ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ଶାରଦୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରରୁ ପ୍ରକାଶିତ ପୁରାତନ ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ଶାରଦୀୟ ସାରସ୍ୱତ ସମାରୋହ ସ୍ଥାନୀୟ ‘ଆତିଥ୍ୟ’ ସଭାଗୃହରେ ଅନୁଷ୍ଠିତ ହୋଇଛି। ଏଥିରେ...

ଏଥର ଜମିବ ବାଲେଶ୍ୱର ଗଡ଼ଗଡ଼ିଆ ଛକ ଦୁର୍ଗାପୂଜା – ପାରମ୍ପରିକ ବାଦ୍ୟ ନୃତ୍ୟରେ ଦୁଲୁକିବ ସହର

ଓଡ଼ିଶାଲାଇଭ୍‌ ବ୍ୟୁରୋ  (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ସୁନ୍ଦର ଆଲୋକ ମାଳା ଓ ମନଲୋଭା ତୋରଣରେ ଏବେ ହସି ଉଠୁଛି ବାଲେଶ୍ୱର ସହର। ପୂଜା ମଣ୍ଡପଗୁଡ଼ିକରେ ଅଭୟଦାୟିନୀ ମା ଦୁର୍ଗାଙ୍କୁ ଆବାହନ ଲାଗି ପ୍ରସ୍ତୁତି...

ବାଲେଶ୍ଵର: ନୀଳଗିରି ତହସିଲଦାରଙ୍କୁ ତାଲା ପକାଇଲେ ବିଧାୟକଙ୍କ ସମର୍ଥକ

ଓଡ଼ିଶାଲାଇଭ ବ୍ୟୁରୋ  ବାଲେଶ୍ଵର ନୀଳଗିରି ବିଧାୟକ ଓ ତହସିଲଦାର ମୁହାଁମୁହିଁ ହେବା ଘଟଣା ତ୍ରୀବ୍ର ରୂପ ନେଇଛି। ତହସିଲଦାରଙ୍କୁ ବିଧାୟକଙ୍କ ସମର୍ଥକମାନେ ତାଲା ପକାଇ ଦେଇଛନ୍ତି। ଏହାସହ ତହସିଲଦାରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ବିଧାୟକ ସୁକାନ୍ତ...

ସ୍ଵାମୀ ମୃତ୍ୟୁ ଦେଖି ଚାଲିଗଲା ସ୍ତ୍ରୀର ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ ଆଖି ସାମ୍ନାରେ ସ୍ଵାମୀର ମୃତ୍ୟୁ ଦେଖି ଟଳି ପଡ଼ିଲେ ସ୍ତ୍ରୀ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେମୁଣା ଅନ୍ତର୍ଗତ ବଡ଼ପାରିଆ ଗାଁରେ। ସ୍ଵାମୀର ହୃଦଘାତ ହେବା ଦେଖି ହଠାତ୍‌...

ବାଲେଶ୍ୱର ଜିଲ୍ଲାରେ ଶୁଭାରମ୍ଭ ହେଲା ବିଜେଡିର ଜନସଂପର୍କ ପଦଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନସଂପର୍କ ପଦଯାତ୍ରା। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୧୧ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଜନ ସମ୍ପର୍କ...

ବାଲେଶ୍ୱର ଓ ଭଦ୍ରକରେ ଖୋଲିଲା ନୂଆ ରିଲାଏନ୍ସ ସ୍ମାର୍ଟ ଷ୍ଟୋର

ଓଡ଼ିଶାଲାଇଭ୍ ବ୍ୟୁରୋ ଭଦ୍ରକ ଓ ବାଲେଶ୍ୱରେ ଖୋଲିଲା ନୂଆ ରିଲାଏନ୍ସ ସ୍ମାର୍ଟ ଷ୍ଟୋର। ମଙ୍ଗଳବାର ଭଦ୍ରକର ଛପୁଲିଆ ବାଇପାସ ଏବଂ ବାଲେଶ୍ୱରର ରେଳଷ୍ଟେସନ ନିକଟରେ ଏହି ଦୁଇ ନୂଆ ଷ୍ଟୋର ଖୋଲାଯାଇଛି। ଏହି ଦୁଇଟି...

ବାଲେଶ୍ଵର: ଭ୍ୟାନ ଧକ୍କାରେ ଚାଲିଗଲା ମା, ଝିଅଙ୍କ ଜୀବନ, ବାପା ଗୁରୁତର

ଓଡ଼ିଶାଲାଇଭ ବ୍ୟୁରୋ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ମା, ଝିଅଙ୍କ ଜୀବନ। ବାପାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଏନଏଚ୍‌ ୬୦...

ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସୋମବାର ପୂର୍ବାହ୍ନ ୧୦ଟା ୨୦ ମିନିଟରେ ସୁପରସୋନିକ ଦୂରଗାମୀ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ସଫଳ ହୋଇଛି। ଏହି କ୍ଷେପଣାସ୍ତ୍ରରେ ଭାରତୀୟ କ୍ଷେପଣ ପଦ୍ଧତି, ଏୟାରଫ୍ରେମ,...

ଛେଳି ଚରାଇବା ସମୟରେ କବିତା ଲେଖନ୍ତି ଅରକ୍ଷିତ ପରିଜା, ସମ୍ବର୍ଦ୍ଧିତ କଲା ‘ଭଲ କବିତାର ଖୋଜ୍’

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି):  ‘ଭଲ କବିତାର ଖୋଜ୍’ ର ୭୫ତମ ଆସର ରବିବାର ବାଲେଶ୍ୱର ରାଜାବଗିଚାସ୍ଥିତ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ...

ସମାଜସେବା ପାଇଁ ବାଲେଶ୍ଵର ଝିଅ ପାଇଲେ ‘ଓଡ଼ିଶା ୟୁଥ୍‌ ଆଓ୍ଵାର୍ଡ’

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): 'ଓଡ଼ିଶା ୟୁଥ୍ ଆଓ୍ଵାର୍ଡ' ପାଇଛନ୍ତି ବାଲେଶ୍ୱରର କଳ୍ପାଶା ଅଙ୍କିତା ଶ। 'ଓଡିଆ ମିଡିଆ' ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ସମାରୋହରେ ଏହି ଆଓ୍ଵାର୍ଡ ଗ୍ରହଣ କରିଛନ୍ତି...