ସ୍ତ୍ରୀକୁ ୩ ଶହ ଖଣ୍ଡ କରି ହତ୍ୟା କରିବା ଘଟଣା – କର୍ଣ୍ଣେଲ ସ୍ଵାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଚର୍ଚ୍ଚିତ ଉଷାଶ୍ରୀ ହତ୍ୟାକାଣ୍ଡରେ ସ୍ଵାମୀ ଲେପ୍ଟନାଣ୍ଟ କର୍ଣ୍ଣେଲ ସୋମନାଥ ପରିଡ଼ାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ସୋମନାଥଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା...

ସାବଧାନ! ଏଣିକି ରାଜଧାନୀ ରାସ୍ତାରେ ବେଆଇନ ପାର୍କିଂ କଲେ ଗଣିବେ ଫାଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ରାସ୍ତାରେ ଏଠି ସେଠି ଗାଡ଼ି ପାର୍କିଂ କରୁଛନ୍ତିକି? ତାହେଲେ ହୋଇଯାଆନ୍ତୁ ସାବଧାନ। ଭୁବନେଶ୍ଵର ରାସ୍ତାରେ ବେଆଇନ ଗାଡ଼ି ପାର୍କିଂ କଲେ ଏଣିକି ଗଣିବେ ଡବଲ ଫାଇନ। ବେଆଇନ ପାର୍କିଂ ସହ...

ଆଉ ନାହିଁ ବାର୍ଡ ଫ୍ଲୁ ଡର – ଏଥର ଖାଇପାରିବେ ଅଣ୍ଡା, ଚିକେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ନାହିଁ ବାର୍ଡ ଫ୍ଲୁ ଭୟ। ଏଣିକି ଭୁବନେଶ୍ଵରରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇପାରିବେ ଲୋକ। ଏନେଇ ଆଶଙ୍କା ଦୂର କରିବାକୁ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପରାମର୍ଶ ଦେଇଛି। ଭୁବନେଶ୍ଵରରେ...

ହେଲୋ ଓଡ଼ିଶା – ଏଥର ଲୋକଙ୍କୁ କ’ଣ କହିବେ ଅମିତ ଶାହ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୋଦୀ ସରକାରରେ ମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଫେବ୍ରୁଆରି ୨୮ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ। (ଭୁବନେଶ୍ୱରରୁ ସରୋଜ ମହାପାତ୍ର): ଫେବ୍ରୁଆରି ୨୮ରେ ଭୁବନେଶ୍ୱରରେ କ’ଣ କହିବେ ଅମିତ...

ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ବିରୋଧ କରି ଆଜି ଭୀମ ସେନା ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଭୁବନେଶ୍ଵରରେ ମଧ୍ୟ ଦେଖିବାକୁ ମିଳିଛି।...

ବିଜେଡି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ସଭାପତି ପଦ ପାଇଁ ପ୍ରାର୍ଥିପତ୍ର ଭରିଲେ ନବୀନ ପଟ୍ଟନାୟକ। ସେ ବିଜେଡି କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାସହ କାର୍ଯ୍ୟକାରିଣୀ ସଭାପତି ପଦ ପାଇଁ ମଧ୍ୟ ନାମାଙ୍କନ ଦାଖଲ...

ଏମ୍‌ସ୍ ଭୁବନେଶ୍ଵରର ‘କେବଳ ହିନ୍ଦୀ’ ପ୍ରେସକ୍ରିପସନ୍‌କୁ ନେଇ ଝଡ଼

ନୀଳାମ୍ବର ରଥ ଭୁବନେଶ୍ଵରରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍‌ସ୍ ପକ୍ଷରୁ ପ୍ରକାଶିତ ଏକ ଅଫିସ୍ ଅର୍ଡରକୁ ନେଇ ଉଠିଛି ଝଡ଼। ୨୦ ଫେବ୍ରୁଆରିରେ ବାହାରିଥିବା ଏହି କାର୍ଯ୍ୟାଳୟ ଆଦେଶରେ କୁହାଯାଇଛି...
ol digital-3

ଡିଜିଟାଲ୍ ମିଡିଆ ଚ୍ୟାନେଲ୍ ପାଇଁ ସିନିଅର ପ୍ରଡ୍ୟୁସର୍ ଓ ପ୍ରୋଜେକ୍ଟ ମ୍ୟାନେଜର୍ ଆବଶ୍ୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଆଗଧାଡ଼ିର ଡିଜିଟାଲ୍ ମିଡିଆ କମ୍ପାନି ‘ଓଡିଶାଲାଇଭ୍’ ପାଇଁ ‘ସିନିଅର ପ୍ରଡ୍ୟୁସର୍–କମ୍–ପ୍ରୋଜେକ୍ଟ ମ୍ୟାନେଜର୍’ ପଦବୀ ଲାଗି ବିଜ୍ଞାପନ ପ୍ରକାଶ ପାଇଛି। ଏଥିପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଚଳିତ ମାସ ୨୯ ତାରିଖ ସୁଦ୍ଧା...

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବ ବୋଲି ନୀତିନିର୍ଘଣ୍ଟ ହୋଇଥିଲେ ମଧ୍ୟ ୧୫ ମିନିଟ୍‌ ପୂର୍ବରୁ ମହାଦୀପ ଉଠିଥିଲା। ଶୃଙ୍ଖଳିତ ନୀତିକାନ୍ତି ଯୋଗୁଁ ମହାଦୀପ ନିର୍ଦ୍ଧାରିତ ସମୟ...

ପରଲୋକରେ ବିଶିଷ୍ଟ ସାହିତ୍ୟିକ ଯୁଗଳ କିଶୋର ଦତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରଲୋକରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ତଥା ଅନବାଦକ ଯୁଗଳ କିଶୋର ଦତ୍ତ। ଭୁବନେଶ୍ଵରସ୍ଥିତ ଆଚାର୍ଯ୍ୟବିହାର ବାସଭବନରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଦୀର୍ଘଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ଶଯ୍ୟାଶାୟୀ...