ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଆଉ ୫ କୋଟିର ପ୍ୟାକେଜ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ଲିଙ୍ଗରାଜ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ କରାଯିବ।
ଏହି...
ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ହେଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ନୂଆ କୁଳପତିଙ୍କୁ ନିଯୁକ୍ତ କଲେ ରାଜ୍ୟପାଳ। ପ୍ରଫେସର ବ୍ୟୋମକେଶ ତ୍ରିପାଠୀଙ୍କୁ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ଦିଆଯାଇଛି।
ପ୍ରଫେସର ବ୍ୟୋମକେଶ ତ୍ରିପାଠୀ ଆସନ୍ତା ତିନି ବର୍ଷ ପାଇଁ...
ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଓଡ଼ିଶୀ ଛନ୍ଦ ଓ ରସରେ ଭିଜିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ସହଯୋଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ।...
୨୦୧୯ରେ ଓଡ଼ିଶା ବିଜେପିର ‘ପୋଷ୍ଟରବୟ’ ଥିଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୀତି କେମିତି ଥିଲା ଜାଣନ୍ତୁ ଓଡ଼ିଶାଲାଇଭ୍ ଫ୍ଲାସ୍ବ୍ୟାକ୍-୨୦୧୯ ରିପୋର୍ଟରେ।
୨୦୧୯ର ଚର୍ଚ୍ଚିତ ଚେହେରାଙ୍କ ବିଷୟରେ ଆଲୋଚନା କରିବା ବେଳେ ସମସ୍ତଙ୍କ ନଜର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ...
ସ୍ମାର୍ଟ ସିଟି ସିରିଜ – ୧୭: ଟ୍ରାଫିକ ଜାମ କାହିଁକି? ପାର୍କିଂ ଅବ୍ୟବସ୍ଥା କ’ଣ ଏହାର କାରଣ? (୨)
କପିଳାସ ଭୂୟାଁ
ଅନ୍ୟ ପକ୍ଷରେ ଟ୍ରାଫିକ ଜାମର ଗୋଟିଏ ମୁଖ୍ୟ କାରଣ ହେଲା ରାସ୍ତାରେ ମନ ଇଚ୍ଛା ଗାଡି ପାର୍କିଂ କରିବା। ଛତୁ ଫୁଟିଲା ପରି ଭୁବନେଶ୍ଵରରେ ଖୋଲିଥିବା ବାହାଘର ମଣ୍ଡପ ଓ...
ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନିତ ହେଲା ସମ୍ ହସପିଟାଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ ସମ୍ ହସପିଟାଲକୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନିତ କରାଯାଇଛି। ସମ୍ ହସ୍ପିଟାଲ ନୂଆଦିଲ୍ଲୀଠାରେ ସିକ୍ସ ସିଗ୍ମା ହେଲ୍ଥ କେୟାର...
ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କାହିଁକି କହିଲେ ‘ମୋ ଉପରେ ପାର୍ଟି ନିର୍ଭରଶୀଳ ନୁହେଁ’?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରତିଷ୍ଠା ଦିବସରେ ନବୀନଙ୍କ ମନ୍ତବ୍ୟକୁ ନେଇ ରାଜନୀତି ପାଣିପାଗ ଗରମ।
‘‘ମୋ ଉପରେ ପାର୍ଟି ନିର୍ଭରଶୀଳ ନୁହେଁ। କୌଣସି ନେତାଙ୍କ ଉପରେ ବି ପାର୍ଟି ନିର୍ଭରଶୀଳ ନୁହେଁ’’, ପ୍ରତିଷ୍ଠା ଦିବସରେ ବିଜେଡି...
ଲୋକଙ୍କ ସେବା ପାଇଁ ବିଜେଡି କାମ କରୁଛି – ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ପାଳିଲା ୨୩ତମ ପ୍ରତିଷ୍ଠା ଦିବସ।
‘‘ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ବିଜେଡି କାମ କରୁଛି। ଆମେ କ୍ଷମତା ଲୋଭରେ ନୁହେଁ, ଲୋକଙ୍କ ପାଇଁ ସେବା କରୁଛୁ। ସେବା...
ରାଜଧାନୀ ଏକ୍ସପ୍ରେସରେ ସ୍ଥାନ ପାଇଲା ଓଡ଼ିଶାର କଳା-ସଂସ୍କୃତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଏକ୍ସପ୍ରେସରେ ସ୍ଥାନ ପାଇଲା ଓଡ଼ିଶାର କଳା-ସଂସ୍କୃତି। ଭୁବନେଶ୍ୱର ଷ୍ଟେସନରେ ଉତ୍କଳର ସଂସ୍କୃତି ଓ କଳା ଚିତ୍ରିତ ହୋଇଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...
ସ୍ମାର୍ଟ ସିଟି ସିରିଜ – ୧୬: ଟ୍ରାଫିକ ଜାମ କାହିଁକି? ପାର୍କିଂ ଅବ୍ୟବସ୍ଥା କ’ଣ ଏହାର କାରଣ? (୧)
କପିଳାସ ଭୂୟାଁ
ଆମ ଦେଶରେ ଜୀବନଯାପନ ପାଇଁ ଅନୁକୂଳ ପରିସ୍ଥିତି ଥିବା ସହରଗୁଡ଼ିକର ତାଲିକାରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ଵର। ଧୀରେ ଧୀରେ ଆମ ରାଜଧାନୀ ଭୁବନେଶ୍ଵରକୁ ଗୋଟିଏ ସ୍ମାର୍ଟ ସିଟିରେ ପରିଣତ...





















