ଆଜି ରୁକୁଣା ରଥଯାତ୍ରା, ୩ଟା ପରେ ଗଡ଼ିବ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ, ରୁକୁଣା ରଥ ଟାଣିବାକୁ ଉତ୍ସାହର ସହ ଚାହିଁରହିଛନ୍ତି ଭକ୍ତ। ବୁଧବାର ଦିନ ଅଶୋକାଷ୍ଟମୀ ଅବସରେ...

ଓଡ଼ିଶାଲାଇଭ୍ ଓ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟରେ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଂଲାଦେଶ ଢାକା ସ୍ଥିତ ଡାଫୋଡିଲ ଅନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଉଜ୍ଜ୍ଵଳ ଅନୁ ଚୌଧୁରୀ ଶୁକ୍ରବାର ଦିନ ଓଡ଼ିଶାଲାଇଭର ମୁଖ୍ୟ କାର୍ଯ୍ୟାଳୟ, ଷ୍ଟୁଡିଓ ଏବଂ ସ୍ୱାସ୍ଥ୍ୟପ୍ଲସ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି।...

ମମତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବସ୍ତ୍ର ଉପହାର ଦେଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୌଜନ୍ୟମୂଳକ ଭାବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୁରୁବାର ଦିନ ସାକ୍ଷାତ କରିଛନ୍ତି। ଦୁଇ ଦିନ ପୁରୀରେ ରହଣି...

ରାଜ୍ୟରେ ୩ ବର୍ଷ ମଧ୍ୟରେ ନଦୀରେ ବୁଡ଼ି ୯୭୦ ଜଣ ପ୍ରାଣ ହରାଇଛନ୍ତି – ତୁଷାରକାନ୍ତି ବେହେରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ନଦୀରେ ବୁଡ଼ି ୯୭୦ ଜଣଙ୍କର ମୃତ୍ୟୁ ହୋଇଥିବା ସୋମବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ଗତ ୩ ବର୍ଷ...

ନବ ଦାସ ହତ୍ୟା ମାମଲା: ବିଧାନସଭା ଘେରାଉ ବେଳେ ପୋଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ “ନବ ଦାସଙ୍କ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ” ପୋଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ବିଧାୟକ ସୁଶାନ୍ତ ସିଂଙ୍କ ଘର ଉପରକୁ ଟମାଟୋ ମାଡ଼ ବିଧାନସଭା...

ଭୁବନେଶ୍ୱର ୟୁନିଟ-୭ସ୍ଥିତ ସୂର୍ଯ୍ୟନଗରକୁ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ମିଡିଆ ଚ୍ୟାନେଲ ‘ଓଡ଼ିଶାଲାଇଭ୍’ର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ଵର ୟୁନିଟ-୭ସ୍ଥିତ ସୂର୍ଯ୍ୟନଗରକୁ ସ୍ଥାନାନ୍ତର ହୋଇଛି। ଏବେ କାର୍ଯ୍ୟାଳୟର ନୂଆ ଠିକଣା - ଏ/୨୩, ସୂର୍ଯ୍ୟ ନଗର, ୟୁନିଟ-୭, ଭୁବନେଶ୍ଵର। ପୂର୍ବରୁ...

୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି ମିଶନ ଶକ୍ତି – ବାସନ୍ତୀ ହେମ୍ବ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତି ଜିଲ୍ଲାରେ ହେବ ଗୋଟିଏ ଗୋଟିଏ ଇଣ୍ଡଷ୍ଟ୍ରିଆଲ ପାର୍କ ୫ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରତିଷ୍ଠା ହେବ ୫୦୦ଟି ମିଶନ ଶକ୍ତି ବଜାର ସ୍ଵୟଂ ସହାୟକ ଗୋଷ୍ଠୀ ସାମଗ୍ରୀର ବିକ୍ରି...

ଏବେ ମିଶନ ଶକ୍ତିର ମା’ କରିବେ ‘ବ୍ରାଇଡାଲ ମେକଅପ୍’: ବିଶ୍ୱ ଦକ୍ଷତା କେନ୍ଦ୍ରରୁ ତାଲିମ ନେଇ ବାହାରିଲେ...

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ପାରମ୍ପରିକ କାର୍ଯ୍ୟରୁ ବାହାରି ଅଣପାରମ୍ପରିକ ଓ ବୈଷୟକ କାମ ହାତକୁ ନେଇ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଶେଷ ସଫଳତା ପ୍ରଦର୍ଶନ କରିପାରିଛନ୍ତି। ଏବେ ରାଜ୍ୟର ୪୦...

ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ୮ ହଜାର ସଦସ୍ୟାଙ୍କୁ ସାଇକେଲ ପ୍ରଦାନ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ମିଳିଲା ସାଇକେଲ। ଗୁରୁବାର ଦିନ ଲୋକସେବା ଭବନଠାରେ ଆୟୋଜିତ ଗୋଷ୍ଠୀ ସହଭାଗିତା ଉତ୍ସବରେ ୮,୦୦୦ ସଦ୍ୟସ୍ୟାଙ୍କୁ ସାଇକେଲ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି...

ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରି କମିଶନ (ଓଇଆରସି) ଅଧ୍ୟକ୍ଷ ଭାବେ ବୁଧବାର ଦିନ ଶପଥ ନେଲେ ସୁରେଶ ଚନ୍ଦ୍ର ମହାପାତ୍ର। ମଙ୍ଗଳବାର ଦିନ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କର କାର୍ଯ୍ୟକାଳ ଶେଷ...