ପୁଣି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ହେବେ ଭୁବନେଶ୍ୱର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ପ୍ରଧାନ। ଗୁରୁବାର ଏନେଇ ଧନୁଯାତ୍ରା କମିଟିର ସଭାପତି ତଥା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଚଳିତ ବର୍ଷ...

ବରଗଡ଼ର ‘ଗୋ’ବନ୍ଧୁ’ କଶ୍ମୀର ସିଂହ – ବୁଲା ଗାଈଗୋରୁଙ୍କ ଲାଗି ସାଜିଛନ୍ତି ତ୍ରାଣକର୍ତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ (କୃତ୍ତିକା ଶତପଥୀ): ଆମ ଭାରତୀୟ ସଂସ୍କୃତିରେ ଗାଈଙ୍କୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ଭାରତୀୟ ସଭ୍ୟତାରେ ଗୋପାଳନକୁ ବି ଗୁରୁତ୍ୱ ଦିଆଯାଏ। ହେଲେ ବର୍ତ୍ତମାନ ଆଧୁନିକତାର ଏହି ସହରୀ ସଭ୍ୟତାରେ ଆମେ ଗୋରୁଗାଈଙ୍କ...

ଆଜି ବିଜେପୁର ମହାଯୁଦ୍ଧର ଫଳାଫଳ, ୮ଟାରୁ ଭୋଟ୍‌ ଗଣତି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବହୁ ଚର୍ଚ୍ଚିତ ବିଜେପୁର ଉପ-ନିର୍ବାଚନର ବାହାରିବ ଫଳାଫଳ। ପଦ୍ମପୁରରେ ଚାଲିବ ଭୋଟ୍‌ ଗଣତି। ୧୦୩ ଜଣ କର୍ମଚାରୀ ସାମିଲ ହୋଇ ଭୋଟ୍‌ ଗଣତି କରିବେ। ଅପରାହ୍‌ଣ ସୁଦ୍ଧା ଜଣାପଡ଼ିବ କାହାମୁଣ୍ଡରେ ବିଜେପୁରବାସୀ...

ବିଜେପୁରରେ ନବୀନ, ରୀତାଙ୍କ ପାଇଁ କଲେ ମାରାଥନ ପ୍ରଚାର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର, ବରପାଲି ବ୍ଲକରେ ଆଜି ନବୀନ କରିଛନ୍ତି ମାରାଥନ ପ୍ରଚାର। ହାତରେ ଆଉ ଗୋଟିଏ ଦିନ। ବିଜେପୁରରେ ଶେଷ ହେବ ପ୍ରଚାର। ଏଥିପାଇଁ ସବୁ ରାଜନୀତିକ ଦଳର ପ୍ରାର୍ଥୀ ଦିନରାତି ଏକ...

ଗୁରୁବାର ବିଜେପୁର ଯିବେ ନବୀନ – ରାତିରେ ରହିବେ, ପ୍ରଚାର କରିବେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁରରେ ଚାଲିଛି ହାଇଭୋଲଟେଜ ପ୍ରଚାର। ବିଜେଡି, ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତା ବିଜେପୁରରେ ଡେରା ପକାଇ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ନେତାଙ୍କ ପ୍ରଚାରରେ କମ୍ପୁଛି...

ପଦ୍ମପୁରରେ ନକଲି ବିଡ଼ି କାରଖାନାର ପର୍ଦ୍ଦାଫାସ, ୧ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ପଦ୍ମପୁର ବରିକେଲ ପଞ୍ଚାୟତ ସିଂହନପୁର ଗାଁରେ ପୋଲିସ ଚଢ଼ାଉ କରି ଏକ ନକଲି ବିଡ଼ି କାରଖାନାର ପର୍ଦ୍ଦାଫାସ କରିଛି। ଏହି...

ବିଜେପୁର – ପଦ୍ମରୁ ଖସୁଛି ପାଖୁଡ଼ା!

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୮ ଉପନିର୍ବାଚନ ବେଳେ ପଦ୍ମ ଧରିଥିବା ଅଶୋକ ପାଣିଗ୍ରାହୀ ଏବେ ଦଳରୁ ଦେଲେ ଇସ୍ତଫା। ୨୦୧୯ ସାଧାରଣ ନିର୍ବାଚନରେ ବରଗଡ଼ ଲୋକସଭା ଆସନରେ ପଦ୍ମ ଫୁଟାଇଥିବା ବିଜେପି ଏବେ ବିଜେପୁରରେ ପଦ୍ମ...

ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ

ଓଡ଼ିଶାଲାଇଭ ବ୍ୟୁରୋ ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଲା ବଡ଼ ଝଟକା। ବିଜେପିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ। ବିଜେପି ଅଣଦେଖା କରୁଥିବା ଅଭିଯୋଗ କରି ସେ ଦଳରୁ ଇସ୍ତଫା ଦେଇଛନ୍ତି। ୨୦୧୮...

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ – କାହିଁକି ଛାଡ଼ିଲ ବିଜେପୁର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁରରେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପୁରରେ କ’ଣ ପାଇଁ ହେଉଛି ଉପନିର୍ବାଚନ? ନବୀନ ବାବୁ ହିଞ୍ଜିଳି ନଛାଡ଼ି କାହିଁକି ବିଜେପୁର ଛାଡ଼ିଲେ? ବିଜେପୁର ପ୍ରଚାର...

ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଲା ଷ୍ଟାର ପ୍ରଚାରକଙ୍କ ତାଲିକା, ଜାଣନ୍ତୁ କେଉଁ ଦଳରେ କିଏ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପାଇଁ ତିନି ଦଳ ତାଙ୍କର ଷ୍ଟାର ପ୍ରଚାରକ ଘୋଷଣା କରିଛନ୍ତି। ଆଗାମୀ ବିଜେପୁର ଉପ-ନିର୍ବାଚନରେ ଏହି ନେତାମାନେ ଦଳ ପାଇଁ ପ୍ରଚାର କରିବେ। ବିଜେଡିର ଷ୍ଟାର ପ୍ରଚାରକରେ ସାମିଲ...