ରଦ୍ଦ ହେଲା ଡାନ୍ସ ବାର୍ ଅଗ୍ନି ନିରାପତ୍ତା ଏନ୍ଓସି
ଓଡ଼ିଶାଲାଇଭ ବ୍ୟୁରୋ
ରଦ୍ଦ ହେଲା ଡାନ୍ସ ବାର୍କୁ ମିଳିଥିବା ଅଗ୍ନି ନିରାପତ୍ତା ଏନଓସି। ଏହାକୁ ରଦ୍ଦ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ତ୍ରୁଟିପୂର୍ଣ୍ଣ ଭାବେ ଏନଓସି ଦିଆଯାଇଥିବା ନେଇ ଏହାକୁ ରଦ୍ଦ...
ଗାନ୍ଧୀ ଜୟନ୍ତୀରୁ ମୋ ସରକାର – ସହିଦ ନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ହେବ ଶୁଭାରମ୍ଭ
ଓଡ଼ିଶାଲାଇଭ ବ୍ୟୁରୋ
ଅଭିଯୋଗକାରୀଙ୍କ ସହ ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପ୍ରଥମେ ଭୁବନେଶ୍ଵରସ୍ଥିତ...
ପରିବହନ ବିଭାଗର ସ୍ଵତନ୍ତ୍ର ବ୍ୟବସ୍ଥା: ସହିଦ ନଗର ବିଏମସି ଓ ଓଏସ୍ଆରଟିସି ଅଫିସ ପରିସରରେ ଦିଆଯିବ ଲର୍ଣ୍ଣିଂ ଲାଇସେନ୍ସ
ଓଡ଼ିଶାଲାଇଭ ବ୍ୟୁରୋ
ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଭୁବନେଶ୍ଵରରେ ସ୍ଵତନ୍ତ୍ର ବ୍ୟବସ୍ଥା କରିଛି ପରିବହନ ବିଭାଗ। ଏହି ସ୍ଵତନ୍ତ୍ର ବ୍ୟବସ୍ଥା ସହିଦ ନଗର ବିଏମ୍ସି ଅଫିସ ଓ ଓଏସ୍ଆରଟିସି ଅଫିସ ପରିସରରେ ଉପଲବ୍ଧ ହେବ। କାଲିଠୁ...
ଏଣିକି ପ୍ରତି ରବିବାର ବରିଷ୍ଠ ନାଗରିକଙ୍କ ପାଇଁ ଥାନାରେ ହେବ ବୈଠକ
ଓଡ଼ିଶାଲାଇଭ ବ୍ୟୁରୋ
ଏଣିକି ବରିଷ୍ଠ ନାଗରିକଙ୍କ ସମସ୍ୟାର ସମାଧାନ କରିବେ ଥାନା ଅଧିକାରୀ। ପ୍ରତି ରବିବାର ଆଇଆଇସିଙ୍କ ଅଧ୍ୟକ୍ଷତାରେ ଥାନାରେ ବୈଠକ କରାଯିବ। ଅପରାହ୍ଣ ୪ଟାରୁ ୫ଟା ଯାଏଁ ଏହି ବୈଠକ ଅନୁଷ୍ଠିତ ହେବ।...
ଭୁବନେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ବିମାନବନ୍ଦରରେ ସ୍ୱାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜକମଲ ଯୋଗେ ସେ ଭୁବନେଶ୍ୱରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାପାଇଁ ବିମାନ ବନ୍ଦରରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ...
ବଦଳିବ ବରମୁଣ୍ଡା ବସ୍ଷ୍ଟାଣ୍ଡର ନକ୍ସା, ସାମ୍ନାକୁ ଆସିଲା ଆଖି ଝଲସେଇଲା ଭଳି ଫଟୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରମୁଣ୍ଡା ବସ୍ଷ୍ଟାଣ୍ଡର ନକ୍କସା ବଦଳାଇବେ ରାଜ୍ୟ ସରକାର। ଏଥିପାଇଁ ୧୬୦ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଲୋକସେବା ଭବନରେ ଗୁରୁବାର ବସିଥିବା ରାଜ୍ୟ କ୍ୟାବିନେଟ୍ରେ ଏହି ପ୍ରସ୍ତାବ ଉପରେ...
ନନ୍ଦନକାନନରେ ଖୋଲିବ ‘ପାଥୋ ୟୁନିଟ’ – ପଶୁପକ୍ଷୀଙ୍କର ହେବ ପ୍ରାଥମିକ ପରୀକ୍ଷା
ଓଡ଼ିଶାଲାଇଭ ବ୍ୟୁରୋ
ନନ୍ଦନକାନନରେ ଖୋଲିବ ଏକ 'ପାଥୋ ୟୁନିଟ'। ହାତୀ ମୃତ୍ୟୁକୁ ନେଇ ନନ୍ଦନକାନନରେ ଏକ ବୌଠକ ବସିଥିଲା। ତେବେ ଏଥିରେ ନନ୍ଦନକାନନରେ 'ପାଥୋ ୟୁନିଟ' ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି ବୋଲି ବୈଠକ...
ଚିକିତ୍ସାରେ ଅବହେଳା – କିମ୍ସକୁ ଅଢ଼େଇ ଲକ୍ଷ ଟଙ୍କା ଫାଇନ
ଓଡ଼ିଶାଲାଇଭ ବ୍ୟୁରୋ
ଚିକିତ୍ସା ଅବହେଳା ଯୋଗୁଁ କିମ୍ସକୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବଧିକାର କମିସନ। କ୍ଷତିପୂରଣ ନଦେଲେ ଡିଏମଇଟି କାର୍ଯ୍ୟାନୁଷ୍ଠାନ ନେବ ବୋଲି ତାଗିଦ୍ କରାଯାଇଛି।
୨୦୧୭...
ଲିଙ୍ଗରାଜ ମନ୍ଦିରରେ ଫାଟ, ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଲେ ଦେବୋତ୍ତର କମିସନର
ଓଡ଼ିଶାଲାଇଭ ବ୍ୟୁରୋ
ଦୁର୍ବଳ ହେଉଛି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ମୁଖ୍ୟ ମନ୍ଦିରରେ ସୃଷ୍ଟି ହୋଇଛି ଫାଟ। ଫଳରେ ମନ୍ଦିର ଭିତରେ ବର୍ଷା ପାଣି ଗଳୁଛି। ଏନେଇ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର...
କେମିତି ଆଗେଇବ ‘ମୋ’ ସରକାର’? – ପୋଲିସକୁ ‘ଶୂନ’ ଦେଲେ ପବ୍ଲିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆପଣଙ୍କ ଏଫ୍ଆଇଆର୍କୁ ଥାନା ବାବୁ କେତେ ଗୁରୁତ୍ୱ ଦେଲେ?
ଆପଣଙ୍କ ସହିତ ଥାନା ଅଧିକାରୀ କେଉଁ ଭାଷାରେ କଥା ହେଲେ?
ଖରାପ ଭାଷା କହିଲେ କି?
ପୋଲିସର ବ୍ୟବହାରରେ ଆପଣ ସନ୍ତୁଷ୍ଟ କି?
ପୋଲିସକୁ ଆପଣ କେତେ...





















