ପଦ୍ମପୁର ବିଧାନସଭା ଉପନିର୍ବାଚନ: ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷ ଦିନରେ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀଙ୍କ ଗହଣରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ...

ବିଜେଡିରେ ସାମିଲ ହେଲେ ନୂଆପଡ଼ାର ପୂର୍ବତନ ସହକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢ଼େଇ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରେ ସାମିଲ ହେଲେ ନୂଆପଡ଼ା ଜିଲ୍ଲାର ପୂର୍ବତନ ସହାକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢ଼େଇ। ଶତାଧିକ ସମର୍ଥକଙ୍କ ଗହଣରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ମହେନ୍ଦ୍ର ବଢ଼େଇଙ୍କ...

ବରଗଡ଼ ଧନୁଯାତ୍ରା ମଞ୍ଚକୁ ପୁଣି ଫେରିବେ ହୃଷିକେଶ ଭୋଇ, ରାଜୁତି କରିବେ କଂସ ମହାରାଜା ହୋଇ

ଓଡ଼ିଶାଲାଇଭ୍ ବ୍ୟୁରୋ ମାତ୍ର କିଛି ବର୍ଷର ବ୍ୟବଧାନ ପରେ ପୁଣି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମଞ୍ଚକୁ ଫେରିବେ ହୃଷିକେଶ ଭୋଇ। କଂସ ମହାରାଜା ହୋଇ ୧୧ ଦିନ ରାଜୁତି କରିବେ ଖୋଲା ମଞ୍ଚରେ। ବିଶ୍ଵ...

ଆଲୋଚନା ସଫଳ: ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି ମିଳିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ସଫଳ ହେଲା ଆଲୋଚନା, ପଦ୍ମପୁର ଉପଖଣ୍ଡକୁ ମିଳିବ ଜିଲ୍ଲାର ମାନ୍ୟତା। ଆସନ୍ତା ୨୦୨୩ ଡିସେମ୍ବର ମାସ ସୁଦ୍ଧା ପଦ୍ମପୁର ଜିଲ୍ଲାର ମାନ୍ୟତା ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା...

ପଦ୍ମପୁର ଲଢ଼େଇ: ବିଜେପି ଘରେ ବିଜେଡି ନାଟ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପଦ୍ମପୁର ରାଜନୀତିରେ ହଟଚମଟ। ବିଜେଡି ଟିକେଟରେ ଲଢ଼ୁଛନ୍ତି ବିଜେପି ନେତାଙ୍କ ବୋହୂ। ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଘରେ ବିଜେଡିର ନାଟ ଚାଲିଥିବା ଦେଖିବାକୁ ମିଳିଛି। ବିଜେଡି ବର୍ଷା ସିଂ ବରିହାଙ୍କୁ...

ପଦ୍ମପୁର ବିଧାନସଭା ଉପନିର୍ବାଚନ: ୨୭୯ଟି ବୁଥରେ ମତଦାନ କରିବେ ୨ଲକ୍ଷ ୫୭ ହଜାର ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ହେବ ମତଦାନ। ଏହି ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା...

ବିରାଟ ପଟୁଆରରେ ଆସିଲେ, ପ୍ରାର୍ଥିପତ୍ର ଦାଖଲ ନକରି ଫେରିଗଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିରାଟ ପଟୁଆରରେ ଆସିଲେ ପ୍ରାର୍ଥିପତ୍ର ଦାଖଲ ନକରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରୁ ଫେରିଗଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ। ଏହିଭଳି ହାଇଡ୍ରାମା ଦେଖିବାକୁ ମିଳିଛି ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ। ପଦ୍ମପୁର ବିଧାନସଭା...

ପଦ୍ମପୁର ବିଧାନସଭା ଉପନିର୍ବାଚନ: ବର୍ଷାରାଣୀ ସିଂ ବରିହାଙ୍କୁ ପ୍ରାର୍ଥୀ କଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା ଶେଷରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାରାଣୀ ସିଂ...

ପଦ୍ମପୁର ବିଧାନସଭା ଉପନିର୍ବାଚନ: ପ୍ରାର୍ଥୀ ଦେଲେ ବିଜେପି-କଂଗ୍ରେସ, ବିଜେଡିର ଚାଲିଛି ଚୟନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମପୁର ବିଧାନସଭା ଉପନିର୍ବାଚନ ଲାଗି ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିନାହିଁ ବିଜେଡି। ବିଜେପି ଗତ ୧୧ ତାରିଖରେ ପ୍ରଦୀପ...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ହୃଷିକେଶ ଭୋଇ ଚଳିତ ବର୍ଷର କଂସ ମହାରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ବୀରେନ୍ଦ୍ର କୁମାର ପ୍ରଧାନ): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଚୟନ ପ୍ରକ୍ରିୟା ଶେଷ ହୋଇଛି। ଶେଷ ଦିନରେ ବରଗଡ଼ ଧନୁଯାତ୍ରା ପାଇଁ ମିଳିଛନ୍ତି କଂସ ମହାରାଜ। ଚଳିତ...