ଏକାମ୍ର ଯୋଜନା ପ୍ୟାକେଜ – ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ରାଶି ଘୋଷଣା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଲିଙ୍ଗରାଜ ମହାପ୍ରଭୁଙ୍କ ନାଁରେ ରେକର୍ଡ ହେବ ଅଧିଗୃହିତ ଜମି ଜମି ଦାନ କରିଥିବା ଲୋକଙ୍କ ନାଁରେ ଫଳକ ଲାଗିବ ଜମି ବଦଳରେ ଦିଆଯିବ ଜମି ବିସ୍ଥାପିତଙ୍କୁ ମିଳିବ ଘରଭଡ଼ା...

ଭୁବନେଶ୍ଵରରେ ବାର୍ଡ ଫ୍ଲୁ – ମଙ୍ଗଳବାରଠାରୁ ଆରମ୍ଭ ହେବ କୁକୁଡ଼ା ମରା ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ପାଇଁ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ଏବେ ଭୁବନେଶ୍ଵରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଯାଇଛି। ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏନେଇ ଓୟୁଏଟି ପକ୍ଷରୁ...

ଭୁବନେଶ୍ଵରରୁ ୧୨୪ ଗ୍ରାମ ବ୍ରାଉନ ସୁଗାର ଜବତ, ଡିପ୍ଲୋମା ଛାତ୍ରଙ୍କ ସମେତ ୩ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀରୁ ଜବତ ହେଲା ୧୨୪ ଗ୍ରାମର ବ୍ରାଉନ ସୁଗାର। ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହୋବ ବୋଲି ଅନୁମାନ କରାଯାଉଛି। ଏହି ବ୍ରାଉନ ସୁଗାର କାରବାଗରରେ ଜଣେ ଡିପ୍ଲୋମା...

ଗାନ୍ଧୀମାର୍ଗରେ ଶୋଭାପାଇଲା ପୁରୀ ଶ୍ରୀମନ୍ଦିର ପ୍ରଜ୍ଞାପନ ମେଢ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସ୍ତରୀୟ ପରେଡରେ ଶୋଭାପାଇଲା ପୁରୀ ଶ୍ରୀମନ୍ଦିର ପ୍ରଜ୍ଞାପନ ମେଢ଼। ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରାଜ୍ୟସରକାରଙ୍କ ପରିକଳ୍ପିତ ବିଶ୍ଵସ୍ତରୀୟ ପୁରୀ ଶ୍ରୀମନ୍ଦିରକୁ ସ୍ଥାନ...

‘କୃଷି ଓଡ଼ିଶା’ରେ ନୂଆ କୃଷି ଯନ୍ତ୍ରପାତିର ଚମକ – ଜମିରେ ଡ୍ରୋନ୍ ପକାଇବ କୀଟନାଶକ, ଘରେ ବସି ମହିଳା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆ ତଥା ଉନ୍ନତମାନର କୃଷି ଯନ୍ତ୍ରପାତି ଜଟିଳ କୃଷି ବ୍ୟବସ୍ଥାକୁ ସରଳ କରିବା ସହ ଯୁବପିଢ଼ିଙ୍କୁ ଚାଷ ପ୍ରତି ଆକର୍ଷିତ କରିବାରେ ସହାୟକ ହୋଇଛି। ଚାଷ କ୍ଷେତ୍ରରେ ସଫଳତା ପାଇବା ପାଇଁ...

ଏୟାରପୋର୍ଟ ଛାତ ଭୁଶୁଡ଼ିବା ଘଟଣା – ଠିକାଦାର ସମେତ ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵର ଏୟାରପୋର୍ଟ ଛାତ ଭୁଶୁଡ଼ିବା ଘଟଣାରେ ୪ ଜଣ ଗିରଫ। ଠିକାଦାର ଦିଲ୍ଲୀପ ଖଟେଇଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଏୟାରପୋର୍ଟ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଠିକାଦାର ଦିଲ୍ଲୀପ...

ଅଧ ରାତିରେ ଭୁଶୁଡ଼ିଲା ଭୁବନେଶ୍ୱର ବିମାନ ବନ୍ଦର ‘ଲିଙ୍କ୍ ବିଲ୍ଡିଂ’ – ଚାଲିଲା କାଦୁଅ ଫିଙ୍ଗା, ଦାୟୀ କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିମାନ ବନ୍ଦର ‘ଲିଙ୍କ୍‌ ବିଲ୍ଡିଂ’ ଭୁଶୁଡ଼ିବାକୁ ନେଇ ତାତିଲା ରାଜନୀତି ପାଣିପାଗ। ବମିଖାଲ ଓଭରବ୍ରିଜ ଟ୍ରାଜେଡି ଲୋକଙ୍କ ମନରୁ ନଯାଉଣୁ ଆଉ ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଭୁବନେଶ୍ୱରରେ। ଶୁକ୍ରବାର ବିଳମ୍ବିତ...

ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣା – ଉପଯୁକ୍ତ ତଦନ୍ତ, କ୍ଷତିପୂରଣ ଦାବି କଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ନିର୍ମାଣଧୀନ ଛାତ ଭୁଶୁଡ଼ିବା ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛି ବିଜେଡି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି,‘‘ବିମାନବନ୍ଦରରେ ଯେଉଁ ଅଘଟଣ ଘଟିଲା...

ଭୁବନେଶ୍ୱର ବିମାନ ବନ୍ଦରରେ ଅଘଟଣ – ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଫସିଲେ ଶ୍ରମିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଶୁକ୍ରବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଟର୍ମିନାଲ-୧ ଏବଂ ଟର୍ମିନାଲ-୨କୁ ଲିଙ୍କ୍‌ କରିବା ପାଇଁ ନିର୍ମାଣ କରାଯାଉଥିବା କୋଠା ଭୁଶୁଡ଼ି ପଡ଼ିଛି। ଫଳରେ...

‘କୃଷି ଓଡ଼ିଶା’ରେ ରାଜ୍ୟପାଳଙ୍କ ପରାମର୍ଶ: “ମାଟି ହସିଲେ ଚାଷୀ ହସିବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘କୃଷି ଓଡ଼ିଶା-୨୦୨୦’ ଉଦଯାପିତ ଉଦଯାପନୀ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ ଭୁବନେଶ୍ୱର ଜନତା ମଇଦାନରେ ପାଞ୍ଚ ଦିନ ଧରି ଚାଲିଥିଲା କୃଷି ମହାକୁମ୍ଭ ମାଟିର ସୁରକ୍ଷା ଏବଂ ପ୍ରଦୂଷଣ ରୋକିବାକୁ...