ଲିଙ୍ଗରାଜ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରାକୁ ମିଳିଲାନି ଅନୁମତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାକୁ ବିଏମସି କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ବିଏମସି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ ଏନେଇ ରାଜ୍ୟ ସରକାରଙ୍କୁ ଚିଠି...
ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସ୍ପଷ୍ଟ ସୂଚନା ମିଳିଛି।
ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ,...
ରାତି ପାହିଲେ ସାବିତ୍ରୀ ବ୍ରତ, ଫଳ ବଜାରରେ ଦାମ ଆକାଶଛୁଆଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ସାରା ଓଡ଼ିଶାରେ ପାଳନ ହେବ ସାବିତ୍ରୀ ବ୍ରତ। ତେବେ ଏବେଠାରୁ କିନ୍ତୁ ଫଳ ବଜାରରେ ଦରଦାମ ଆକାଶଛୁଆଁ ହେଉଥିବା ଦେଖିବାକୁ ମିଳିଲାଣି।
ସାବିତ୍ରୀ ବ୍ରତ ପାଳନ କରିବାକୁ ଲୋକମାନେ ବଜାରକୁ...
ଲକ୍ଡାଉନ୍ ୪.୦ – ଭୁବନେଶ୍ୱରରେ ଖୋଲିବ ସେଲୁନ୍, ପାର୍ଲର, ସ୍ପା ଓ ଜଳଖିଆ ଦୋକନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଲୁନ୍, ପାର୍ଲର ଓ ସ୍ପାର କର୍ମଚାରୀମାନେ ଗ୍ଲୋବ୍ସ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
ଭୁବନେଶ୍ୱରରେ ଖୋଲିବ ସେଲୁନ୍, ପାର୍ଲର ଓ ସ୍ପା। ଏହାସହ ରାସ୍ତାକଡ଼ ଜଳଖିଆ ଦୋକାନ ମଧ୍ୟ ଖୋଲି ପାରିବ। ଲକ୍ଡାଉନ୍...
ବାତ୍ୟା ମୁକାବିଲା ପାଇଁ ୪ ଆଇଏଏସ୍ଙ୍କୁ ଦାୟିତ୍ୱ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ଅମ୍ପନ ମୁକାବିଲା କରିବା ପାଇଁ ୪ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର। ବାଲେଶ୍ୱର ଜିଲ୍ଲା ପାଇଁ ମଧୁସୂଦନ ପାଢ଼ୀ, ଭଦ୍ରକ ପାଇଁ ସୁଶୀଲ ଲୋହାନୀ, କେନ୍ଦ୍ରାପଡ଼ା...
କରୋନା ମୁକ୍ତ ହେଲା ରାଜଧାନୀ ଭୁବନେଶ୍ୱର, ସମସ୍ତ ଆକ୍ରାନ୍ତ ସୁସ୍ଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରର ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ କରୋନା ମୁକ୍ତ ହୋଇଛି ରାଜଧାନୀ।
ସୋମବାର ରାଜ୍ୟର ଆଉ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ...
ଆରପାରିରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ – ଶେଷ ଦର୍ଶନ କଲେ ରାଜ୍ୟପାଳ, ରାଜ୍ୟ ସରକାରଙ୍କ...
ଓଡ଼ିଶାଲାଇଭ୍ ବ୍ୟୁରୋ
ନିମାପଡ଼ା ବ୍ଲକର ଅଣ୍ଡିଆ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କର ହେବ ଶେଷକୃତ୍ୟ ସମ୍ପନ୍ନ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ...
ରାଜ୍ୟ ଯୋଜନା ବୋର୍ଡର ବୈଠକ – ଅର୍ଥନୀତିକୁ ଗତିଶୀଳ କରିବାକୁ ନେଇ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର କରୋନା ମହାମାରୀକୁ ମୁକାବିଲା କରୁଥିବାବେଳେ ଅର୍ଥନୀତିକୁ କିଭଳି ଗତିଶୀଳ କରାଯାଇ ପାରିବ ସେନେଇ ରିପୋର୍ଟ ପ୍ରସ୍ତୁତ କରିବ ରାଜ୍ୟ ଯୋଜନା ବୋର୍ଡ। ଗୁରୁବାର ଏନେଇ ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ...
ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଚାଲିଲା ସ୍ୱତନ୍ତ୍ର ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
୫୦ ଦିନ ପରେ ଭୁବନେଶ୍ବରରୁ ନୂଆଦିଲ୍ଲୀକୁ ଗଡ଼ିଛି ସ୍ବତନ୍ତ୍ର ଟ୍ରେନ୍। ଆଜି ସକାଳ ୧୦ଟା ବେଳେ ଭୁବନେଶ୍ବର ରେଳ ଷ୍ଟେସନରୁ ଏହି ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ୫୪୫ ଜଣଙ୍କୁ ନେଇ...
ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ନମୁନା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ନମୁନା ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତ ସିଂହାର।
ସମ୍ ହସ୍ପିଟାଲରେ କୋଭିଡ୍-୧୯...





















