ଝାରସୁଗୁଡ଼ାରୁ ବାରାଣାସୀକୁ ଉଡ଼ିଲା ବିମାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଭାୟା ଭୁବନେଶ୍ଵର ଦେଇ ବାରାଣାସୀକୁ ଉଡ଼ିଲା ବିମାନ। ଶୁକ୍ରବାରଠୁ ଆଲିଆନ୍ସ ଏୟାରର ପକ୍ଷରୁ ଏହି ବିମାନ ଚଳାଚଳ ଆରମ୍ଭ ହୋଇଛି। ଝାରସୁଗୁଡ଼ାରୁ ଭୁବନେଶ୍ଵରକୁ...

ଫେବୃୟାରୀ ୧ରୁ ଆରମ୍ଭ ହେବ ପ୍ରଥମ ସୋଆ ଲିଟେରାରୀ ଫେଷ୍ଟିଭାଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ଏକତ୍ରିତ ହେବାକୁ ଯାଉଛନ୍ତି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍‌)ରେ। ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ...

ଶାସ୍ତ୍ରୀୟ ସଙ୍ଗୀତର ଗୁରୁ ମା’ ସୁନନ୍ଦା ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଡକ୍ଟର ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଭୁବନେଶ୍ଵର ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା,...

ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ଆରମ୍ଭ ହେବ ସ୍ପୋକନ ଇଂଲିଶ କ୍ଲାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଦିଆଯିବ ଇଂରାଜୀ ଶିକ୍ଷା। ସବୁ ସ୍କୁଲରେ ଆରମ୍ଭ ହେବ ସ୍ପୋକନ ଇଂଲିଶ କ୍ଲାସ। ସରକାରୀ ସ୍କୁଲ ପ୍ରତି ମୁହଁ ବୁଲାଉଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା...

କେନ୍ଦ୍ର ବଜେଟ୍ ସମ୍ପର୍କରେ ଜାଣନ୍ତୁ କ’ଣ କହିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ପହିଲାରେ କେନ୍ଦ୍ର ସରକାର ଆଗତ କରିବେ ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍‌ର ଆକାର କିପରି ରହିଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ବଜେଟ୍‌...

ଅଶୀରେ ବସନ୍ତ ଉତ୍ସବ – ‘‘ଯୁବପିଢ଼ିଙ୍କ ପାଇଁ ଆଦର୍ଶ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୮୧ ବର୍ଷ ବୟସରେ ପଦାର୍ପଣ କଲେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଭୁବନେଶ୍ୱରରେ ‘ଅଶୀରେ ବସନ୍ତ ଉତ୍ସବ’ ଲୋକାର୍ପଣ ହେଲା ‘ଅଶୀରେ ବସନ୍ତ’ ପୁସ୍ତକ ଶୁଭେଚ୍ଛା ଜଣାଇଲେ ବହୁ ରାଜନେତା,...

ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଭୟ – ମରାଗଲା କୁକୁଡ଼ା, ଚିଲିକାରୁ ସଂଗ୍ରହ ହେଲା ନମୁନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓୟୁଏଟି ଫାର୍ମରୁ ମରାଗଲା ସବୁ କୁକୁଡ଼ା ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ମରାଗଲା କୁକୁଡ଼ା ଗଭୀର ଗାତ ଖୋଳି କୁକୁଡ଼ା ପୋତାଗଲା ଚିଲିକାରୁ ସଂଗ୍ରହ ହେଲା ନମୂନା ନନ୍ଦନକାନନ ପକ୍ଷୀ...

ଗଠନ ହେବ ଓଡ଼ିଶା ବିଧାନ ପରିଷଦ, ନେତା ହେବେ ଥଇଥାନ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନ ପରିଷଦ ଗଠନକୁ ନେଇ ଯେଉଁ ଉଠାପକା ରାଜନୀତି ଚାଲିଛି ତାହା ୨୦୨୦ରେ ସଫଳ ହେବ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର୍। ଓଡ଼ିଶା...

ବିମାନବନ୍ଦର ଅଘଟଣ – ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ଦିଲ୍ଲୀପ କନଷ୍ଟ୍ରକସନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କା ଦେବା ସହ ଆହତଙ୍କୁ ୫୦ ହଜାର...

ଡରେଇଲା ବାର୍ଡ ଫ୍ଲୁ – କୁକୁଡ଼ା ମାରିବା ପାଇଁ ୧୨ଟି ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ। ଓୟୁଏଟି ଫାର୍ମ ଏହାର କେନ୍ଦ୍ରସ୍ଥଳ ହୋଇଥିବାରୁ ମଙ୍ଗଳବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ ହେବ। ଓୟୁଏଟିଠାରୁ ୧ କିଲୋମିଟର ପରିଧି ଭିତରେ ଯେତେ କୁକୁଡ଼ା ଅଛନ୍ତି...