶବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଲକଡାଉନ୍ ସରିଛି, ହେଲେ ଭାଇରସ୍ ଯାଇନି  ଟିକା ନ ଆସିବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ ଏବେ ବି...

ଆଶ୍ଚର୍ଯ୍ୟ! ୫ ମିନିଟରେ ଦେଢ଼ କିଲୋମିଟର ଦୌଡ଼ିଲେ ୯ ମାସର ଗର୍ଭବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗର୍ଭାବସ୍ଥାରେ ସାଧାରଣତଃ ମହିଳାଙ୍କୁ ଭାରି କାମ ଓ ଅତ୍ୟଧିକ ଶାରୀରିକ ପରିଶ୍ରମ କରିବାକୁ ମନା କରାଯାଇଥାଏ। ମା’ ଏବଂ ଶିଶୁ ଉଭୟଙ୍କ ମଙ୍ଗଳ ପାଇଁ ଏହି ପରାମର୍ଶ ଦିଆଯାଏ। କିନ୍ତୁ ଆମେରିକାର...

ବିସ୍କୁଟ ସ୍ଵାଦ ଚାଖିବାକୁ ଚାକିରି ଦେଉଛି କମ୍ପାନି, ବର୍ଷକୁ ୪୦ ଲକ୍ଷ ଟଙ୍କା ଦରମା

ଓଡ଼ିଶାଲାଇଭ୍ ବ୍ୟୁରୋ ଭଲ ଚାକିରିଟିଏ କରି ଆରାମଦାୟକ ଜୀବନ ବଞ୍ଚିବାକୁ ପ୍ରତ୍ୟେକ ମଣିଷ ସ୍ଵପ୍ନ ଦେଖନ୍ତି। ଏମିତିରେ ଯଦି ଜଣଙ୍କୁ କେବଳ ବିସ୍କୁଟ ଖାଇବା ପାଇଁ ଚାକିରି ଦିଆଯିବ ଏବଂ ଏଥିପାଇଁ ୪୦ ଲକ୍ଷ...