କୋଭିଡ୍-୧୯ କଟକଣା ମାନିଲେନି ଅପରାଜିତା, କ୍ୟାପିଟାଲ ଥାନାରେ ଏତଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ୍‌-୧୯ ନିୟମ ଭାଙ୍ଗି ନିଜ ଆଡୁ ଜରିମାନା ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ୍‌-୧୯ କଟକଣା ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ଭୁବନେଶ୍ୱରର...

ଭୁବନେଶ୍ୱରରେ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ହୋମ୍‌ କ୍ୱାରେଣ୍ଟିନରେ ରହିଥିବା ବେଳେ ଆଉ ୩ ଜଣ ଲୋକାଲ କେସ୍‌ ବୋଲି ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି...

ଲାଞ୍ଚ ନେଇ ଫସିଲେ ବାଲିଅନ୍ତା ତହସିଲଦାର, ହେଲେ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଞ୍ଚ ନେଇ ଫସିଲେ ତହସିଲଦାର। ଲାଞ୍ଚନେବା ଅଭିଯୋଗରେ ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଗିରଫ ହୋଇଛନ୍ତି। ଏହାସହ ତହସିଲଦାରଙ୍କ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ଵର ସାହୁ ମଧ୍ୟ ଗିରଫ...
BJB Auto. College

ବି.ଜେ.ବି କଲେଜ୍: ବି.ଏଡ୍ କୋର୍ସ ପାଇଁ ଅଧ୍ୟାପକ ପଦବୀରେ ନିଯୁକ୍ତି, ଜୁନ୍ ୮ରୁ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବି.ଜେ.ବି ସ୍ୱୟଂଶାସିତ କଲେଜ୍ ଅଧୀନରେ ବି.ଏଡ୍ କୋର୍ସ (ଦୁଇ ବର୍ଷିଆ) ପାଇଁ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ୮ରୁ ୧୦ ଯାଏଁ ଚାଲୁ...

ବିଜେପି, ବାବୁ ସିଂହ ଓ ଜଗନ୍ନାଥ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଗତକାଲି ବିଜେପିକୁ ଛି କହିଥିବା ଜଗନ୍ନାଥ ପ୍ରଧାନ ଆଜି ପୁଣି ଘର ବାହୁଡ଼ିଲେ। ଜୁନ ୨ ତାରିଖରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଦଳର ଛାମୁଆ ନେତା ଜଗନ୍ନାଥ...
ICAR-CIWA

ICAR-CIWA: ସିନିୟର ରିସର୍ଚ୍ଚ ଫେଲୋ ଏବଂ ୟଙ୍ଗ ପ୍ରଫେସନାଲ୍ ପଦବୀରେ ନିଯୁକ୍ତି, କାଲିଠୁ ଓ୍ୱାକ୍ ଇନ୍ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ICAR-ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଓ୍ୱମେନ୍ ଇନ୍ ଏଗ୍ରିକଲଚର୍ (CIWA) ଅଧୀନରେ ରିସର୍ଚ୍ଚ ଫେଲୋ ଏବଂ ୟଙ୍ଗ ପ୍ରଫେସନାଲ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ଜୁନ୍ ମାସ...

ଭୁବନେଶ୍ଵରରୁ ୧ କୋଟିର ବ୍ରାଉନ ସୁଗାର ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ମଧ୍ୟରେ ରାଜଧାନୀ ଭୁବନେଶ୍ଵରରେ ନିଶା କାରବାର। ଖଣ୍ଡଗିରିରୁ ବ୍ରାଉନ ସୁଗାର ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ଏଥିରେ ଗୋଟିଏ ବାଇକ ସହ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଖଣ୍ଡଗିରିରେ ବ୍ରାଉନ...

ଭୁପିନ୍ଦର ସିଂ ପୁନିଆ ହେଲେ ଯୁକ୍ତ ୨ ବୋର୍ଡ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରିଷ୍ଠ ଆଇଏଏସ ଅଫିସର ଭୁପିନ୍ଦର ସିଂହ ପୁନିଆ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ସେ ବର୍ତ୍ତମାନ ଓଡ଼ିଶା ସ୍କୁଲ ଏଜୁକେସନ ଅଥରିଟି ବା ଓସେପାର ପ୍ରକଳ୍ପ...

ରାଜଧାନୀରେ ଚାଲିଥିଲା ହାଇପ୍ରୋଫାଇଲ ଜୁଆ ଆଡ୍ଡା, ୯ ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଚାଲିଥିଲା ହାଇପ୍ରୋଫାଇଲ ଜୁଆ ଆଡ୍ଡା। ଆଇଆରସି ଭିଲେଜ ଭିଆଇପି କଲୋନୀର ଏ ହୋଟେଲରୁ ଏହି ଜୁଆ ଆଡ୍ଡା ଠାବ କରିଛି ପୋଲିସ। ଶୁକ୍ରବାର ବିଳମ୍ଵିତ ରାତିରେ ପୋଲିସ ଚଢ଼ାଉ...

ଭୁବନେଶ୍ଵରରେ ଘର ଭିତରୁ ଉଦ୍ଧାର ହେଲା ନବ ଦମ୍ପତ୍ତିଙ୍କ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘର ସଂସାର ଆରମ୍ଭ ନହେଉଣୁ ସବୁ କିଛି ହୋଇଗଲା ଛାରଖାର। ରାଜଧାନୀର ଏକ ଘର ଭିତରୁ ମିଳିଲା ନବ ଦମ୍ପତ୍ତିଙ୍କ ମୃତଦେହ। ଭୁବନେଶ୍ଵର ଲିଙ୍ଗରାଜ ଥାନା କେଉଟ ସାହିରେ ଏଭଳି ଅଭାବନୀୟ...