ଯୁବତୀଙ୍କୁ ବ୍ଲାକମେଲିଂ କରି ଗିରଫ ହେଲେ ହୋଟେଲ୍‌ କର୍ମଚାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଦୁଇଜଣ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ଏପରି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳରେ। ଯୁବତୀ ଜଣକ ତାଙ୍କ...

ଭୁବନେଶ୍ଵରରେ ଜମି କିଣିବାକୁ ଚାହୁଁଛନ୍ତି କି? ବିଡିଏ ବିକୁଛି ୨୫ଟି ପ୍ଲଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରରେ ଜମି କିଣିବାକୁ ଚାହୁଁଛନ୍ତି କି? ତେବେ ଯାଆନ୍ତୁ ବିଡିଏ ଓ୍ଵେବସାଇଟ୍‌କୁ। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ତରଫରୁ ଭୁବନେଶ୍ଵରରେ ୨୫ଟି ପ୍ଲଟ ବିକ୍ରି କରାଯାଉଛି। ଜୟଦେବ ବିହାର ଓ ଚନ୍ଦ୍ରଶେଖରପୁରରେ ଥିବା...

ପ୍ରେମ, କୋର୍ଟ ମ୍ୟାରେଜ ପରେ ଦ୍ୱିତୀୟ ବିବାହ କରୁଥିଲେ ଯୁବତୀ – ଫିଲ୍ମ ଷ୍ଟାଇଲରେ ପହଞ୍ଚିଗଲେ ସ୍ୱାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମେ ପ୍ରେମ, କୋର୍ଟ ମ୍ୟାରେଜ ଆଉ ତା’ ପରେ ଅନ୍ୟତ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ ଯୁବତୀ। ହେଲେ ଯୁବତୀଙ୍କ ମେହେନ୍ଦୀ ଦିନ ଫିଲ୍ମ ଷ୍ଟାଇଲରେ ପହଞ୍ଚିଗଲେ ଯୁବତୀଙ୍କୁ କୋର୍ଟ ମ୍ୟାରେଜ...

ଏଲ୍‌.ଭି.ପି.ଇ.ଆଇ ପକ୍ଷରୁ ଶିଶୁ ଚକ୍ଷୁ ଯତ୍ନ ଉପରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଲ୍‌.ଭି.ପି.ଇ.ଆଇ ପକ୍ଷରୁ ଶିଶୁ ଚକ୍ଷୁ ଯତ୍ନ ଉପରେ ସଚେତନତା କାର୍ଯ୍ୟକ୍ରମ। ଏନେଇ ‘ଶିଶୁ ଚକ୍ଷୁ ଯତ୍ନ ସଚେତନତା ପଦଯାତ୍ରା’ ଆୟୋଜିତ ହୋଇଯାଇଛି। ଏଲ୍‌.ଭି.ପି.ଇ.ଆଇ ପକ୍ଷରୁ ଶିଶୁ ଚକ୍ଷୁ ଯତ୍ନ ଉପରେ ସପ୍ତାହବ୍ୟାପୀ ସଚେତନତା...

‘କେୟାର ହସ୍ପିଟାଲ ମାଲିକଙ୍କ ପାକିସ୍ତାନ ଲିଙ୍କ’- ଅଭିଯୋଗ କଲେ ବିରୋଧୀ ଦଳ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘରୋଇ ହସ୍ପିଟାଲ ନାଁରେ ଆସିଲା ସାଂଘାତିକ ଅଭିଯୋଗ। ଏଭଳି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଭୁବନେଶ୍ଵରସ୍ଥିତ କେୟାର ହସ୍ପିଟାଲ ମାଲିକଙ୍କ ପାକିସ୍ତାନ ଲିଙ୍କ ଥିବା ପ୍ରଦୀପ୍ତ ନାଏକ...

ଜାନୁଆରି ୨୦ରୁ ଭୁବନେଶ୍ଵରରୁ ସୁରତକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ୨୦୨୦ ଜାନୁଆରୀ ୨୦ରୁ ଭୁବନେଶ୍ଵରରୁ ସୁରତକୁ ବିମାନ ଚଳାଚଳ କରିବ। ଏୟାର ଇଣ୍ଡିଆ ବିମାନ ବେଙ୍ଗାଳୁରୁ-ଭୁବନେଶ୍ଵର-ସୁରତ ମଧ୍ୟରେ ଚଳାଚଳ କରିବ। ଏନେଇ ଟୁଇଟ ଯୋଗେ...

ବସ୍ତି ଉଚ୍ଛେଦକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ସାଲିଆସାହି ବାସିନ୍ଦା, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସ୍ମାରକପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରର ସାଲିଆସାହିରେ ବସ୍ତି ଉଚ୍ଛେଦକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା। ୨୫ ହଜାର ବସ୍ତିବାସିନ୍ଦାଙ୍କୁ ନେଇ ଶୁକ୍ରବାର ଏକ ବିଶାଳ ରାଲି ବିଧାନସଭା ପାଖରେ ପହଞ୍ଚି ପ୍ରତିବାଦ କରିଛନ୍ତି।...

ସ୍ମାର୍ଟ ସିଟି ସିରିଜ – ୧୧ : ପ୍ରାକୃତିକ ନିଷ୍କାସନ ପ୍ରଣାଳୀର ପୁନରୁଦ୍ଧାର ପାଇଁ ବିଏମସିର ଯୋଜନା

କପିଳାସ ଭୂୟାଁ ରାଜଧାନୀ ଭୁବନେଶ୍ଵର ସ୍ମାର୍ଟ ସିଟିରେ ପରିଣତ ହେବା ପରେ ଯେଉଁ ଗୋଟିଏ ଅବ୍ୟବସ୍ଥାକୁ ଘେନି ସମସ୍ତଙ୍କର ଅସନ୍ତୋଷ ରହିଛି ତାହା ହେଲା ସାମାନ୍ୟ ଦୁଇ ଅସରା ବର୍ଷା ହେଲେ ରାସ୍ତା...

ନଭେମ୍ବର ୨୩ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି, ଉଦଘାଟନ୍ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୂରିଛି ୭୫ ବର୍ଷ। ବିଶ୍ୱବିଦ୍ୟାଳୟର ଏହି ଗୌରବମୟ ସମୟକୁ ପାଳନ କରିବା ପାଇଁ ଆୟୋଜନ ହେଉଛି ପ୍ଲାଟିନମ୍ ଜୁବୁଲି ଉତ୍ସବ। ନଭେମ୍ବର ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆରଟିଓ ଅଫିସରେ ଲାଗିଲା ଭିଡ଼ – ଡିସେମ୍ବର ୧ରୁ ଟ୍ରାଫିକ୍ ନିୟମ ଟାଇଟ୍ 

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୧ରୁ ପୁଣିଥରେ ଆରମ୍ଭ ହେବ ଟ୍ରାଫିକ ଧରପଗଡ଼। ଏହା ଶୁଣିବା ପରେ ରାଜଧାନୀରେ ଥିବା ଦୁଇଟି ଆରଟିଓ ଅଫିସରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଡିସେମ୍ଵର ୧ରୁ ପୂର୍ବ ଭଳି...