କରୋନା ଚିନ୍ତା – ଲୋକସେବା ଭବନ କନଭେନସନ ହଲ୍ରେ ଚାଲିବ ବିଧାନସଭା ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୩୦ରେ ହେବ ବ୍ୟୟ ମଞ୍ଜୁରୀ ବିଲ୍ ପାସ୍
ଲୋକସେବା ଭବନ କନଭେନସନ ହଲ୍ରେ ଚାଲିବ ବିଧାନସଭା
ଆସିବେ ୩୦ ପ୍ରତିଶତ ବିଧାୟକ
୨ ମିଟର ଦୂରତାରେ ବସିବେ ବିଧାୟକ
ଓଡ଼ିଶାରେ...
ପୁଣି ସ୍ଥାନାନ୍ତର ହେଲା ୟୁନିଟ-୧ ହାଟ, ସାମାଜିକ ଦୂରତା ଭଙ୍ଗ ହେବାରୁ ୟୁନିଟ-୪ ହାଟରେ ଲାଠି ଚାର୍ଜ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ସାମାଜିକ ଦୂରତା ଭଙ୍ଗ ହେବାରୁ ପୁଣି ସ୍ଥାନାନ୍ତର ହେଲା ଭୁବନେଶ୍ଵରସ୍ଥିତ ୟୁନିଟ-୧ ହାଟ। ଏଜି ଛକସ୍ଥିତ ହାଟକୁ ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରିଛି ପୋଲିସ। ହାଟରେ ଗ୍ରାହକମାନେ ୧...
କରୋନା ଚିକିତ୍ସା ପାଇଁ ଦୁଇଟି ଘରୋଇ ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ ଚୁକ୍ତିନାମା
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ଦୁଇଟି ଘରୋଇ ହସ୍ପିଟାଲ ସହ ଚୁକ୍ତିନାମା ସ୍ଵାକ୍ଷର କଲେ ରାଜ୍ୟ ସରକାର। ଭୁବନେଶ୍ଵରର କିମ୍ସ ଓ ସମ୍ ହସ୍ପିଟାଲ ସହ ସରକାର ଚୁକ୍ତି କରିଛନ୍ତି। ଏହାକୁ...
ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ଆଗୁଆ ୪ ମାସର ଦରମା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଡାକ୍ତର, ନର୍ସ ଏବଂ ପାରାମେଡିକାଲ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଗୁଆ ୪ ମାସର...
‘ଲକ୍ଡାଉନ୍’ ବେଳେ କମିସନରେଟ୍ ପୋଲିସର ନୂଆ ଫର୍ମୁଲା – ନିୟମ ନମାନି ଭୁବନେଶ୍ୱରରେ ‘ଉଠ୍ବସ୍’ ହେଲେ ଅମାନିଆ ଯୁବକ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶ ଆଜିଠୁ ‘ଲକ୍ଡାଉନ୍’ ହୋଇଯାଇଛି। ୨୧ ଦିନ ଯାଏଁ ଘରୁ ନବାହାରିବାକୁ ମୋଦୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି। ହେଲେ କିଛି ଅମାନିଆ ଯୁବକ...
ଥାନା ଆଗରେ ବଢ଼ିଆ ‘ସାମାଜିକ ଦୂରତା’ – ପାସ୍ ପାଇଁ ଲୋକଙ୍କ ଲମ୍ବା ଧାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
କରୋନା ଭାଇରସ୍ରୁ ସୁରକ୍ଷିତ ରହିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା କଥା କହୁଛନ୍ତି। ହେଲେ ବାସ୍ତବରେ ସାମାଜିକ ଦୂରତା କେତେ ପାଳନ...
ରାଜଧାନୀ ଭୁବନେଶ୍ୱରରେ କରୋନା ପାଇଁ ନାକାବନ୍ଦୀ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
https://www.youtube.com/watch?v=lp8zRRro714
କରୋନାକୁ ହରାଇବା ପାଇଁ ଜି-ଜାନ୍ ଳଗାଇ ଦେଇଛନ୍ତି ରାଜ୍ୟ ସରକାର। ଅଧା ଓଡ଼ିଶାରେ ଲକ୍ଡାଉନ୍ ଘୋଷଣା କରି ସରକାର କରୋନା ମୁକାବିଲାରେ ଲାଗିପଡ଼ିଛନ୍ତି। ଯେଉଁ ଜିଲ୍ଲା ଏବଂ ସହର ‘ଲକ୍ଡାଉନ୍’...
ଜନତା କର୍ଫ୍ୟୁ – ଜରୁରିକାଳୀନ କାମ ପାଇଁ କମିସନରେଟ୍ ପୋଲିସ ଦେଉଛି ପାସ୍
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ମୁକାବିଲା ପାଇଁ ସାରା ଦେଶରେ ଆଜି ପାଳନ ହେଉଛି ‘ଜନତା କର୍ଫ୍ୟୁ’। ଏହାକୁ ସାଧାରଣ ଲୋକ ସମର୍ଥନ କରୁଛନ୍ତି। ସବୁଠି ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ...
ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ: ସ୍ପଷ୍ଟ କଲେ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯୁବକ ଜଣକ ବର୍ତ୍ତମାନ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ରାଜ୍ୟ ସରକାର ମଧ୍ୟ ସ୍ପଷ୍ଟ କରିଛନ୍ତି।
ଯୁବକ ଜଣକ ୬ ତାରିଖରେ...
କରୋନା ଡର – ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଧଉଳି ଶାନ୍ତିସ୍ତୁପ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଧଉଳି ଶାନ୍ତିସ୍ତୁପ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ। କରୋନା ଭାଇରସକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।
ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ଏନେଇ ସୂଚନା ଦେଇଛନ୍ତି।...





















