ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ – କାହିଁକି ଛାଡ଼ିଲ ବିଜେପୁର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁରରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପୁରରେ କ’ଣ ପାଇଁ ହେଉଛି ଉପନିର୍ବାଚନ? ନବୀନ ବାବୁ ହିଞ୍ଜିଳି ନଛାଡ଼ି କାହିଁକି ବିଜେପୁର ଛାଡ଼ିଲେ? ବିଜେପୁର ପ୍ରଚାର...

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକଙ୍କ ତାଲିକା, ଜାଣନ୍ତୁ କେଉଁ ଦଳରେ କିଏ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ତିନି ଦଳ ତାଙ୍କର ଷ୍ଟାର ପ୍ରଚାରକ ଘୋଷଣା କରିଛନ୍ତି। ଆଗାମୀ ବିଜେପୁର ଉପ-ନିର୍ବାଚନରେ ଏହି ନେତାମାନେ ଦଳ ପାଇଁ ପ୍ରଚାର କରିବେ। ବିଜେଡିର ଷ୍ଟାର ପ୍ରଚାରକରେ ସାମିଲ...

ବିଜେପୁରରେ କିଏ ମାରିବ ବାଜି – ରୀତା, ଗଡ଼ତିଆ ନା ଦିଲ୍ଲୀପ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପୁରରେ ହେବ ତ୍ରିମୁଖି ଲଢ଼େଇ। ପ୍ରାର୍ଥୀ ଘୋଷଣା କଲେ ତିନି ଦଳ। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ବିଜେଡି ପ୍ରାର୍ଥୀ ହେଲେ ରୀତା ସାହୁ ବିଜେପି ଦେଲା ସନତ...

କଂଗ୍ରେସର ବିଜେପୁର ପ୍ରାର୍ଥୀ ତାଲିକା – ଆଗରେ ଅଭିଷେକଙ୍କ ନାଁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ଟିକେଟ କିଏ ନେବ? ଏହାକୁ ନେଇ ଗତ ଦୁଇ ଦିନ ହେଲା କଂଗ୍ରେସ ଭବନରେ ଚାଲିଥିଲା ତର୍ଜମା। ତର୍ଜମା ଶେଷ ହେବା ପରେ ୫ ଜଣ...

ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ଓଡ଼ିଶାଲାଇଭ ବ୍ୟୁରୋ ପୁଣି ଏକ ଚାଷୀଙ୍କ ଆତ୍ମହତ୍ୟା। ମୃତ ଚାଷୀ ହେଉଛନ୍ତି ବରଗଡ଼ ଜିଲ୍ଲା ନୂଆପାଲୀ ଗ୍ରାମର ମହେନ୍ଦ୍ର ସାହୁ। ଋଣ ଭାର ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ...

ପ୍ରକାଶ ପାଇଲା ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ବିଜେପୁର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା...

ଅଢ଼େଇ ବର୍ଷରେ ଆଉ ଏକ ଉପ-ନିର୍ବାଚନ – ଏଥର କାହାର ହେବ ବିଜେପୁର?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୮ ଉପ-ନିର୍ବାଚନରେ କଂଗ୍ରେସ ଗଡ଼କୁ ଭାଙ୍ଗିଥିଲା ବିଜେଡି। ଏଥର କିଏ ବିଜେପୁରକୁ ଦଖଲ କରିବ? ବିଜେପୁରରେ ହେବ ଉପ-ନିର୍ବାଚନ। ଏଥିପାଇଁ ବିଗୁଲ ଫୁଙ୍କିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋରା। ଅକ୍ଟୋବର...

ମନ୍ତ୍ରୀଙ୍କ ନାଁ କହି ଲୁଟୁଥିଲେ, ଫସିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ମନ୍ତ୍ରୀଙ୍କ ନାଁ କହି ସରକାରୀ ଅଧିକାରୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଘଟଣାର ଏବେ ପର୍ଦାଫାସ ହୋଇଛି। ଏହି ମାମଲାରେ ବରଗଡ଼ ପୋଲିସ ସୁଶାନ୍ତ ରଞ୍ଜିତ ନାମକ ଜଣେ ବ୍ୟକ୍ତିକୁ...

ରୀତା ସାହୁ ହେବେ ବିଜେପୁରରେ ବିଜେଡି ପ୍ରାର୍ଥୀ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସୁବାସ ଚୌହାନଙ୍କୁ ଥଇଥାନ ପରେ ରୀତାଙ୍କ ପାଇଁ ରାସ୍ତା ପରିଷ୍କାର। ବିଜେପୁର ଉପ-ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ। ହେଲେ ବିଜେଡି ଏହି ଉପ-ନିର୍ବାଚନ ପାଇଁ ପାଗ ପ୍ରସ୍ତୁତ କଲାଣି। ସୁବାସ...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହେଲେ ସୁବାସ ଚୌହାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ନେତା ସୁବାସ ଚୌହାନଙ୍କୁ ନୂଆ ଦାୟିତ୍ୱ ମିଳିଛି। ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ...