ବିଧାୟକଙ୍କ ପାଇଁ ତିଆରି ହେବ ଆପାର୍ଟମେଣ୍ଟ, ଭଙ୍ଗା ହେବ କ୍ୱାର୍ଟର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଙ୍ଗା ହେବ ରବୀନ୍ଦ୍ରମଣ୍ଡପ ପଛପଟ କ୍ୱାର୍ଟର୍ସ
ତିଆରି ହେବ ଆପାର୍ଟମେଣ୍ଟ
ଆସନ୍ତା ମାସରୁ ଆରମ୍ଭ ହେବ କାମ
ଆପାର୍ଟମେଣ୍ଟରେ ରହିବ ୧୪୦ଟି ଫ୍ଲାଟ୍
ବ୍ୟୟ ହେବ ୪୦୦ କୋଟି ଟଙ୍କା
...
ଦେଶର ପ୍ରତ୍ୟେକ ରାଜ୍ୟରେ ଏନ୍ଆରସି ଲାଗୁ ହେବା ଦରକାର: ଭୈୟାଜୀ ଯୋଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର ପ୍ରତ୍ୟେକ ରାଜ୍ୟରେ ଏନ୍ଆରସି ଲାଗୁ ହେବା ଉଚିତ। ସଂପୂର୍ଣ୍ଣ ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟ ନୀତି ନିର୍ମାଣ ପୂର୍ବକ ତାଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ...
ଓଡ଼ିଶା ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ – ସୌଭାଗ୍ୟ ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=eX88BjjuF9E&t=13s
ଫିକି ପୂର୍ବାଞ୍ଚଳ ପର୍ଯ୍ୟଟନ କମିଟିର ଅଧ୍ୟକ୍ଷ ତଥା ମେ’ ଫେୟାର ହୋଟେଲ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୌଭାଗ୍ୟ ମହାପାତ୍ର ଓଡ଼ିଶା ଟ୍ରାଭେଲ ବଜାର ତୃତୀୟ ସଂସ୍କରଣର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ରାଜ୍ୟ...
ସାରା ଭାରତରେ ଯାହା ନାହିଁ, ତାହା ଓଡ଼ିଶାରେ ରହିଛି – ଜେ କେ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=YUA7wI_Nbzc
ଫିକି ଜାତୀୟ ପର୍ଯ୍ୟଟନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍ର ସିଏମ୍ଡି ଜେ କେ ମହାନ୍ତି ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣରେ ଯୋଗ ଦେଇ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର...
ଓଡ଼ିଶା ବିଧାନସଭାର ହେବ ନବକଳେବର, ଖର୍ଚ୍ଚ ହେବ ୪୦୦ କୋଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ବଦଳିବ ଓଡ଼ିଶା ବିଧାନସଭାର ରୂପରେଖ। ଭାରତର ଏକ ଅତ୍ୟାଧୁନିକ ବିଧାନସଭାରେ ପରିଣତ ହେବ ଓଡ଼ିଶା ବିଧାନସଭା। ବିଧାନସଭାର ରୂପରେଖ ବଦଳିବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
‘‘ବିଧାୟକଙ୍କ କଲୋନୀର...
ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ ହେବ ଜବରଦଖଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ପରେ ଲିଙ୍ଗରାଜ ମନ୍ଦିର ଚାରିପଟୁ ଉଚ୍ଛେଦ ହେବ ଜବରଦଖଲ। ଏନେଇ ସ୍କ୍ୱାଡ୍ ପକ୍ଷରୁ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା। ବିଏମ୍ସି, ବିଡିଏ, ସାଧାରଣ ପ୍ରଶାସନ, ଆର୍ ଆଣ୍ଡ ବି,...
ସୈନିକ ସ୍କୁଲରେ ନାମଲେଖା ପାଇଁ ଅକ୍ଟୋବର ୩୧ ଯାଏଁ କରିପାରିବେ ଅନ୍ଲାଇନ ପଞ୍ଜିକରଣ
ଓଡ଼ିଶାଲାଇଭ ବ୍ୟୁରୋ
ସୈନିକ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇବା ପାଇଁ ଅନଲାଇନ ପଞ୍ଜିକରଣର ଶେଷ ତାରିଖକୁ ଘୁଞ୍ଚାଯାଇଛି। ଅକ୍ଟୋବର ୩୧ ତାରିଖ ଯାଏଁ ପଞ୍ଜିକରଣ କରିପାରିବେ। ଭୁବନେଶ୍ଵର ଓ ସମ୍ଵଲପୁରରେ ଥିବା ସୈନିକ...
ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରୁ ନୟାଗଡ଼କୁ ଆଜି ସେବା ଏକ୍ସପ୍ରେସ୍ ଟ୍ରେନ୍ ଉଦ୍ଘାଟନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ରେଳମନ୍ତ୍ରୀ ପିୟୂଷ ଗୋଏଲ ଭିଡିଓ କନଫରେନ୍ସିଂ ଜରିଆରେ ଟ୍ରେନର ଶୁଭାରମ୍ଭ କରିଛନ୍ତି।
ନୟାଗଡ଼ବାସୀଙ୍କ ପାଇଁ ଖୁସି...
ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର ମଙ୍ଗଳବାର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ୧୦ଟା ୧୮ରେ ଶୁଭ୍ରାଂଶୁର ମୃତ୍ୟ ହୋଇଥିବା ଜଣାପଡ଼ିଛି। ଶୁଭ୍ରାଂଶୁର ମୃତ୍ୟୁ ନେଇ ନନ୍ଦନକାନନ ଉପମହାନିର୍ଦ୍ଦେଶକ ଜୟନ୍ତ କୁମାର...
ବିଜୁ ଯୁବ ବାହିନୀ ପକ୍ଷରୁ ଆରମ୍ଭ ହେଲା ସାମାଜିକ କାର୍ଯ୍ୟକ୍ରମ ‘ରକ୍ଷକ’
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁରକ୍ଷିତ ଗାଡ଼ି ଚାଳନା ନିମନ୍ତେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ‘ବିଜୁ ଯୁବ ବାହିନୀ’ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ‘ରକ୍ଷକ’ ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ଏଜି ଛକରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ...





















