ହସ୍ପିଟାଲରେ କ୍ରେଚ୍ ସୁବିଧା, ଚାପମୁକ୍ତ ହେବେ ମହିଳା କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ପ୍ରଥମ ହସ୍ପିଟାଲ ଭାବେ ଭୁବନେଶ୍ୱର ଏମ୍ସରେ ଖୋଲିଲା ଶିଶୁମାନଙ୍କ ପାଇଁ କ୍ରେଚ୍ ହସ୍ପିଟାଲରେ ଖୋଲିଲା କ୍ରେଚ୍ ଚାପମୁକ୍ତ ହେବେ ମହିଳା କର୍ମଚାରୀ ୬ମାସରୁ ୧୦ବର୍ଷ ବୟସର ଶିଶୁଙ୍କ ପାଇଁ ରହିବା...

ହରିୟାଣାରେ ଧର୍ମୀୟ ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ: ହିଂସାରେ ୨ ହୋମଗାର୍ଡଙ୍କ ସମେତ ୪ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଷ୍ଠୀ ସଂଘର୍ଷର ନିଆଁରେ ଜଳୁଛି ହରିୟାଣା। ରାଜ୍ୟର ନୁହ ଜିଲ୍ଲାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର ଏକ ଧର୍ମୀୟ ସଂଗଠନର ଶୋଭାଯାତ୍ରା ବେଳେ...
missing

ହରିୟାଣା ଗୁରୁଗ୍ରାମରୁ ଗାଏବ ହେଉଛନ୍ତି କରୋନା ସଂକ୍ରମିତ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ଦେଶ ବ୍ୟାପି ନିଜର କାୟା ମେଲାଇ ଚାଲିଛି। ହୁ ହୁ ହୋଇ ବଢ଼ୁଛି କରୋନା ରୋଗୀଙ୍କ ସଂଖ୍ୟା। ତେବେ ହରିୟାଣା ଫରିଦାବାଦ ଜିଲ୍ଲାର ସାଇବର ସିଟି ଗୁରୁଗ୍ରାମରୁ ଗାଏବ ହେବାରେ...

ହରିପୁର ଜଙ୍ଗଲରେ ବନ୍ଦ ସୁଟକେସରୁ ମିଳିଲା ଶବ: ପତ୍ନୀଙ୍କ ସମେତ ୩ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ନାଚୁଣୀ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲରୁ ଗୋଟିଏ ସୁଟକେସ ଭିତରୁ ରବିବାର ଦିନ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ଏହି ଘଟଣାରେ ସୋମବାର...

ହମାସର ଅନ୍ତ ଘଟାଇବା ପାଇଁ ଇସ୍ରାଏଲକୁ ଆମେରିକାର ସମର୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ହମାସ ଆକ୍ରମଣ ପରେ ଏବେ ପ୍ରତିଶୋଧ ନେବାରେ ଲାଗିଛି ଇସ୍ରାଏଲ। ଏବେ ଇସ୍ରାଏଲର ସମର୍ଥନରେ ଆମେରିକା ଆଗକୁ ଆସିଛି। ଅନେକ...

ହମାସ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଉଛି ଇସ୍ରାଏଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣର କଡ଼ା ଜବାବ ଦେଉଛି ଇସ୍ରାଏଲ। ଗାଜାରେ ହମାସର ଗୋଟିଏ ପରେ ଗୋଟିଏ ଠିକଣା ଉପରେ ଇସ୍ରାଏଲର ଘନ ଘନ ବୋମା ବର୍ଷା ଜାରି ରହିଛି।...

ହବିଷ୍ୟାଳିଙ୍କ ପାଇଁ ‘ବୃନ୍ଦାବତୀ ନିବାସ’ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ହବିଷ୍ୟାଳି ମା'ଙ୍କ କାର୍ତ୍ତିକ ବ୍ରତ ଆରମ୍ଭ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଲେ ହବିଷ୍ୟାଳି ପୁରୀରେ ହବିଷ୍ୟାଳି ମା’ମାନଙ୍କର କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଏଣିକି ସେମାନଙ୍କର ଖାଇବା ଏବଂ ରହିବା...

ହତ୍ୟା ଧମକ୍: ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ପ୍ଲସ ସୁରକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ବାଦଶାହ ଶାହାରୁଖ ଖାନଙ୍କୁ ମିଳିବ ଓ୍ଵାଇ ଫ୍ଲସ ସୁରକ୍ଷା। ଲଗାତର ହତ୍ୟା ଧମକ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ମହାରାଷ୍ଟ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ ଶାହାରୁଖ ଖାନ। ମହାରାଷ୍ଟ୍ର...

ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଗିରଫ କଲା କୋରାପୁଟ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋଟପାଡ଼ ଅଞ୍ଚଳର ଏକ ଜଙ୍ଗଲ ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଯୁବକ ଜଣଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗରେ...

ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ଵାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ନିର୍ବାଚନ ପୂର୍ବରୁ ଘର ସଜାଡ଼ୁଛି କଂଗ୍ରେସ। ଦଳର ଦୁଇ ଜଣ ବରିଷ୍ଠ ନେତାଙ୍କୁ ଉପରୁ ହଟିଛି ନିଲମ୍ବନ ଆଦେଶ। ପୁଣି କଂଗ୍ରେସକୁ ଫେରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ...