୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ୍ – କେଉଁ ବିଭାଗକୁ କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ବର୍ଷ ପାଇଁ ୧ଲକ୍ଷ ୭୦ ହଜାର...

କଡ଼ାକଡ଼ି ହେବ କୋଭିଡ ନିୟମ – ଗହଳି ଜାଗା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ମହାରାଷ୍ଟ୍ରରେ ବିଗତ ଦୁଇ ଦିନ ମଧ୍ୟରେ ୧୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର...

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର – ଅନଲାଇନରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଓଡ଼ିଶାର ସମସ୍ତ ମାଟ୍ରିକ ଛାତ୍ରଛାତ୍ରୀ ଅନଲାଇନ ଜରିଆରେ ପାଇବେ ସାର୍ଟିଫିକେଟ୍। ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପ୍ରମାଣ ପତ୍ର ଓ ଦସ୍ତାବିଜ ଆଦି ସମସ୍ତ ଦରକାରୀ କାଗଜପତ୍ର ଡିଜିଟାଲରେ ମିଳିବ। ମାର୍ଚ୍ଚ ୨୦...

ଗୁରୁବାରଠାରୁ ବିଧାନସଭା ବଜେଟ ଅଧିବେଶନ- ରହିବ ପ୍ରଶ୍ନକାଳ ଓ ଶୂନ୍ୟକାଳ, ଜଗିବେ ୩୦ ପ୍ଲାଟୁନ ଫୋର୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ଏହି ଅଧିବେଶନ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ସବୁ...

ଭୁବନେଶ୍ୱରରେ ‘ଜିରୋ ନାଇଟ୍ ସେଲିବ୍ରେସନ୍’ ମନା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଏଥର ‘ଜିରୋ ନାଇଟ୍ ସେଲବ୍ରେସନ’ ମନା। କୋଭିଡ୍ ସଂକ୍ରମଣର ଭୟ ହେତୁ ଏହି ସେଲିବ୍ରେସନ୍ ଉପରେ ରୋକ୍ ଲଗାଇଛି ବିଏମସି। ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରିରେ ଲୋକମାନେ ଜିରୋ ନାଇଟ୍...

ଡିସେମ୍ବର ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର, କୋଭିଡ୍ ନେଗେଟିଭ୍ ଥିଲେ ପ୍ରବେଶ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର ଡିସେମ୍ବର ୨୭ରୁ ୩୧ କେବଳ ସେବାୟତଙ୍କୁ ଦର୍ଶନର ସୁଯୋଗ ନୂଆବର୍ଷ ଭିଡ଼ ପାଇଁ ୧ ଏବଂ ୨ ତାରିଖ ମନ୍ଦିର ବନ୍ଦ ରହିବ ...

ରାଜାରାଣୀ, ମୁକ୍ତେଶ୍ଵର ଉତ୍ସବ ପାଇଁ ମିଳିଲା ସରକାରଙ୍କ ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜାରାଣୀ, ମୁକ୍ତେଶ୍ଵର ଉତ୍ସବକୁ ଅନୁମତି ଜାନୁଆରି ୧୪ ରୁ ୧୬ ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବ ଜାନୁଆରି ୧୮ ରୁ ୨୦ ଯାଏଁ ରାଜାରାଣୀ ସଙ୍ଗୀତ ଉତ୍ସବ ଭୁବନେଶ୍ୱର ରାଜାରାଣୀ ଓ ମୁକ୍ତେଶ୍ଵର...

ସମ୍ ହସ୍ପିଟାଲ୍‌ରେ ଖୁବଶୀଘ୍ର ଆରମ୍ଭ ହେବ ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଖୁବଶୀଘ୍ର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହେବ। ଏହି ସ୍ୱଦେଶୀ ଟିକାକୁ ଭାରତ ବାୟୋଟେକ୍ ଓ ଇଣ୍ଡିଆନ୍...

ରାଜଭବନ ରାସ୍ତାରେ ଯାତାୟତ ଉପରେ କଟକଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ରାଜଭବନ ପାଖ ପେଟ୍ରୋଲ ପମ୍ପ ନିକଟ ରାସ୍ତାରେ ଯାତାୟତ ଉପରେ କଟକଣା ଲାଗିଛି।  ସୁରକ୍ଷା କାରଣରୁ କଟକଣା ଜାରି ହୋଇଥିବା ନେଇ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ କରି...

ସଂଯୁକ୍ତା ମହାପାତ୍ରଙ୍କ ଉପନ୍ୟାସ ‘ରାଜନନ୍ଦିନୀ’ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଲେଖିକା, ସଂପାଦିକା ଓ ସଂଗଠିକା ସଂଯୁକ୍ତା ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ 'ରାଜନନ୍ଦିନୀ' ଉନ୍ମୋଚିତ ହୋଇଯାଇଛି। ମଙ୍ଗଳବାର ପୂର୍ବାହ୍ଣରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଅନୁବାଦିକା ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର...