ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ: ମଥୁରାରେ ରଙ୍ଗସଭା, ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଓ ବସ୍ତ୍ରହରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଷଷ୍ଠ ଦିନ। ଗୋପପୁରରେ କୃଷ୍ଣଙ୍କ ବାଲ୍ୟଲୀଳା ଓ ବସ୍ତ୍ରହରଣ। କୃଷ୍ଣବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କ ରଙ୍ଗସଭା। ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଷଷ୍ଠ ଦିନରେ...

ଧନୁଯାତ୍ରା ଓ ରଙ୍ଗସଭା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଜୟପ୍ରକାଶ ଶତପଥୀ): ଏଗାର ଦିନର ଧନୁଯାତ୍ରାର ଷଷ୍ଠ ଦିବସରେ ମଥୁରା ନଗରୀ ରାଜଦରବାରରେ ଅନୁଷ୍ଠିତ ହୁଏ ରଙ୍ଗସଭା। ଷାଠିଏ ଓ ସତୁରୀ ଦଶକରେ ଯେତେବେଳେ ଯୋଗଯୋଗ ସୁବିଧା ନ ଥିଲା ବାହାର...

ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନ: ଷଡ଼ମଲ୍ଲଙ୍କ ନିଧନରେ ମର୍ମାହତ କଂସ, ଗୋପପୁରରେ କାଳୀୟ ଦଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ଧନୁଯାତ୍ରାର ପଞ୍ଚମ ଦିନରେ ଷଡ଼ମଲ୍ଲଙ୍କ ନିହତ ଖବର ଶୁଣି ଚିନ୍ତାରେ ପଡ଼ି ଯାଇଛନ୍ତି ରାଜା କଂସ। ବରଗଡ଼: ଶିଶୁ କୃଷ୍ଣକୁ ହତ୍ୟା କରିବାର ଷଡ଼ଯନ୍ତ୍ର ନେଇ ଗୋପପୁରକୁ କଂସ ପ୍ରେରଣ କରିଥିଲେ...

ଧନୁଯାତ୍ରାରେ ସଂଚାର କଳା – ଯେଉଁଠି କଳାକାର ନିଜେ ବାଜା ବଜାଇବା ସହ ନାଚି, ଗାଇ ଦର୍ଶକଙ୍କ ମନ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧନୁଯାତ୍ରାରେ ସଂଚାର ହିଁ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା। (ବରଗଡ଼ରୁ ଏସ୍‌ ବଦ୍ରିପ୍ରସାଦ): ବରଗଡ଼ ଧନୁଯାତ୍ରା ସହ ସଂଚାର କଳାର ଅଭିନ୍ନ ସଂପର୍କ ରହିଛି। ପୂର୍ବରୁ ଟେଲିଭିଜନ ଓ ସିନେମା ଭଳି କୌଣସି...

ବରଗଡ଼ ଇମ୍ପେରିଆଲ କଲେଜରେ ମୁମ୍ବାଇ ଡବାବାଲା ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜ ପରିସରରେ ମୁମ୍ବାଇ ଡବାବାଲା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସୁନୀଲ ସିନ୍ଧେଙ୍କ ପ୍ରତିନିଧିତ୍ୱରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବା ଏହି ଟିମ୍‌କୁ ଇମ୍ପେରିଆଲ କଲେଜ...

ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ – ଗୋପପୁରରେ ନନ୍ଦ ଉତ୍ସବ, ମଥୁରାରେ ବିଜୁଳି କନ୍ୟାର ଅଟ୍ଟହାସ୍ୟରେ କଂସ ବିଚଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନନ୍ଦ ଉତ୍ସବ ସାଙ୍ଗକୁ ବିଜୁଳି କନ୍ୟାର ଅଟ୍ଟହାସ୍ୟରେ ଜମିଥିଲା ବରଗଡ଼ ଧନୁଯାତ୍ରାର ତୃତୀୟ ଦିନ। ବରଗଡ଼: ବରଗଡ ଧନୁଯାତ୍ରାର ତୃତୀୟ ଦିନରେ ଗୋପପୁରରେ  ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମକୁ ନେଇ ଆତ୍ମବିଭୋର ହୋଇ ପଡିଛନ୍ତି...

ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କରିବାରେ କଳାକାରଙ୍କ ଭୂମିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ର ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ହେବା ପଛର କାରଣ ହେଉଛନ୍ତି କଳାକାର। କଳାକାରମାନେ ଧନୁଯାତ୍ରାରେ ଏମିତି ଅଭିନୟ କରନ୍ତି ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଏ। ବରଗଡ଼ ଧନୁଯାତ୍ରାର ନାଟ୍ୟଧାରା ହରିବଂଶ...

ବରଗଡ଼ ଧନୁଯାତ୍ରାର ଦ୍ୱିତୀୟ ଦିନ – ମଥୁରା କାରାଗାରରେ ଶ୍ରୀକୃଷ୍ଣଙ୍କ ଜନ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ବୁଧବାର ଥିଲା ଦ୍ୱିତୀୟ ଦିବସ। ଦ୍ୱିତୀୟ ଦିବସରେ ପ୍ରବଳ ପ୍ରତାପୀ କଂସଙ୍କ ଅତ୍ୟାଚାରରେ ମଥୁରାବାସୀ ଥରହର ହୋଇପଡିଥିବା ବେଳେ କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ...

ବରଗଡ଼ ଧନୁଯାତ୍ରାର କାହାଣୀକୁ ନେଇ କେତେ ପୁସ୍ତକ?

ଓଡ଼ିଶାଲାଇଭ୍ ବ୍ୟୁରୋ (ବରଗଡ଼ରୁ ଜୟପ୍ରକାଶ ଶତପଥୀ): ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ସଂପର୍କରେ ସ୍ମରଣିକା ସହ ଅନେକ ପୁସ୍ତକ ପ୍ରକାଶିତ ହୋଇଛି। ଧନୁଯାତ୍ରାର ରଜତ ଜୟନ୍ତୀ ସମାରୋହରେ ପ୍ରଥମ ଥର ପାଇଁ ଧନୁଯାତ୍ରା ସ୍ମରଣିକା ପ୍ରକାଶିତ ହୋଇଥିଲା। ବିଶିଷ୍ଟ...

ବରଗଡ଼ ଧନୁଯାତ୍ରା – ମଥୁରାରେ କଂସ ରାଜୁତି, କାରାଗାରରେ ଦେବକୀ-ବସୁଦେବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼: ବରଗଡ଼ ଧନୁଯାତ୍ରା ମହୋତ୍ସବର ପ୍ରଥମ ଦିନରେ ମହାରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ରାମଜୀ ମନ୍ଦିରସ୍ଥିତ ବିବାହ ମଣ୍ଡପଠାରେ ଦେବକୀ ଏବଂ ବସୁଦେବଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ମୃଗୟାରୁ ଫେରି ଯୁବରାଜ କଂସ...